ବାଘ କୁ ରାମ୍ପୁଡି ଦେଲା ବିଲେଇ, ଆଉ ତା ପରେ ବାଘ ଯାହା କଲା ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ନାନା ପ୍ରକାରର ଭିଡିଓ ଭାଇରାଲ ହେଉଛି । ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଛି । ଲୋକେ ଘରେ ବସି ଦେଶ ବିଦେଶର ଖବର ସୋସିଆଲ ମିଡିଆ ଜରିଆରେ ସହଜରେ ଜାଣି ପାରୁଛନ୍ତି । ତେବେ ପ୍ରତି ଦିନ କିଛି ନା କିଛି ଘଟଣାକୁ ନେଇ ହେଉ ବା ରୋମାଞ୍ଚକର ବା ମଜାଦାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଯାହାକୁ ଲୋକେ ମାନେ ଦେଖି ଖୁବ ଉପୋଭୋଗ ମଧ୍ୟ କରୁଛନ୍ତି । ତେବେ ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ମଜାଦାର ଭିଡିଓ ଭାଇରାଲ ହୋଇଛି ଯାହାକୁ ଆପଣ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଚକିତ ହେବେ । ତେବେ ଆସନ୍ତୁ ଆଉ ଡେରି ନ କରି ପୁରା ଖବର ଉପରେ ନଜର ପକାଇବା ।

ଭାଇରାଲ ହୋଇଥିବା ଭିଡିଓ ରେ ଗୋଟେ କୂଅ ଆସି ଆଉ କୂଅରେ ପଡ଼ିଛନ୍ତି ବାଘ, ବିଲେଇ । ତେବେ ଗୋଟେ କୂଅ ରେ ବାଘ ଆଇ ବିଲେଇ ର ଦୃଶ୍ୟ କିଛି ଲୋକ ନିଜ ମୋବାଇଲ ରେ କଏଦ କରିଛନ୍ତି ଆଉ ଏହାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି । ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି ।

ଭିଡିଓ ରେ ବିଲେଇ ଟି ଆସି ବାଘ କୁ ଆମ୍ପୁଡି ଦେଉଛି ତା ନଖ ରେ କିନ୍ତୁ ସବୁ ଠାରୁ ଆଶ୍ଚର୍ଯ୍ୟ କର କଥା କି ବାଘ କିଛି ବି କରୁ ନାହି । ବାଘ ଟି ଚୁପଚାପ ବସିଛି କୂଅ ଭିତରେ କିନ୍ତୁ ବିଲେଇ ଆସି ତାକୁ ଆମ୍ପୁଡି ଦେଉଛି । ଏହାର ଭିଜୁଆଲ ଦେଖି ସେଠାରେ ଥିବା ଲୋକ ମାନେ ବହୁତ ମଜା ନେଉଛନ୍ତି । ଏହା ପରେ ବାଘ ଓ ବିଲେଇ ଦୁଇ ଜଣଙ୍କୁ ସୁରକ୍ଷିତ ଭାବେ କୂଅ ରୁ ଉଦ୍ଧାର କରିଛନ୍ତି ବନ ବିଭାଗ।

ତେବେ ସୂଚନା ଅନୁଯାୟୀ ନାଶିକ ଠାରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ତେବେ ବାଘ ଆଉ ବିଲେଇ ଜୀବ ହୋଇଥିଲେ ମଧ୍ୟ ଏମାନଙ୍କର ସ୍ଵଭାବ ଅଲଗା ଅଲଗା ଅଟେ । ବାଘ କୁ ଆମ୍ପୁଡିବା ପରେ ବି ବାଘ ଟି ବିଲେଇ ର କିଛି କ୍ଷତି କରି ନାହି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚଳିତ କରି ଦେଇଛି ।

ତେବେ ଏହି ଭିଡିଓ ତୁ ବର୍ତ୍ତମାନ ଯାଏଁ ହଜାର ହଜାର ୟୁଜର୍ସ ଦେଖି ସାରିଲେଣି । ଆଉ ନିଜ ନିଜର କମେଣ୍ଟ ମଧ୍ୟ ଦେଉଛନ୍ତି । ତେବେ ଏହି ଭିଡିଓ ଟି ବର୍ତ୍ତମାନ ଗୋଟେ ମୋବାଇଲ ରୁ ଆଉ ଗୋଟେ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଭାଇରାଲ ଭିଡିଓ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *