ବାଛନ୍ତୁ ମନ ପସନ୍ଦର ଗୋଟିଏ ଫୁଲ ଓ ଜାଣନ୍ତୁ କେଉଁ ଭଗବାନ ଆପଣଙ୍କର ପ୍ରିୟ ଅଟନ୍ତି- LOVE TEST

ବନ୍ଧୁଗଣ ଆପଣ ମାନେ ବିଭିନ୍ନ ପ୍ରକାରର ଫୁଲ ନିଶ୍ଚୟ ଦେଖିଥିବେ । ବିଭିନ୍ନ ପ୍ରକାରର ଫୁଲ ର ନାଁ ମଧ୍ୟ ରହିଛି । ପୂଜା ରେ ଫୁଲ ର ବ୍ୟବହାର ଅଧିକ କରାଯାଏ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 3ଟି ଭିନ୍ନ ଭିନ୍ନ ର ଫୁଲର ଚିତ୍ର । ଏଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟିଏ ଫୁଲ ବାଛିବାକୁ ହେବ । ଏହି 3ଟି ଫୁଲ ମଧ୍ୟରେ ରହିଛି ଅପରାଜିତା ଫୁଲ, ଅରଖ ଫୁଲ, ଦୁଦୁରା ଫୁଲ । ଆପଣ କାହାର ବି ନାଁ ନେଇ ବାଛନ୍ତୁ ଗୋଟେ ଫୁଲ ଓ ଜାଣନ୍ତୁ ଭଗବାନ ଆପଣଙ୍କ ଉପରେ ନିଜର କୃପା ଦ୍ରୁଷ୍ଟି ରଖିଛନ୍ତି କି ନାହିଁ ।

1- ଆପଣ ମାନେ ଦୁଦୁରା ଫୁଲ କୁ ବାଛିଛନ୍ତି ତେବେ ଏହା ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ଫୁଲ ହୋଇଥାନ୍ତି । ଏହି ଫୁଲ ଉପରେ ମହାଦେବ ଓ ମା କାଳୀ ଙ୍କ ନିବାସ ରହିଥାଏ । ବର୍ତ୍ତମାନ ଆପଣଙ୍କୁ ସୁଖ ଦୁଃଖ ମିଶ୍ରିତ ଫଳ ପାଇବେ । ରୋଜଗାରରେ ବିଶେଷ ବୃଦ୍ଧି ହେବ । ଧନର ଅଧିକ ଚିନ୍ତା କରନ୍ତୁନି । ଆପଣଙ୍କର ଶତ୍ରୁ ଆପଣଙ୍କୁ କଷ୍ଟ ଦେଉଛନ୍ତି । ସେଥିପାଇଁ ପରିବାରରେ ମନାନ୍ତର ଘଟିଥିଲା । ଏବେ ତାହାର ସମାଧାନ ହୋଇଯିବ । ଭବିଷ୍ୟତରେ ଆପଣଙ୍କୁ ସୁଫଳ ମିଳିବ । କାର୍ଯ୍ୟରେ ପରାଧୀନତା ଦେଖା ଯାଉଥିଲା । ଆପଣଙ୍କର ଲଭ ସଫଳ ହେବ ।

2- ଆପଣ ମାନେ ଯଦି ଅପରାଜିତା ଫୁଲକୁ ବାଛିଛନ୍ତି ତେବେ ତାହା ଶନିଙ୍କର ପ୍ରିୟ ଫୁଲ ହୋଇଥାଏ । ଆପଣ ବହୁତ ବାଧା ବିଘ୍ନ ଦେଇ ଗତି କରୁଛନ୍ତି । ଆପଣ ଯେତେ ଚେଷ୍ଟା କରିଲେ ବି ବିପଦର ସମାଧାନ କରିପାରୁ ନାହାନ୍ତି । ଆପଣ ବ୍ୟସ୍ତତା ସ୍ଵୀକାର କରିଲେ ବି କାର୍ଯ୍ୟ ରେ ବିଘ୍ନ ଘଟୁଥିଲା । ଆପଣ ଯେତେ ସିଧା ଯିବାକୁ ଚେଷ୍ଟା କରିଲେ ବି ମାୟା ଜାଲରେ ଫସି ଯାଇଛନ୍ତି । ମାଙ୍ଗଳିକ କାର୍ଯ୍ୟ ବାକି ଅଛି । 2024 ପର ଠାରୁ ଆପଣଙ୍କ ପାଇଁ ସମୟ ଭଲ ଆସୁଛି । ଆପଣଙ୍କୁ ଧନ, ମାନ ସମାନ ମିଳିବ । ଆଗାମୀ 6 ବର୍ଷ ଯାଏଁ ଆପଣଙ୍କ ପାଇଁ ଶୁଭ ଫଳ ଦେଖାଯିବ । ଆପଣଙ୍କୁ ସବୁ ପ୍ରକାରର ସୁଖ ସୁବିଧା ପ୍ରାପ୍ତ ହେବ ।

3- ଆପଣ ଅରଖ ଫୁଲ ଟି ବାଛିଥିଲେ ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ଫୁଲ ଅଟେ । ଆପଣଙ୍କ ପାଇଁ ମାଧ୍ୟମ ଫଳ ଦଶା ଭଗ କରିବାକୁ ପଡୁଛି । ପରେ ସଙ୍କଟ ଦୂର ହେବ  ରୋଜଗାରରେ ଧନ ବୃଦ୍ଧି ହେବ । ମା ଲକ୍ଷ୍ମୀ ଙ୍କ ଅଶେଷ କୃପା ଦ୍ରୁଷ୍ଟି ପଡିବ । ଆପଣ କେତେବେଳେ କଣ କରୁଛନ୍ତି ତାହା ଜାଣିପାରୁ ନାହାନ୍ତି । ଆପଣଙ୍କର ପୁତ୍ର, ସ୍ତ୍ରୀ ଙ୍କୁ ନେଇ ଚିନ୍ତା ଅଧିକ କରୁଛନ୍ତି । ଆପଣଙ୍କର ଦୁଃଖ ମା ଲକ୍ଷ୍ମୀ ଦୂର କରିବେ । ଆପଣ ରୋଜଗାରକ୍ଷମ ହେବେ । ରୋଜଗାରର ନୂଆ ରାସ୍ତା ଖୋଲିଯିବ । ସନ୍ତାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *