ଏହି ୨ଟି ନାମର ଝିଅଙ୍କୁ ଜୀବନରେ କେବେ ମିଳେ ନାହିଁ ସ୍ଵାମୀର ପ୍ରେମ- Jyotisha Shastra

ଆପଣ ମାନେ ସମସ୍ତେ ଏହା ଜାଣିଛନ୍ତି ଯେ ବିବାହ ବହୁତ ପବିତ୍ର ବନ୍ଧନ ହୋଇଥାଏ, ବିବାହ ପରେ ଦୁଇ ଜୀବନ ଏକାଠି ଜୀବନ ସାରା ପାଇଁ ରହିଥାନ୍ତି । ତେବେ ବିବାହ କେବଳ ଦୁଇ ଶରୀର ମିଲନ ନୁହ ଦୁଇ ଆତ୍ମାର ମିଲନ ବୋଲି କୁହା ଯାଇଥାଏ ।

ତେବେ କଣ ଆପଣ ଜାଣିଛନ୍ତି କିଛି ଝିଅଙ୍କୁ ଏହି ଭଲ ପାଇବା କେବେ ମିଳି ନଥାଏ, ଆସନ୍ତୁ ଜାଣିବା ଏହା କଣ ପାଇଁ ହୋଇଥାଏ । ତେବେ କୁହା ଯାଇଛି ଯେ ଯୋଡି ଭଗବାନ ଉପରୁ ବନେଇ ପଠେଇ ଥାନ୍ତି, ତେବେ କଣ ଆପଣ ଜାଣିଛନ୍ତି ଯେ ଦୁଇ ଲୋକଙ୍କ ବିବାହ ଆଗରୁ ସେ ଦୁହେଁ ପରାସ ପରକୁ ଜାଣି ଥାନ୍ତୁ ବା ନାହିଁ କିନ୍ତୁ ବିବାହ ପରେ ଦୁହେଁ ଗୋଟେ ହୋଇଥାନ୍ତି ।

ବିବାହ ସମୟରେ ଦୁହେଁ ପରାସ ପରକୁ ବହୁତ କଥା ଦେଇଥାନ୍ତି ଯାହା ଜୀବନ ସାରା ସେ ପାଳନ କରିଥାନ୍ତି । ତେବେ ଯଦି ଜଣେ ଏହି ସଂପର୍କକୁ ନିଭେଇ ଥାଏ ଆଉ ଜଣେ ମାନି ନଥାଏ ତେବେ ଏହି ସମ୍ପର୍କ ବହୁତ ଦିନ ଚାଲିବା ଅସମ୍ଭବ ହୋଇଥାଏ ।

ପି :

ଏହି ନାମ ମହିଳା ମାନେ ସବୁବେଳେ ନିଜ ସ୍ଵାମୀ ସହ ସମୟ ବିତେଇବାକୁ ଇଛା କରନ୍ତି, ତାଙ୍କ ମନରେ ଏହି ଭାବନା ରହିଥାଏ ଯେ ତାଙ୍କ ସ୍ଵାମୀ କେବଳ ତାଙ୍କୁ ସମୟ ଦିଅନ୍ତୁ ଆଉ କାହାକୁ ନୁହ ଆଉ ଏହି କାରଣ ପାଇଁ ସେ ବହୁତ ଅଧିକ ନିଜ ସ୍ଵାମୀକୁ କଣ୍ଟ୍ରୋଲ କରନ୍ତି ଯାହା ତାଙ୍କ ସ୍ଵାମୀକୁ ମଧ୍ୟ ପସନ୍ଦ ଆସିନଥାଏ । ଏହି ସବୁ ଘଟନା

ପରେ ଦୁହିଙ୍କ ମନ ଭାଙ୍ଗି ଥାଏ ଆଉ ଦୁହେଁ ପରାସ ପରକୁ ଖରାପ ଖରାପ କଥା କୁହନ୍ତି ଆଉ ସମ୍ପର୍କରେ ସମ୍ମାନ ସମାପ୍ତ ହୋଇଥାଏ ଯାହା ଦୁହିଙ୍କ ସମ୍ପର୍କ ଉପରେ ବିରାମ ଚିହ୍ନ ଲଗାଇଥାଏ । ସ୍ଵାମୀ ମାନଙ୍କୁ ନିଜ ସ୍ଵତ୍ନ୍ତ୍ରତା ମିଳେ ନହିଁ ଯାହା ଦ୍ଵାରା ସେ ଠକି ଯାଇ ଏହି ସମ୍ପର୍କ ଭାଙ୍ଗି ଦେଇଥାନ୍ତି ଆଉ ନିଜ ଜୀବନ ଅଲଗା କରିଥାନ୍ତି ।

କେ :

ଏହି ନାମ ମହିଳା ମାନେ ସ୍ଵାଭାବରୁ ବହୁତ ଭଲ ହୋଇଥାନ୍ତି କିନ୍ତୁ ତାଙ୍କ ମନରେ ନିଜ ସ୍ଵାମୀକୁ ହରାଇ ପ୍ରତି ଡର ରହିଥାଏ ଯାହା ଦ୍ଵାରା ତାଙ୍କ ମନରେ ଖରାପ ଖରାପ କଥା ଆସିଥାଏ ଆଉ ସେ ନିଜ ସ୍ଵାମୀ ଉପରେ ସନ୍ଦେହ କରିଥାନ୍ତି ଆଉ ତାଙ୍କ ଭଲ ସମ୍ପର୍କ ମଧ୍ୟ ଏହି ସନ୍ଦେହ ପାଇଁ ଖରାପ ହୋଇଥାଏ । ଏହି ଦୁନିଆରେ ସବୁ ରୋଗର ଚିକିତ୍ସା ଅଛି କିନ୍ତୁ ସନ୍ଦେହ ର ନାହିଁ ଯାହାକୁ ଏହି ରୋଗ ହେଲା ସେ ସବୁ କିଛି ହରାଇ ଥାଏ ।

Leave a Reply

Your email address will not be published. Required fields are marked *