ଏବେ ଏବେ ଆସିଲା Ollywood ଜଗତରୁ ବଡ ଦୁଃଖ ଖବର, ଆଖି ବୁଜିଲେ ଏହି ବଡ କଳାକାର

ଅଲିଉଡ ଦୁନିଆ ହେଉ ବା ବଲୀଉଡ ଦୁନିଆ ଏହି ୨୦୨୦ ଆଉ ୨୦୨୧ ବର୍ଷରେ ବହୁତ ଲୋକ ଆମକୁ ଛାଡି ଚାଲି ଯାଇଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ମହାନ ଆତ୍ମା ବିଷୟରେ କହିବାକୁ ଯାଉଛୁ ଯାହା ଜୀବନ ବହୁତ କଠିନ ଥିଲା ।

କିନ୍ତୁ ସେ ନିଜ ତାଳ ଆଉ ପରିଶ୍ରମ ଦ୍ଵାରା ନିଜ ଦୁନିଆକୁ ସୁନ୍ଦର ଗଢିବାରେ ସଫଳ ହୋଇଥିଲେ । ଖବର ବହୁତ ଦୁଃଖ ଭରା ଅଟେ । ଆଜି ଅଲିଉଡ ଦୁନିଆ ବହୁତ ବଡ କଳାକାର ମହାନ ସିଙ୍ଗର ଶାନ୍ତିରାଜ ଖୋସାଲଙ୍କର ନି-ଧ-ନ ହୋଇ ଯାଇଛି ଏହି ଖବର ସମସ୍ତଙ୍କ ମନ ଦୋହଲେଇ ଦେଇଛି । କେତେ ଲୋକ ଏହାକୁ ବଡ ଶୋକ ଭାବିଛନ୍ତି, ତେବେ ବୟସ ନଥିଲା ଯିବାର କିନ୍ତୁ ଚାଲି ଗଲେ, ଆସନ୍ତୁ ଜାଣିବା ବିସ୍ତାର ସହ କଣ ହେଲା ଆଉ କାହିଁକି ସବୁ କିଛି ଛାଡି ଚାଲି ଗଲେ ।

ଶାନ୍ତିରାଜ ଖୋସାଲ ନିଜ ଜୀବନରେ ବହୁତ ଗୀତା ଗାଈ ଛନ୍ତି ଯେଉଁ ଥିରୁ ପ୍ରସିଦ୍ଧ ଓ ଲୋକ ପ୍ରିୟ ହୋଇଥିଲା “କେଉଁ ଦୁନିଆରୁ ଆସିଲ ବନ୍ଧୁ, ମତେ ଆଣି ଡେଲ ଲଖେ ଫଗୁଣ, ଏସିପି ରଣବିର, ମୁଁ ସପନର ସଉଦାଗର, ତୋର ମୋର ଯୋଡି ସୁନ୍ଦର” ଭଳି ବହୁତ ଫିଲ୍ମ ଟାଇଟଲ ଗୀତ ଗୁଡିକ ଗାଇଥିଲେ । ସେ ନିଜ ପରିଶ୍ରମ ଆଉ ଗୀତ ଗାଇବା ଇଛା ପାଇଁ ଏହି ସ୍ଥାନ ପ୍ରାପ୍ତ କରିଥିଲେ । ସେ ସଙ୍ଗୀତ ନିର୍ଦେଶନା ଦେଉଥିଲେ ଯାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସୁଥିଲା କିନ୍ତୁ କେବଳ ୫୦ ବର୍ଷ ବୟସରେ ସେ ସମ,ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି ।

ତେବେ ଖବର ଅନୁଯାଇ ୨୨ ମେ ଦିନ ତାଙ୍କର କ-ରୋ-ନା ଟେଷ୍ଟ କରା ଯାଇଥିଲା ଯାହା ପରେ ସେ ପଜେଟିବ ଆସିଥିଲେ । ତେବେ କ-ରୋ-ନା ପଜେଟିବ ବାହାରିବା ପରେ ତାଙ୍କୁ କଟକ ବଡ ମେଡିକାଲ ଏସସିବିରେ କ-ରୋ-ନା ହସ୍ପିଟଲରେ ଚିକିତ୍ସା କରା ଯାଉଥିଲା । ତେବେ ଚିକିତ୍ସା ଘରୁ ହାବା ଦ୍ଵାରା ସୂଚନା ମିଳିଛି ଯେ ଆଜି ସକାଳେ ଦେହ ସିରିଏସ ହବାରୁ ତାଙ୍କୁ ବଡ ମେଡିକାଲ ନିଆ ଯାଉଥିଲା କିନ୍ତୁ ଭାଗ୍ୟରେ ଆଉ କିଛି ଲେଖା ହୋଇଥିଲା ମେଡିକାଲ ନବା ରାସ୍ତାରେ ତାଙ୍କ ନି-ଧ-ନହୋଇଥିଲା ବୋଲି ପରିବାର ଲୋକଙ୍କ କହିବା କଥା ।

ଲୋକଙ୍କ କହିବା ଅନୁଯାଇ ସେ ବହୁତ ଭଲ ସିଙ୍ଗର ଥିଲେ ଆଉ ତା ଠାରୁ ବି ଭଲ ସେ ଫିଲ୍ମ ଗୁଡିକରେ ସଙ୍ଗୀତ ନିର୍ଦେଶନ ଦେଇଥାନ୍ତି । ଶାନ୍ତିରାଜ ପ୍ରେମାନନ୍ଦଙ୍କ ବହୁତ ଭଲ ସାଥି ଥିଲେ ଆଉ ତାଙ୍କ ନି-ଧ-ନପାଇଁ ପ୍ରେମାନନ୍ଦ ବହୁତ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି ।

ଶାନ୍ତିରାଯଙ୍କ ନି-ଧ-ନପାଇଁ ପୁରା ଅଲିଉଡ ଜଗତ ଆଜି ଦୁଃଖ ପ୍ରକାଶ କରୁଛି କାହିଁକିନା ସେ ବରିଷ୍ଠ ସଙ୍ଗୀତ ନିର୍ଦେଶନ କର୍ତା ଥିଲେ ଆଉ ତାଙ୍କୁ ଲୋକ ବହୁତ ଭଲ ମଧ୍ୟ ପାଉଥିଲେ । ତେବେ ଆସା କରୁଛୁ ତାଙ୍କ ଆତ୍ମା ସ୍ଵର୍ଗରେ ଶାନ୍ତି ପାଉ ଆଉ ତାଙ୍କ ପରିବାର ଏହି ଦୁଃଖ ସମ୍ଭାଳିବା ପାଇଁ ମହାପ୍ରଭୁ ତାଙ୍କୁ ସାହସ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *