ବାଛି ନିଅନ୍ତୁ ଗୋଟିଏ ହାର୍ଟ ଓ ଜାଣନ୍ତୁ କିଭଳି ହେବ ଆପଣଙ୍କ ଜୀବନସାଥିଙ୍କ ସ୍ଵୋଭାବ ? Love Quiz

ବନ୍ଧୁଗଣ, ଗୋଟିଏ ନାରୀ ଅଥବା ପୁରୁଷ ଜୀବନସାଥି ବିନା ଅଧୁରା ଥାଏ । ପ୍ରତ୍ୟକ ମନୁଷ୍ୟଙ୍କ ଜୀବନରେ ଜୀବନ ସାଥିଟିଏ ର ଆବଶ୍ୟକତା ରହିଅଛି । ଜୀବନସାଥି ସହିତ ନିଜର ସୁଖ ଦୁଖ ତଥା ଭବିଷ୍ୟତ ଜଡିତ ହୋଇ ରହିଥାଏ । ଏହା ଏକ ଏଭଳି ବନ୍ଧନ ଯାହାର ପରିଭାଷା ନାହିଁ । ବନ୍ଧୁଗଣ ଜୀବନସାଥୀ ଅର୍ଥାତ ଯିଏ ଆମ୍ଭର ସୁଖ ଦୁଖରେ ଆମ୍ଭ ସହିତ ପାଦରେ ପାଦ ମିଶାଇ ଚାଲିଥାଏ ।

ଆମର ସମସ୍ତ ଛୋଟ ବଡ କଥା ର ଧ୍ୟାନ ରଖିଥାଏ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କ ପାଇଁ ଏକ ମଜାଦାର କ୍ଵିଜ ଗେମ ନେଇ ଆସିଛୁ । ଏଠାରେ ୫ ଟି ହାର୍ଟ ର ଚିତ୍ର ଦିଆ ଯାଇଅଛି । ଆପଣ ସେଥି ମଧ୍ୟରୁ ଗୋଟିଏ ହାର୍ଟ କୁ ବାଛିବେ ଏବଂ ଆପଣଙ୍କୁ ଆମ୍ଭେ କହିବୁ ଯେ ଆପଣଙ୍କ ଜୀବନସାଥି ଙ୍କ ସ୍ଵୋଭାବ କିଭଳି ହେବ ?

୧- ଯଦି ଆପଣ ୧ ନମ୍ବର ହାର୍ଟଟିକୁ ବାଛିଛନ୍ତି ତେବେ, ଆପଣଙ୍କ ଜୀବନସାଥି ହୃଦୟଖୋଲା ବିଚାରର ତଥା ସମସ୍ତଙ୍କ ସାହାର୍ଯ୍ୟ କରିବାକୁ ଭଲ ପାଆନ୍ତି । ତାଙ୍କ ସ୍ଵଭାବ ବହୁତ ସେଂସେଟିଭ ଅଟେ । ଏହି କାରଣରୁ ସେ ଅତି ଛୋଟ ଛୋଟ କଥାକୁ ହୃଦୟରେ ଲଗାଇ ବସନ୍ତି । ସେ ବହୁତ ଭାବୁକ ସ୍ଵୋଭାବର ଅଟନ୍ତି । ସେ ଆପଣଙ୍କର କେୟାର କରିବା ଭଲ ଭାବରେ ଜାଣନ୍ତି । ସେ ନିଜ ଭାଗ୍ୟ ଠାରୁ ଅଧିକ ନିଜ ପରିଶ୍ରମ ରେ ଅଧିକ ବିଶ୍ଵାସ ରଖିଥାନ୍ତି । ସେ ଅନ୍ୟକୁ ମଧ୍ୟ ଏହି ପରାମର୍ଶ ଦେଇଥାନ୍ତି ।

୨- ଯଦି ଆପଣ ୨ ନମ୍ବର ହାର୍ଟଟିକୁ ବାଛିଛନ୍ତି ତେବେ, ଆପଣଙ୍କ ଜୀବନସାଥି ସ୍ଵଭାବରୁ ଟିକିଏ ଭାବୁକ ଅଟନ୍ତି । ସେ ସବୁ ପ୍ରକାର ସମ୍ପର୍କକୁ ଅତି କୌଶଳତାର ସହିତ ନିଭାଇଥାନ୍ତି । ସେ ନିଜର ଫିଲିଙ୍ଗ୍ସ କୁ ଅନ୍ୟ ସହିତ ସେୟାର କରି ନଥାନ୍ତି । ମାତ୍ର ଆପଣଙ୍କ ସହିତ ସେ ସବୁ ପ୍ରକାର ଫିଲିଙ୍ଗ୍ସ ତଥା ଇମୋସୋନ କୁ ସେୟାର କରିଥାନ୍ତି । ଏହା ସହିତ ଆପଣଙ୍କ ଜୀବନସାଥି କୁ ରଚନାତ୍ମକ ତଥା କଳାତ୍ମକ କାର୍ଯ୍ୟ ରେ ଅତ୍ୟଧିକ ରୁଚି ରହିଅଛି । ଆପଣଙ୍କ ଜୀବନସାଥି ବହୁତ କେୟାରିଙ୍ଗ ତଥା ସାହାର୍ଯ୍ୟକାରୀ ଅଟନ୍ତି ।

୩- ଯଦି ଆପଣ ୩ ନମ୍ବର ହାର୍ଟଟିକୁ ବାଛିଛନ୍ତି ତେବେ, ଆପଣଙ୍କ ଜୀବନସାଥି ଶ୍ରେଷ୍ଠ ବିଚାରକ ବ୍ୟକ୍ତି ଅଟନ୍ତି । ତାଙ୍କ ହୃଦୟ ନିର୍ମଳ ତଥା ସ୍ଵଛ ପ୍ରକୃତିର ଅଟେ । ସେ ନିଜର ଫିଲିଙ୍ଗ୍ସ କୁ ପ୍ରକାଶିତ କରିବା ବେସ ଭଲ ଭାବରେ ଜାଣିଛନ୍ତି । ସେ ଆପଣଙ୍କୁ ସର୍ବଦା ଖୁସି ଦେଖିବାକୁ ଚାହୁଁଛନ୍ତି । ସେଥିପାଇଁ ସେ ଆପଣଙ୍କ ନିମନ୍ତେ କିଛି ନା କିଛି ସ୍ପେଶିଆଲ କରିଥାନ୍ତି ।

୪- ଯଦି ଆପଣ ୪ ନମ୍ବର ହାର୍ଟଟିକୁ ବାଛିଛନ୍ତି ତେବେ, ଆପଣଙ୍କ ଜୀବନସାଥି ବହୁତ ଖୁସିମିଜାସ ତଥା ବହୁତ ମଜାକ ସ୍ଵଭାବର ବ୍ୟକ୍ତି ଅଟନ୍ତି । ସେ ଆପଣଙ୍କ ସହିତ ଏକ ବହୁତ ଉତ୍ତମ ଜୀବନ ବିତାଇବାକୁ ଚାହୁଁଛନ୍ତି । ସେ ଆପଣଙ୍କୁ ହୃଦୟର ସହିତ ପ୍ରକୃତ ପ୍ରେମ କରନ୍ତି । ଆପଣଙ୍କ ଜୀବନସାଥି ଆପଣଙ୍କୁ ଦୁନିଆର ସମସ୍ତ ଖୁସି ଦେବାକୁ ଚାହିଁଥାନ୍ତି । ସେ ଆପଣଙ୍କ ସହିତ ସର୍ବଦା ପାଦରେ ପାଦ ମିଶାଇ ଚାଲିଥାନ୍ତି ।

୫- ଯଦି ଆପଣ ୫ ନମ୍ବର ହାର୍ଟଟିକୁ ବାଛିଛନ୍ତି ତେବେ, ଆପଣଙ୍କ ଜୀବନସାଥି ହୃଦୟରୁ ବହୁତ ସ୍ଵୀଟ ତଥା କେୟାରିଙ୍ଗ ଅଟନ୍ତି । ଆପଣଙ୍କ ଜୀବନସାଥି ଆପଣଙ୍କର ଗୋଟିଏ ଛୋଟ ସ୍ମାଇଲ ପାଇଁ କିଛି ମଧ୍ୟ କରିପାରନ୍ତି । ତାଙ୍କ ହୃଦୟରେ ଆପଣଙ୍କ ପାଇଁ ପ୍ରେମ ପ୍ରଚୁର ରହିଅଛି । ସେ ଆପଣଙ୍କୁ ନିଜର ସବୁକିଛି ମାନନ୍ତି । ଅପଣଙ୍କ ଯୋଡି ଦୁନିଆରେ ବେଷ୍ଟ ଯୋଡି ଅଟେ । ବନ୍ଧୁଗଣ ଆପଣଙ୍କୁ ଏହି ଟିପ୍ପଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଖେଳ ନିଶ୍ଚୟ ପସନ୍ଦ ଆସିଥିବ । ଖେଳ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *