Ramayanରେ ଅଭିନୟ କରିଥିବା ସବୁ କଳାକାର ଆଜି କେମିତି ଅଛନ୍ତି ? ଦେଖନ୍ତୁ

ବନ୍ଧୁଗଣ ରାମାନନ୍ଦ ସାଗର ଙ୍କ ଦ୍ଵାରା ରଚିତ ରାମାୟଣ ଧାରାବାହିକ ଏକ ଏମିତି ଏକ ସିରିଏଲ ଯାହାକୁ ଭାରତର ପ୍ରତେକ ଘରେ ଘରେ ଦେଖା ଯାଇଥିଲା । ଆଉ ଏହି ରାମାୟଣ ସିରିଏଲ ଟି ଖୁବ ଲୋକପ୍ରିୟ ମଧ୍ୟ ହୋଇଥିଲା । ଆଜି ଆମେ ଆପଣଙ୍କୁ କହିବୁ ରାମାୟଣ ସିରିଏଲର ସେହି କଳାକାର ମାନଙ୍କ ବିଷୟରେ କିଛି ଖାସ କଥା । ଯାହା ହୁଏ ତ ଆପଣ ମାନେ ପୂର୍ବରୁ ଜାଣି ନ ଥିବେ ।

୧- ଅରୁଣ ଗୋୟଲ : ରାମାୟଣ ସିରିଏଲରେ ଅଭିନେତା ଅରୁଣ ଗୋୟାଲ ରାମ ଚରିତ୍ରରେ ନଜର ଆସିଥିଲେ । ତାଙ୍କର ସେତେବେଳର ବୟସ ୨୯ ବର୍ଷ ଥିଲା । ବର୍ତ୍ତମାନର ବୟସ ୬୪ ବର୍ଷ ।

୨- ଦାରା ସିଂ : ଅଭିନେତା ଦାରା ସିଂ ହନୁମାନ ଚରିତ୍ରରେ ରାମାୟଣରେ ନଜର ଆସିଥିଲେ । ସେହି ସମୟରେ ତାଙ୍କର ବୟସ ୫୯ ବର୍ଷ ଏବଂ ବର୍ତ୍ତମାନ ୮୪ ବର୍ଷ ।

୩- ଅଭିନେତା ବସିର ଖାନ ରାମାୟଣ ସିରିଏଲର ଅଗନ୍ଦ ଭୂମିକାରେ ଅଭିନୟ କରିଥିଲେ । ସେତେବେଳର ବୟସ ତାଙ୍କର ୨୫ ବର୍ଷ ଥିବା ବେଳେ ବର୍ତ୍ତମାନ ୬୦ ବର୍ଷ ।

୪- ନଲିନ ଦେବ ରାମାୟଣ ସିରିଏଲରେ କୁମ୍ଭ ରାବଣ ଚରିତ୍ରରେ ଅଭିନୟ କରି ବେସ ଲୋକପ୍ରିୟ ହୋଇପାରିଥିଲେ । ସେତେବେଳେ ତାଙ୍କର ବୟସ ୪୭ ବର୍ଷ ଥିବା ବେଳେ ତାଙ୍କର ମୃ-ତ୍ୟୁ ୫୦ ବର୍ଷରେ ହୋଇଥିଲା ।

୫- ରାମାୟଣ ସିରିଏଲରେ ଅସଲମ ଖାନ ସମୁଦ୍ର ଦେବ ଭୂମିକାରେ ଅଭିନୟ କରିଥିଲେ । ସେତେବେଳେ ତାଙ୍କର ବୟସ ୨୬ ବର୍ଷ ଥିବା ବେଳେ ବର୍ତ୍ତମାନ ୬୧ ବର୍ଷ ।

୬- ରାମାୟଣ ସିରିଏଲରେ ବାଲଧୁରୀ ଦଶରଥ ଚରିତ୍ରରେ ନଜର ଆସିଥିଲେ । ସେତେବେଳେ ତାଙ୍କର ବୟସ ୪୩ ବର୍ଷ ଥିବା ବେଳେ ବର୍ତ୍ତମାନ ୭୮ ବର୍ଷ ।

୭- ଅଭିନେତ୍ରୀ ଜୟଶ୍ରୀ ଗଡକର ରାମାୟଣ ସିରିଏଲରେ କୌଶଲ୍ୟା ଚରିତ୍ରରେ ନଜର ଆସିଥିଲେ । ସେତେବେଳର ବୟସ ୪୫ ବର୍ଷ ଥିବା ବେଳେ ବର୍ତ୍ତମାନ ୬୬ ବର୍ଷ ।

୮- ଅଭିନେତା ସଞ୍ଜୟ ଯୋଗ ରାମାୟଣ ସିରିଏଲରେ ଭରତ ଭୂମିକରେ ଅଭିନୟ କରିଥିଲେ । ସେତେବେଳର ବୟସ ୩୨ ବର୍ଷ ଥିବା ବେଳେ ବର୍ତ୍ତମାନ ୪୦ ବର୍ଷ ।

୯- ରାମାୟଣ ସିରିଏଲରେ ସୁନୀଲ ଲହରୀ ଲକ୍ଷ୍ମଣ ଚରିତ୍ରରେ ଖୁବ ନିଖୁଣ ଅଭିନୟ କରିଥିଲେ । ସେତେବେଳେ ତାଙ୍କର ବୟସ ୨୬ ଥିବା ବେଳେ ବର୍ତ୍ତମାନ ୬୧ ବର୍ଷ ।

୧୦- ଅରବିନ୍ଦ ତ୍ରିବେଦୀ ରାମାୟଣ ସିରିଏଲରେ ୪୯ ବରଷ ବୟସରେ ଅଭିନୟ କରିଥିଲେ । ୨୦୨୧ରେ ତାଙ୍କର ମୃ-ତ୍ୟୁ ହୋଇସାରିଛି ।

୧୧- ଅଭିନେତ୍ରୀ ଦୀପିକା ଚିଖଲିୟା ୨ ବର୍ଷ ବୟସରେ ରାମାୟଣରେ ସୀତା ଭୂମିକାରେ ନଜର ଆସିଥିଲେ । ବର୍ତ୍ତମାନ ବୟସ ୫୭ ବର୍ଷ ।

୧୨- ଅଭିନେତା ସୁଧୀର ଡାଲବୀ ମାତ୍ର ୪୮ ବର୍ଷ ବୟସରେ ରାମାୟଣରେ ବରିଷ୍ଠ ମୁନି ଙ୍କ ଚରିତ୍ରରେ ନଜର ଆସିଥିଲେ । ବର୍ତ୍ତମାନ ବୟସ ୮୩ ବର୍ଷ ।

୧୩- ଅଭିନେତା ବିଜୟ ଅରୋଡା ୪୩ ବର୍ଷ ବୟସରେ ରାମାୟଣରେ ମେଘନାଥ ଭୂମିକାରେ ନଜର ଆସିଥିଲେ । ବର୍ତ୍ତମାନର ବୟସ ୬୩ ବର୍ଷ । ବନ୍ଧୁଗଣ ଆପଣଙ୍କୁ ରାମାୟଣ ସିରିଏଲର କଳାକାର ମାନେ କେମିତି ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *