ଘରେ ଅମୃତଭଣ୍ଡା ଗଛ ଲଗାଇଲେ ଘରକୁ କଣ ଆସିଥାଏ ? ଏହା ସହ ଆହୁରି 10+ GK Quiz

ନମସ୍କାର ବନ୍ଧୁଗଣ । ପ୍ରତେକ ବର୍ଷ ଆମ ଦେଶରେ IAS, OAS ପାଇଁ ଅନେକ ଛାତ୍ର ଛାତ୍ରୀ ମାନେ ପ୍ରସ୍ତୁତି କରିଥାନ୍ତି । କିନ୍ତୁ ପରୀକ୍ଷା ପ୍ରଶ୍ନ ରେ କିଛି ଏମିତି ବି ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ପଡିଥାଏ ଯାହାକୁ କିଛି ଛାତ୍ର ଛାତ୍ରୀ ଜାଣି ମଧ୍ୟ ତାହାର ଉତ୍ତର ଲେଖି ପାରନ୍ତି ନହିଁ । ଯାହା ପାଇଁ ସେମାନେ ପରୀକ୍ଷା ରେ କମ ମାର୍କ ରଖିଥାନ୍ତି ।

ତେବେ ଏହି ସବୁ ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ଆଜିକାଲି ମୋବାଇଲ ଦ୍ଵାରା ମିଳୁ ପାରୁଛି । ଯାହାକୁ ପାଠ ପଢୁଥିବା ପିଲା ମାନେ ସହଜରେ ଆହରଣ କରି ପାରିବେ । ତେବେ ଏହି ସବୁ ଜ୍ଞାନ କୌଶଳ ମୂଳକ ପ୍ରଶ୍ନ ଗୁଡିକ ପାଠ କରିଲେ ପରୀକ୍ଷା ରେ ସହଜରେ ଉତ୍ତର ଆସି ଯାଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ଜଣା ଅଜଣା ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ ।

ଯାହାକୁ ଛାତ୍ର ଛାତ୍ରୀ ମାନେ ପଢି ଏହାର ଲାଭ ଉଠାଇ ପାରିବେ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣି ନେବା ସେହି ସବୁ ପ୍ରଶ୍ନ ଓ ଉତ୍ତର ବିଷୟରେ ବିଶେଷ ଭାବେ । 1- ଓଡିଶା ରେ ବରା ଦିବସ କେବେ ପାଳନ କରାଯାଏ ?

ଉତ୍ତର- ମାର୍ଚ୍ଚ 7 ତାରିଖ ରେ ।

2- ଗଛ ଲଗାଇଲି ଫଳିବ ପାଇଁ ଫଳିଲା ପାଚିଲା କିନ୍ତୁ ଝଡିଲା ନାହିଁ । ତାହା କଣ ?

ଉତ୍ତର- ଭେଣ୍ଡି ।

3- ଶରୀର ର କେଉଁ ଅଙ୍ଗ ରୁ ଝାଳ ବାହାରେ ନାହିଁ ?

ଉତ୍ତର- ଓଠ ।

4- କେଉଁ ଜୀବ ମୁହଁ ରେ କୌଣସି ଶବ୍ଦ ବାହାରେ ନାହିଁ ?

ଉତ୍ତର- ଜିରାଫ ।

5- କେଉଁ ଜୀବ ଥରକ ରେ 20 ରୁ 30 ଟି ଅଣ୍ଡା ଦିଏ ଏବଂ ଅଣ୍ଡା ଦେବା ପରେ ସଙ୍ଗେ ସଙ୍ଗେ ମରି ଯାଏ ?

ଉତ୍ତର- ବିଛା ।

6- କେଉଁ ଜୀବ ନ ଖାଇ 10 ବର୍ଷ ବଞ୍ଚି ପାରିବ ?

ଉତ୍ତର- ବୁଢିଆଣୀ ।

7- ହାତୀ ର ମୁହଁ ରେ କେତୋଟି ଦାନ୍ତ ଅଛି ?

ଉତ୍ତର- 26 ଟି ।

8- କେଉଁ ଜୀବ ର ଗୋଡ ରେ କାନ ଅଛି ?

ଉତ୍ତର- ଝିଣ୍ଟିକା ।

9- ଘରେ କଣ ରଖିଲେ ଘରକୁ ବେଙ୍ଗ ଆସନ୍ତି ନାହିଁ ?

ଉତ୍ତର- ଭିନେଗାର ।

10- ସବୁ ଠାରୁ ଛୋଟ ଅଣ୍ଡା କେଉଁ ପକ୍ଷୀ ଦିଏ ?

ଉତ୍ତର- ହମିଂ ବାର୍ଡ ।

11- ଘରେ ଅମୃତଭଣ୍ଡା ଗଛ ଲଗାଇଲେ ଘରକୁ କଣ ଆସିଥାଏ ?

ଉତ୍ତର- ସାପ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *