ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ଆପଣଙ୍କୁ ନିଜ କର୍ମ ଅନୁଯାୟୀ କେଉଁ ଫଳ ମିଳିବ- Tarot Card Reading

ବନ୍ଧୁଗଣ ମଣିଷ ଜୀବନରେ ଯାହା କି କର୍ମ କରିଥାଏ ସେହି ଅନୁଯାୟୀ ଫଳ ମିଳିଥାଏ । ଆଜିର ଆମର ବିଷୟ ବସ୍ତୁ ଠିକ ଏମିତି କିଛି ରହିଛି । ଏଥିପାଇଁ ଆପଣଙ୍କୁ ୩ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ଚୁଜ କରିବାକୁ ହେବ । ଏହା ଏକ ଜେନେରାଲ ରିଡିଙ୍ଗ ଅଟେ । ଆପଣଙ୍କ ସହ ଏହା କନେକ୍ଟ ହୋଇପାରେ ବା ନ ହୋଇପାରେ ମଧ୍ୟ । ଆପାନ ଭଲ କର୍ମ ବା ଖରାପ କର କରୁଛନ୍ତି ତାହାର ଫଳ କଣ ହେବ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ପ୍ରଥମ ନମ୍ବର : ଯେଉଁ ମାନେ ପ୍ରଥମ ନମ୍ବର ଚୁଜ କରିଛନ୍ତି ଆପଣଙ୍କ କର୍ମ ବହୁତ ଭଲ । ଜୀବନରେ ଆପଣ କାହାକୁ ଦୁଖ ଦେବାକୁ ଚାହୁଁ ନାହାନ୍ତି ସମସ୍ତଙ୍କୁ ଖୁସିରେ ରଖିବାକୁ ଇଚ୍ଛା କରୁଛନ୍ତି । ଯାହା ଆପଣଙ୍କ ଜୀବନରେ ଦୁଖର କାରଣ ହୋଇପାରେ । ଆପଣଙ୍କ କର୍ମ କାରଣରୁ ବାଲାନ୍ସ ରଖିବାକୁ ଚାହୁଁଛନ୍ତି । ଆପଣ ଚାହୁଁଛନ୍ତି ବିବାଦ ନ ହେଉ ଯାହା ପାଇଁ ଆପଣ ଦୁଖୀ ହେଉଛନ୍ତି । ଆପଣ ଭୁଲ ଓ ଠିକର ସାଥ ଦେଉଛନ୍ତି । ଆପଣଙ୍କୁ କେବଳ ଅପେକ୍ଷା କରିବାକୁ ହେବ । ଆପଣ ଭାବୁଛନ୍ତି ଏବେ ସମୟ ଆସିବ କିନ୍ତୁ ଆପଣଙ୍କ ଜୀବନରେ ସବୁ କିଛି ଡେରି ରେ ହେଉଛି । ଆପଣ ନିସ୍ପତି ନ ନେବା ଯାଏଁ ପରିବର୍ତ୍ତନ ହେବ ନାହି ।

୨- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ଆପଣଙ୍କ କର୍ମ ଭଲ ନୁହେଁ କି ଖରାପ ନୁହେଁ । ଆପଣଙ୍କର କିଛି ବନ୍ଧୁ ଅଛନ୍ତି ଯାହାଙ୍କୁ ଆପଣ ହର୍ଟ କରିଛନ୍ତି । ଆପଣ କିଛି ନ କିଛି ଭୁଲ କରିଛନ୍ତି । ଯାହାର ପରିଣାମ ଏବ ଲାଇଫରେ ଦେଖା ଯାଉଛି । ଆପଣ ସେମାନଙ୍କ ହୃଦୟ ଭାଙ୍ଗିଛନ୍ତି ଯେଉଁ ମାନେ ଆପଣଙ୍କର ଶୁଭଚିନ୍ତକ ହେବାକୁ ଚାହୁଁଥିଲେ କି ଆପଣଙ୍କ ଭଲ ବନ୍ଧୁ ହେବାକୁ ଚାହୁଁଥିଲେ । ଆପଣ ଏବେ ଭାବୁଛନ୍ତି ଯିଏ ଆପଣଙ୍କର ସମ୍ପର୍କୀୟ ସେ ଆପଣଙ୍କ ଉପରେ ରାଗୁଛନ୍ତି । କେହି ନାହାନ୍ତି  ଆପଣଙ୍କୁ ଭଲ ପାଇବାକୁ । ଆପଣଙ୍କ ନିକଟତର କେହି ହେବାକୁ ଚାହୁଁଥିଲେ ଆପଣ ତାଙ୍କୁ ପସନ୍ଦ କରନ୍ତି ନାହି ।

୩- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ଚୁଜ କରିଛନ୍ତି ଆପଣ କେବେ କାହାର ମନ ଦୁଖ କରନ୍ତି ନାହି । ଆପଣ ଜୀବନରେ କନଫିୟୁଜ ହେଉଛନ୍ତି । ଅନେକ ସମୟରେ ଏମିତି ଲୋକ ମିଳିଥାନ୍ତି ଯିଏ ଆପଣଙ୍କୁ ଭୁଲ ଶିଖାଇଥାନ୍ତି । ଆପଣ ଜୀବନରେ ଭୁଲ ନିସ୍ପତି ନେଇଛନ୍ତି ଏବେ ଯାଏଁ । ଆପଣ ଜାଣିପାରୁ ନାହାନ୍ତି କଣ କରିବା ଉଚିତ ଓ ଅନୁଚିତ । ଆପଣଙ୍କ ଜୀବନରେ ଯାହା ବି ପରିବର୍ତ୍ତନ ହେଉଛି ଧୀରେ ଧୀରେ ହେଉଛି ।

ଆପଣ କାମ କରୁଛନ୍ତି କିନ୍ତୁ ଇନକମ ବଢୁ ନାହି । ଭଲ କମ କରୁଛନ୍ତି କିନ୍ତୁ ସଫଳ ହେଉ ନାହାନ୍ତି । ଆପଣ କନଫିୟୁଜ ହେଉଛନ୍ତି ସେଥିପାଇଁ ସଫଳ ମିଳୁ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *