ବାହାଘର 4ବର୍ଷ ପରେ ଦୁଇ ଜଣଙ୍କୁ ଲାଗିଲା, ଏଇ ବାହାଘର ଆଉ ଚାଲିବନି! ଶେଷରେ… ଦେଖନ୍ତୁ ନିଜ ମ୍ୟାରେଜ ଲାଇଫକୁ ନେଇ କଣ କହିଲେ Usasi Mishra

ନମସ୍କାର ବନ୍ଧୁଗଣ । ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରି ର ସୁନ୍ଦରୀ ତଥା ଚର୍ଚ୍ଚିତ ଅଭିନେତ୍ରୀ ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଖାସ କରି 70-80 ଦଶକର ଅଭିନେତ୍ରୀ ମାନେ ଦେଖିବାକୁ ଏତେ ସୁନ୍ଦର ଥିଲେ ଆଉ ତାଙ୍କର ଅଭିନୟ ଏତେ ହୃଦୟ ସ୍ପର୍ଶୀ ଥିଲା ଯେ ଆଜି ବି ଦର୍ଶକ ମାନେ ତାଙ୍କୁ ମନେ ରଖିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଅଭିନେତ୍ରୀ ଏମିତି ଅଛନ୍ତି ଯିଏ କି ଆଜିକା ଡେଟରେ ନିଜ ଲାଇଫରେ ଶିଂଗଲ ଅଛନ୍ତି ଆଉ ବେସ ଖୁସି ମଧ୍ୟ ଅଛନ୍ତି ।

ତାଙ୍କ ବ୍ୟକ୍ତିଗତ ଲାଇଫ ବିଷୟରେ ଆଜି ଆମେ ମାନଙ୍କୁ କହିବାକୁ ଯାଉଛୁ । ଆସନ୍ତୁ ଆଉ ଡେରି ନ କରିବା ଜାଣିବା ପୁରା ଖବର ବିଷୟରେ । ତେବେ ସେହି ହିରୋଇନ ଜଣକ ହେଉଛନ୍ତି ଆପଣ ସମସ୍ତଙ୍କର ପ୍ରିୟ ଉଶ୍ବଷି ମିଶ୍ର ଯିଏ ଅନେକ ସାରା ଓଡିଆ ଫିଲ୍ମ, ସିରିଏଲ କରି ବେସ ଲୋକପ୍ରିୟତା ହାସଲ କରିଛନ୍ତି ।

ସେ ଏକ ସାକ୍ଷାତତ୍କାର ରେ କହିଛନ୍ତି ଯେ “ମୁଁ ଏକୁଟିଆ ନ ଥିଲି । ମୁଁ 32 ବର୍ଷରେ ବାହା ହୋଇଥିଲି । ମୁଁ ଲଭ ମ୍ୟାରେଜ କରିଥିଲି । ହେଲେ ବାହାଘର 4 ବର୍ଷ ପରେ ଆମେ ଦୁହେଁ ଅନୁଭବ କୃଲୁ ଯେ ଆର ଅନେକ କିଛି ମ୍ଯାଚ କରୁ ନାହି । ମାନେ ଯେମିତି ବାହଘର ର ଯେମିତି ୱାର୍କ କରିବା କଥା ସେମିତି ନ ଥିଲା । ଯାହା ଫଳରେ ତାହା ଖରାପ ଦିଗକୁ ଚାଲି ଯାଇଥାଏ ।

ତେଣୁ ଆମେ ଦୁହେଁ ପରସ୍ପର ବସି ଆଲୋଚନା କାରିୟଲୁ ଏମିତି ବିବାଦ ଲାଗିବା ଅପେକ୍ଷା ଆମେ ଅଲଗା ହୋଇଯିବ । ତା ପରେ ଆମେ ଅନୁଭବ କରିବା କୁ ଆମେ କେଉଁଠି ଠି ଭୁଲ ଅଛୁ । ଯଦି ଆମେ ଜାଣିପାରିବା କି ଆମେ ପୁଣି ଥରେ ଏକାଠି ହୋଇ ପାରିବା ତା ହେଲେ ଆମେ ପୁଣି ଏକାଠି ହେବୁ । କିନ୍ତୁ ସେ ସମୟ ଏତେ ଲମ୍ବା ହୋଇଗଲା ଯେ ଆଉ ମୋ ଜୀବନରେ କେହି ପୁରୁଷ ଦରକାରତା ପଡିଲା ନାହି ।

ମୁଁ ମୋ ସ୍ବାମୀଙ୍କୁ ଫୋନ କରି କହିଲି ଏହା ଭିତରେ 10 ବର୍ଷ ହୋଇଗଲାଣି । ତେଣୁ ଆମେ ଲିଗାଲି ଅଲଗା ହୋଇଯିବା । ସେ ଚାହୁଁ ଥିଲେ କି ଆମେ ଟିକେ ଚେଷ୍ଟା କରିବା । କିନ୍ତୁ ମୁଁ ମନା କରିଲି କାରଣ ମୋର ଆଉ ବୟସ ନ ଥିଲା କି ଧର୍ଯ୍ୟ ନ ଥିଲା । ଆଉ ଚେଷ୍ଟା କରି କଣ କରିଥାନ୍ତି ? ମୁଁ ନିସ୍ପତି ନେଇଥିଲି ଯେ ଯାତ୍ରା କେବେ କରିବି ନାହି କାରଣ ଯାତ୍ରା, ଯାତ୍ରା ଲୋକ, କଳାକାର ପାଇଁ ମୋ ମନରେ ବିତୃଷ୍ଣା ହୋଇଗଲା ।

ମୁଁ ବାପି ପଣ୍ଡାଙ୍କୁ ଛାଡି ଦେଲେ ଯାତ୍ରାରେ କାହାକୁ ସମ୍ମାନ କରେନି । ମୋର ଝିଅ ଗୁଣ ବହୁତ କମ ଅଛି ଯାହା ଲୋକ ଭାବନ୍ତି । କିନ୍ତୁ ମୋ ପାଖରେ ସବୁ ଝିଅ ଗୁଣ ଅଛି । ମୋର ଅଧିକାରୀ ମୁଁ ଜାଣିଛି” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଅଭିନେତ୍ରୀ ଉଶ୍ଵଷି ମିଶ୍ର ଙ୍କ ଅଭିନୟ ଆକେମିତି ଲାଗେ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *