ବଡରୁ ବଡ ଦୁଖଃକୁ କମ ସମୟରେ ସମାପ୍ତ କରିଦେବ ଶିବଙ୍କର ଏହି ଲବଙ୍ଗ ବାଲା ଉପାୟ- ନିଶ୍ଚୟ କରିକି ଦେଖନ୍ତୁ

ଦୁଖଃ ଗୋଟେ ଏମିତି ଜିନିଷ ଯାହା ସମସ୍ତଙ୍କ ଜୀବନରେ କେବେ ନା କେବେ ନିହାତି ଦେଖାଯାଇଥାଏ । ଯେତବେଳେ ଦୁଖଃ ଆସିଥାଏ ସେତବେଳେ ଆମ ଜୀବନ ବରବାଦ ହେବାକୁ ଲାଗିଥାଏ । ଆମେ ଡିପ୍ରେସନକୁ ଚାଲିଯାଇଥାଉ ଏବଂ ଏହା ଭାବିଥାଉ କି ଏହି ଦୁଖଃରୁ ଆମକୁ କେବେ ମୁକ୍ତି ମିଳିବ । ଆମେ ଏହି ଦୁଖଃରୁ ବାହାରିବା ପାଇଁ ବହୁତ ଚେଷ୍ଟା କରିଥାଉ କିନ୍ତୁ କେତେଥର ବହୁତ ଚେଷ୍ଟା ପରେ ବି ଦୁଖଃ ଆମର ପିଛାଛାଡି ନଥାଏ ।

ଏମିତିରେ ଆମ ଶେଷ ଉମିଦ ଭଗବାନ ହିଁ ହେଇଥାନ୍ତି । ପ୍ରତିଦିନ କୋରୋଡ ଲୋକ ନିଜ ଦୁଖଃରୁ ମୁକ୍ତିପାଇବା ପାଇଁ ଭଗବାନ ଶିବଙ୍କର ଆରାଧନା କରନ୍ତି ।

ଭଗବାନ ଶିବ ଦୁନିଆର ସବୁଠାରୁ ଅଧିକ ଶକ୍ତିଶାଳୀଙ୍କ ଭିତରୁ ଜଣେ । କୁହାଯାଏ କି ସେ ବ୍ରହ୍ମା ଏବଂ ବିଷ୍ଣୁଙ୍କ ସହିତ ମିଶି ସୃଷ୍ଟିର ରଚନା କରିଥିଲେ । ଏହି କାରଣରୁ ଭାରତରେ ଅଧିକ ଶିବ ମନ୍ଦିର ଦେଖିବାକୁ ମିଳିଥାଏ । ଆଜି ଆମେ ଆପଣଙ୍କୁ ଶିବଙ୍କର ଏକ ଏମିତି ଉପାୟ କହିବୁ ଯାହାକୁ ଆପଣାଇବା ପରେ ଆପଣଙ୍କର ସବୁ ଦୁଖଃ କଷ୍ଟ ଆଖିପିଛୁଳାକେ ଦୂର ହୋଇଯିବ । ଏହି ଉପାୟକୁ କରିବା ପାଇଁ ଆପଣ ସୋମବାର ଦିନ ସକାଳୁ ଜଲ୍ଦି ଉଠି ସ୍ନାନ କରିନିଅନ୍ତୁ ଏବଂ ଏହା ପରେ ଲାଲ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ।

ଏହାପରେ ଶିବଙ୍କ ଫଟୋ ଆଗରେ ଦୁଇଟି ଘିଅ ଦୀପ ଜାଳାଇ ଦିଅନ୍ତୁ ଏବଂ ଏହା ପରେ ଏକ ଲାଲ କପଡା ତାଙ୍କ ସାମ୍ନାରେ ପକାଇ ଦିଅନ୍ତୁ । ଏହି କପଡା ଉପରେ ୭ଟି ଲବଙ୍ଗ ରଖନ୍ତୁ ,ଯେମିତି କି ସେ ଲବଙ୍ଗ ଟିକେ ହେଲେ ବି ଭାଙ୍ଗିନଥିବ । ଏହି ଲାଲ କପଡା ଉପରେ ପୂଜାର ଗୁଆ ,ନଡିଆ ଥିବା କଳସ ଏବଂ ୭ଟି ଅଗରବତୀ ବି ଲଗାଇ ଦିଅନ୍ତୁ ।

ଏହା ପରେ ପୂଜା ଆରମ୍ଭ କରନ୍ତୁ । ଏହା ପରେ ଶିବକୁ ଆଳତି କରନ୍ତୁ ,ଆଳତି ସରିବା ପରେ ପ୍ରଥମ ଆଳତି ଶିବଙ୍କୁ ଦିଅନ୍ତୁ ଏବଂ ଦିତୀୟ ଆଳତି ଲାଲ କପଡା ଉପରେ ଥିବା ସବୁ ଜିନିଷକୁ ଦିଅନ୍ତୁ । ଏହା ପରେ ସେହି ୭ଟି ଲବଙ୍ଗକୁ ହାତରେ ଧରି ମୁଠା କରନ୍ତୁ ଏବଂ ଏହି ମନ୍ତ୍ରକୁ ୭ଥର ଜପ କରନ୍ତୁ -ଓଂ ତ୍ରୟବକଂ ୟଯାମହେ ସୁଗନ୍ଧିଙ୍ଗ ପୃଷ୍ଟିବର୍ଦ୍ଧନମ ଉର୍ବାରୁକମିବ ବନ୍ଧନାତ ମୃତ୍ୟୁମୁର୍ଖିନ ମାମୃତାତ ।

ଏହାପରେ ଆପଣଙ୍କର ଦୁଖଃ ଶିବଙ୍କ ଜଣାନ୍ତୁ । ଏବେ ଏକ ଲବଙ୍ଗକୁ ଶିବଙ୍କର ନାମ ନେଇ ଖାଇଦିଅନ୍ତୁ ଏବଂ ଅନ୍ୟ ୬ଟି ଲବଙ୍ଗକୁ ଏକ ଡଭାରେ ରଖିଦିଅନ୍ତୁ । ଏହି ୬ଟି ଲବଙ୍ଗକୁ ଆପଣ ପ୍ରତି ସୋମବାର ଦିନ ଖାଇବେ । ଯଦି ଆପଣ ଏହି ଉପାୟକୁ ପୁରା ବିଧି ଏବଂ ଶ୍ରଦ୍ଧାର ସହିତ କରିଥିବେ ତାହେଲେ ଆପଣଙ୍କୁ ନିଜ ଦୁଖଃରୁ ନିହାତି ମୁକ୍ତି ମିଳିବ ।

Leave a Reply

Your email address will not be published. Required fields are marked *