ଦେଖନ୍ତୁ ବାହାଘର ପରେ କମେଡି ଅଭିନେତା Gudu ଙ୍କ ସ୍ତ୍ରୀ କେମିତି ଅଛନ୍ତି ଶାଶୂଘରେ, ଦେଖନ୍ତୁ Video

ଓଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା କଳାକାର ମାନେ ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । କିଛି କଳାକାର ମାନେ ଏମିତି ଅଛନ୍ତି ଯେଉଁ ମାନେ ନିଜର ଅଭିନୟ ସହ ଷ୍ଟାଇଲ, ଲୁକ ଓ ପର୍ଶନାଲିଟି ପାଇଁ ଖୁବ ଚର୍ଚ୍ଚ ରେ ରହିଥାନ୍ତି । ଓଡିଆ ଜଗତରେ ଅଭିନୟ କରୁଥିବା କଳାକାର ମାନଙ୍କୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି ଯାହା ପାଇଁ ସେମାନେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଓଡିଆ ଇଣ୍ଡଷ୍ଟ୍ରି ରେ ହାସ୍ୟ ଅଭିନେତା ଭାବେ କିଛି କଳାକାର ପରିଚିତ ।

ଯେଉଁ ମାନେ ନିଜର କମେଡି ଜରିଆରେ ଦର୍ଶକ ମାନଙ୍କ ହୃଦୟ ମୋହୀ ନେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ହାସ୍ୟ ଅଭିନେତା ଗୁଡୁ ଓ ତାଙ୍କ ସ୍ତ୍ରୀ ମାମା ବାହାଘର ପରେ କିପରି ମସ୍ତି କରୁଛନ୍ତି କରୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ହାସ୍ୟ ଅଭିନେତା ଗୁଡୁ ଙ୍କୁ ବେଶ ଭଲ ଭାବେ ଜାଣିଥିବେ ।

ସେ ନିଜର କାମେଡି ପାଇଁ ଓଡିଆ ଇଣ୍ଡଷ୍ଟ୍ରି ପରିଚିତ ଅଟନ୍ତି । ନିଜର କାମେଡି ଦ୍ଵାରା ସେ ଦର୍ଶକ ମାନଙ୍କୁ ହସାଇଥାନ୍ତି ଯାହା ପାଇଁ ସେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଗତ କିଛି ଦିନ ତଳେ ଅଭିନେତା ଗୁଡୁ ନିଜର ପିଲା ଦିନର ବାନ୍ଧବୀ ମାମା ଙ୍କ ସହ ବିବାହ ବନ୍ଧନ ରେ ଆବଦ୍ଧ ହୋଇଛନ୍ତି ।

ଦୁହେଁ ବିବାହ ପରେ ନିଜ ଘରେ ବହୁତ ମଜାମସ୍ତି କରିବାର ନଜର ଆସୁଛନ୍ତି । ଦୁହେଁ ପରସ୍ପର ପ୍ରତି ବହୁତ ରୋମାଣ୍ଟିକ ହୋଇ ଟାଇମ ସ୍ପେନ୍ଡ କରିବାର ଏହି ଭିଡିଓ ରେ ନ୍ଯାର ଆସୁଛନ୍ତି । ଦୁହିଙ୍କୁ ଦେଖିଲେ ଜଣା ପଡୁଛି ଯେ ଦୁହେଁ ଦୁହିଙ୍କୁ କେତେ ଭଲ ପାଉଛନ୍ତି । ମାମା ନିଜ ଶାଶୁଘରେ ସମସ୍ତଙ୍କର କେୟାର ନେବା ସହ ବହୁତ ମଜାମସ୍ତି କରୁଛନ୍ତି । ଦୁହେଁ ମ୍ୟାରେଜ ପରେ ବହୁତ ହସ ଖୁସିରେ ସମୟ ବିତାଉଛନ୍ତି । ଏହି ଭିଡିଓ ରେ ଗୁଡୁ ଓ ମାମା ଗୀତ ଗାଇ ପରସ୍ପର ସହ ଡ୍ୟାନ୍ସ କିପରି ନିଜ ମ୍ୟାରେଡ ଲାଇଫ କୁ ଉପୋଭୋଗ କରିବାର ନଜର ଆସୁଛନ୍ତି ।

ଏହି ଦୁଇ ଯୋଡି କୁ ଦେଖି ଲାଗୁଛି କି ଦୁହେଁ ଦୁହିଙ୍କ ପାଇଁ ଗାଢା ହୋଇଛନ୍ତି । ଆଶା କରୁଛୁ ଏହି ଦୁଇ ଯୋଡି ଏମିତି ହସ ଖୁସିରେ ନିଜର ଜୀବନ ବିତାନ୍ତୁ । ତେବେ ଅଭିନେତା ଗୁଡୁ ଓଡିଆ ଜଗତ ରେ ଅନେକ ସାରା ଫିଲ୍ମରେ ଅଭିନୟ କରିଛନ୍ତି । ସେ ନିଜର କମେଡି ପାଇଁ ଫ୍ୟାନ୍ସ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଗୁଡୁ ଓ ତାଙ୍କ ସ୍ତ୍ରୀ ମାମାଙ୍କ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *