ବାହାଘର ଭୋଜିରେ ହେଲା ଏମିତି, କେହି ବି ବିଶ୍ୱାସ କରିପାରିଲେ ନାହିଁ….ଆପଣ ବି ନ ଦେଖିଲେ ବିଶ୍ଵାସ କରିବା ହେବ ମୁଷ୍କିଲ

ବନ୍ଧୁଗଣ ଯାତ୍ରୀ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ନେଇ ଆସିଲା ଆଉ ଏକ ବଡ ଖବର । ଆପଣ ମାନେ ଜାଣିଥିବେ ଗତ କାଲି ସାହୁ ବାବୁ ମାନେ କମେଡିଆନ ରାଜୁ ଦାସ ଙ୍କ ମ୍ୟାରେଜ ରିପ୍ସେସନ ପାର୍ଟି ଥିଲା । ଯେଉଁଥି ରାନୀ ପଣ୍ଡା ପହଞ୍ଚି ଥିଲେ ଆଉ ଦୁଇ ଦମ୍ପତି ଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇ ଭୋଜି ଖାଇ ଫେରିଥିଲେ । ତେବେ ଏହାରି ମଧ୍ୟରେ ରାନୀ ପଣ୍ଡାଙ୍କର ଏହି ଭିଡିଓ ଭାଇରାଲ ହୋଇଛି । ଭାଇରାଲ ହୋଇଥିବା ଭିଡିଓରେ ଦୃଶ୍ୟ ଏହୁଛି କି କାଲି ଯାଏଁ ତୁମେ ମୋର ନିଆରା ଥିଲି ହେଲେ ଆଜି ମୁଁ କହି ପାରିବି ନାହି ମୁଁ ଯେ ତୁମର ।

ହଁ ଦର୍ଶକ ବନ୍ଧୁ କାଲି ସାହୁ ବାବୁ ଙ୍କ ବାହାଘର ଭୋଜି ଥିଲା । ଆଉ ଯାତ୍ରୀ ଅଭିନେତ୍ରୀ ରାନୀ ପଣ୍ଡା ମଧ୍ୟ ଯାଇଥିଲେ ଭୋଜି ଖାଇବାକୁ । ଆଉ ଠିକ ସେତିକି ବେଳେ ମଣ୍ଡପ ଉପରେ ବସିଥାନ୍ତି ନବ ଦମ୍ପତି ସାହୁ ବାବୁ ଓ ତାଙ୍କ ସ୍ତ୍ରୀ ସୋନାଲି । ଆଉ ଯାହାକୁ ଦେଖି ସହିପାରି ନ ଥିଲେ କୁଆଡେ ରାନୀ ପଣ୍ଡା । ହୃଦୟରେ ଜାଗା ଦେଇଥିବା ସାହୁ ବାବୁ ଙ୍କୁ ଆଉ କାହା ସହ ଦେଖି ରାନୀ ପଣ୍ଡା ଙ୍କ ହୃଦୟ ପୁରା ଭାଙ୍ଗି ଯାଇଥିଲା । ଆଖି ଟା ଲୁହ ଲୁହ ଛଳ ଛଳ ହୋଇ ଯାଇଥିଲା । ଆଉ ସ୍ନେହରେ ଫୁଲ ତୋଡାକୁ ସାହୁ ବାବୁ ଦେଲେ ରାନୀ ପଣ୍ଡା ।

ତେବେ ଦର୍ଶକ ବନ୍ଧୁ ପାଦ ରେ ଅଳତା, ମଥାରେ ଚନ୍ଦନ ପିନ୍ଧି ଆଜି ବର ବେସ ସାଜିଛି ସାହୁ ବାବୁ । ସୋନାଲି ର ହାତ ଧରି ରାନୀ ପଣ୍ଡା ଙ୍କୁ ଅଧା ବାଟରେ ଛାଡି ଯାଇଛି ସାହୁ ବାବୁ । ଆଉ ନିମନ୍ତ୍ରଣ କାର୍ଡ ବଦଳରେ ଶେଷ ଚିଠି ଲେଖିଛନ୍ତି ସାହୁ ବାବୁ ବାହା ହୋଇ ଚାଲି ଯାଉଛି ଇତି ତୁମର ସାହୁ ବାବୁ । ଯାହାକୁ ସହିପାରି ନ ଥିଲେ ରାନୀ ପଣ୍ଡା । ନିଜ ଇଂଷ୍ଟାଗ୍ରାମରେ ରାନୀ ପଣ୍ଡା ଏକ ଋଲ୍ସ କରିଛନ୍ତି ଯେଉଁଥି ରେ ହୃଦୟ ଭାଙ୍ଗି ଯାଇଥିବା ଗୀତ କୁ ଦେଇଛନ୍ତି ପାଦ ରେ ଅଳତା ମଥାରେ ଚନ୍ଦନ ପିନ୍ଧି ତୁମେ ବର ସାଜିଛ ।

ଆଉ ଯେଉଁ ଗୀତ କୁ ଯେତେବେଳେ ବି ଶୁଣିବେ ସେତେବେଳେ ହୃଦୟ ଭାଙ୍ଗିବା ଭଳି ଲାଗିବ ଯାହା କାଲି ରାନୀ ପଣ୍ଡା ଙ୍କ ସହ ହୋଇ ସାରିଛି । ସତ କଥା ହେଉଛି ଦର୍ଶକ ବନ୍ଧୁ ମଜା ରେ ସାହୁ ବାବୁ ଙ୍କ ବାହାଘର ରେ ଯୋଗ ଦେଇଥିବା ରାନୀ ପଣ୍ଡା  ଏମିତି ଏକ ଋଲ୍ସ ବନାଇ ଥିଲେ ଯାହାକୁ ସେ ନିଜର ଇଂଷ୍ଟାଗ୍ରାମ ପେଜ ରେ ପୋଷ୍ଟ କରିଛନ୍ତି ।

ତେବେ ଏ ସବୁ ଭିତରେ ମଧ୍ୟ ବାହାଘର ଭୋଜି ଖାଇ ନବ ଦମ୍ପତି ସାହୁ ବାବୁ ଓ ସୋନାଲି ଙ୍କୁ ଆଶୀର୍ବାଦ କରି ଫେଇଥିଲେ ମଣ୍ଡପ ରୁ ରାନୀ ପଣ୍ଡା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *