ବାଛନ୍ତୁ ଗୋଟିଏ ପଦ୍ମଫୁଲ ଆଉ ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ ବିଷୟରେ 

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି ।

ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ଶାସ୍ତ୍ର ରେ ବିଭିନ୍ନ କଥା ସମ୍ପର୍କରେ ଲେଖା ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ତିନୋଟି ପଦ୍ମଫୁଲ ଚିତରେଆ ଦେଖେଇବୁ ଯାହା ମଧ୍ୟରୁ ଆପଣଙ୍କୁ ଗୋଟେ ପସନ୍ଦ କରିବାକୁ ହବ ଆଉ ତାହା ଅନୁଯାଇ ଆମେ ଆପଣଙ୍କୁ କିଛି କଥା କହିବୁ ।

୧. ଯଦି ଆପଣ ପ୍ରଥମ ସବୁଜ ରଙ୍ଗର ପଦ୍ମଫୁଲ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣ ବହୁତ ଆଶାବାଦୀ ବ୍ୟକ୍ତି ଅଟନ୍ତି ଆପଣ ଅନ୍ୟ ମାନଙ୍କୁ କେବେ ହାନି କରିବା କଥା ବିଚାର କରନ୍ତି ନାହିଁ । ଆପଣ ବହୁତ ସ୍ବାଭିମାନୀ ବ୍ୟକ୍ତି ଅଟନ୍ତି ଏହା ଛଡା ଆପଣ ସ୍ଵାର୍ଥୀ ମଧ୍ୟ ଅଟନ୍ତି ଯାହା ଆପଣଙ୍କ ଜୀବନକୁ ସୁନ୍ଦର କରିଥାଏ । ଆପଣ ନିଜ ପାର୍ଟନର ପ୍ରତି ବହୁତ ବିଶ୍ଵାସୀ ରହିଥାନ୍ତି । ଆପ[ଅଣ ଅଳପ ଜିଦି ସ୍ଵଭାବର ମଧ୍ୟ ହୋଇ ପାରନ୍ତି ବେଳେ ବେଳେ ଆପଣଙ୍କ ଦ୍ଵାରା କରା ଯାଇଥିବା କାର୍ଯ୍ୟ ଆପଣଙ୍କୁ ନିଜେ ପସନ୍ଦ ଆସି ନଥାଏ । ଆପଣ ନିଜ ପାଖରେ ଥିବା ଧାନକୁ କେବେ ଖର୍ଚ କରିବାକୁ ଇଛା କରନ୍ତି ନାହିଁ ସେଥିପାଇଁ ଲୋକେ ଆପଣଙ୍କୁ ଲୋଭୀ ସ୍ଵଭାବର ଭାବି ପାରନ୍ତି ।

୨. ଯଦି ଆପଣ ନାଲି ରଙ୍ଗ ପଦ୍ମଫୁଲ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣ ପ୍ରେମୀ ସ୍ଵଭାବର ବ୍ୟକ୍ତି ଅଟନ୍ତି ଆଉ ପ୍ରେମ ସମ୍ପର୍କରେ ଆପଣ ଯେମିତି ସତ କୁହନ୍ତି ଆପଣ ମଧ୍ୟ ଚାହନ୍ତି ଯେ ଆପଣଙ୍କ ପ୍ରେମିକା ମଧ୍ୟ ସତ କୁହନ୍ତୁ ଆଉ ତାଙ୍କ ମିଛ ଆପଣଙ୍କ ପାଇଁ ବହୁତ ଖରାପ ରୂପ ନେଇଥାଏ ସେଥିପାଇଁ ଆପଣ ଟିକେ ରାଗି ସ୍ଵଭାବର ମଧ୍ୟ ଅଟନ୍ତି । ଆପଣ ନିଜ ଲକ୍ଷ୍ୟ ପାଇବା ପାଇଁ ପରିଶ୍ରମ କରିବାରୁ କେବେ ପଛ ଘୁଞ୍ଚା ଦିଅନ୍ତି ନାହିଁ । ଏହି ଭଳି ବ୍ୟକ୍ତି ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି ଆଉ ଆପଣଙ୍କ ମନ ବହୁତ କୋମଲ ହୋଇଥାଏ ଆପଣ ଅଳପ ଅଳପ କଥାରେ ଭାଉକ ହୋଇଥାନ୍ତି ଯାହା ଦ୍ଵାରା ଅନ୍ୟ ମାନେ ଲାଭ ଉଠାଇ ଥାନ୍ତି । ଆପଣଙ୍କ ଦାମ୍ପତ୍ୟ ଜୀବନ ବହୁତ ସୁଖମୟ ହୋଇଥାଏ ।

୩. ଯଦି ଆପଣ ତୃତୀୟ ପଦ୍ମଫୁଲ ଯାହା ହଳଦିଆ ରଙ୍ଗର ଅଛି ତାହା ପସନ୍ଦ କରିଛନ୍ତି ତେବେ ଆପଣ ନିଜ ଜୀବନରେ ବହୁତ ଆଗକୁ ବଢିବା ସ୍ବାପନ ଦେଖିଛନ୍ତି ଆଉ ତାହା ପାଇବା ପାଇଁ ପରିଶ୍ରମ ମଧ୍ୟ କରୁଛନ୍ତି । ଆପଣ ସାଙ୍ଗ ବନେଇବାରେ ବହୁତ ଆଗ ଅଛନ୍ତି, ତେବେ  କାହାକୁ ବି ସାହାଜ୍ଯ କରିବା ଆପଣଙ୍କ ପ୍ରକୃତି ହୋଇଥାଏ । ଏହା ଛଡା ଜୀବନରେ ଯେତେ ଦୁଃଖ ସୁଖ ଆସିଲେ ମଧ୍ୟ ଆପଣ ଦାନ ଦୟା କରିବା କେବେ ବି ଛାଡନ୍ତି ନାହିଁ ।

Leave a Reply

Your email address will not be published. Required fields are marked *