ବାଛି ନିଅନ୍ତୁ ଗୋଟିଏ ଫୁଲ ଓ ଜାଣନ୍ତୁ ସେ କେଉଁ ପ୍ରକାରର ପ୍ରେମୀ ଅଟନ୍ତି ? Love quiz

ବନ୍ଧୁଗଣ, ଶାସ୍ତ୍ର ଅନୁସାରେ ମନୁଷ୍ୟର ପସନ୍ଦ ନାପସନ୍ଦ ସହିତ ତାହାର ସ୍ଵଭାବ ପଛର ଥିବା ରହସ୍ୟ ସମ୍ବନ୍ଧରେ ଜଣାପଡିଥାଏ । ବନ୍ଧୁଗଣ ଆମ ଚାରିପଟେ ରହିଥିବା ସମସ୍ତ ବସ୍ତୁ ତଥା ଜୀବଜନ୍ତୁ ମାନଙ୍କର କୌଣସି ନା କୌଣସି ରହସ୍ୟ ଲୁଚି ରହିଥାଏ । ଆମେ ଯଦି କୌଣସି ବସ୍ତୁ କୁ ପସନ୍ଦ କରିଥାଉ ତେବେ ମଧ୍ୟ ତାହା ପଛରେ ନାନା ପ୍ରକାରର ବାସ୍ତୁ ଅନୁଯାୟୀ ରହସ୍ୟ ମାନ ରହିଥାଏ ।

କିନ୍ତୁ ଆଜି ଆମ୍ଭେ ଆପଣ ମାନଙ୍କ ନିମନ୍ତେ ଏକ ମଜାଦାର କ୍ଵିଜ ଗେମ ନେଇ ଆସିଛୁ । ବନ୍ଧୁଗଣ ଏଠାରେ ୩ ଟି ଫୁଲର ଚିତ୍ର ଦିଆ ଯାଇଅଛି । ଏଥି ମଧ୍ୟରୁ ଆପଣ ଗୋଟିଏ ଚିତ୍ର କୁ ପସନ୍ଦ କରନ୍ତୁ । ଆମ୍ଭେ ଆପଣଙ୍କୁ ତାହା ପଚରା ରହସ୍ୟ ସମ୍ବନ୍ଧରେ କହିବା ଯେ, ଆପଣଙ୍କ ମନଲାଖି ମଣିଷ ଆପଣଙ୍କୁ କେଉଁ ପ୍ରକାରର ପ୍ରେମ କରନ୍ତି ?

୧- ବନ୍ଧୁଗଣ ଯଦି ଆପଣ ପ୍ରଥମ ଫୁଲଟିକୁ ପସନ୍ଦ କରିଛନ୍ତି ତେବେ, ଆପଣ ଯାହାଙ୍କୁ ପସନ୍ଦ କରୁଛନ୍ତି ସେ ଜଣେ ଉତ୍ତମ ସ୍ଵୋଭାବ ର ବ୍ୟକ୍ତି ଅଟନ୍ତି । ପ୍ରେମ ତଥା ସମ୍ପର୍କ କୁ ନେଇ ତାଙ୍କର ଭିନ୍ନ ଚିନ୍ତାଧାରା ରହିଅଛି । ସେ ନିଜର ପ୍ରେମ ପାଇଁ କିଛି ମଧ୍ୟ କରି ପାରନ୍ତି । ତାଙ୍କ ପାଇଁ ବିଶ୍ଵାସ ହିଁ ସବୁକିଛି ଅଟେ । ସେ ତାଙ୍କ ପରିବାର ସଦସ୍ୟଙ୍କ ସମୁଖରେ ମଧ୍ୟ ଆପଣଙ୍କ କଥା କହିବାକୁ ପଚାଇବେ ନାହିଁ ।

ମାତ୍ର ଯଦି ପ୍ରେମରେ ଧୋକା ମିଳେ ତେବେ ସେ ପୁନନରବାର ସେହି ସମ୍ପର୍କ କୁ ସୁଯୋଗ ଦେବାକୁ ମନା କରିଦେବେ । ଏଣୁ ଆପଣ ଆଘାତ ଦେଲାଭଳି କୌଣସି କଥା କିମ୍ବା କାର୍ଯ୍ୟ କରନ୍ତୁ ନାହିଁ ।

୨- ବନ୍ଧୁଗଣ ଯଦି ଆପଣ ଦ୍ଵିତୀୟ ଫୁଲଟିକୁ ବାଚିଛନ୍ତି ତେବେ, ଆପଣଙ୍କ ପ୍ରେମୀ ବହୁତ ଭାବୁକ ଅଟନ୍ତି ଏବଂ ସେ ନିଜ ମନଲାଖି ସାଥିଟିର ସମସ୍ତ ଭାବନା ର ସନ୍ନମାନ କରନ୍ତି । ସେ ଆପଣଙ୍କ ସମସ୍ତ କଥା ର ଧ୍ୟାନ ରଖି ଆପଣଙ୍କୁ କୌଣସି କାର୍ଯ୍ୟ କରିବା ନିମନ୍ତେ ମନା କରନ୍ତି ନାହିଁ । ସେ ଆପଣଙ୍କ ଭାବନାକୁ ନେଇ କେବେ ମଧ୍ୟ ପରିହାସ କରନ୍ତି ନାହିଁ ।

୩- ବନ୍ଧୁଗଣ, ଯଦି ଆପଣ ତ୍ରିତୀୟ ଫୁଲଟିକୁ ବାଛିଛନ୍ତି ତେବେ, ସେ ବହୁତ ସାବଧାନଶୀଳ ଅଟନ୍ତି । ସେ ନିଜର ପ୍ରେମ କୁ ନେଇ ସାବଧାନ ରହିଥାନ୍ତି । ମାତ୍ର ସେ ଆପଣଙ୍କୁ ବହୁତ ପସନ୍ଦ କରନ୍ତି । ଆପଣଙ୍କୁ କୌଣସି କ୍ଷେତ୍ରରେ ହରାଇବାକୁ ଚାହାଁନ୍ତି ନାହିଁ । ସେ ଆପଣଙ୍କୁ ନେଇ ଅନେକ ସ୍ଵପ୍ନ ଦେଖିଥିବା ବେଳେ ତାଙ୍କୁ ସର୍ବଦା ଲାଗିଥାଏ ଯେ, ଏହି ସ୍ଵୋପ୍ନ ତାଙ୍କର ଭାଙ୍ଗି ନଯାଉ । ଆପଣଙ୍କୁ ନେଇ ସେ ଗମ୍ଭୀର ଭାବରେ ବହୁତ କିଛି ଚିନ୍ତା କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ମଜାଦାର କ୍ଵିଜ ଗେମ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *