Pintuଙ୍କ ପାଦତଳେ ବୋହିଯାଉଛି ସ୍ତ୍ରୀ Shilpaଙ୍କ ଅନୁତାପର ଲୁହ, ଆଉ ମନେମନେ ମାଗୁଛନ୍ତି କ୍ଷମା… ଦେଖନ୍ତୁ Video

ମା ଠିକ କହୁଥିଲା ବାପା ରାଗିଛନ୍ତି ଅଭିମାନ କରିଛନ୍ତି । ଆଉ କେବେ ତମ ପାଖକୁ ଆସିବେନି । ଏବେ ଆଉ ବୁଲି ଚାହିଁବେ ନାହି । ହେଲେ ମୁଁ ମା ଙ୍କୁ କହିଥିଲି ବାପାଙ୍କ ରାଗ ଶାନ୍ତ ହେଲେ ସେ ନିଶ୍ଚୟ ଆସିବେ । ଆମେ ପୁଣି ଏକାଠି ରହିବା । ହେଲେ ସମସ୍ତଙ୍କ ପରି ତମେ ବି ମୋତେ ଧୋକା ଦେଲ । ମା ଠିକ ଜାଣିଥିଲା ତୁମେ ଭାରି ରାଗି । ଏମିତି ରାଗିଲ ଯେ ଆଉ କେବେ ହେଲେ ଚାହିଁଲ ନାହି ।

ସେଥିପାଇଁ ମା ବାରମ୍ବାର କହୁଥିଲା ବାପା ରାଗିଛନ୍ତି । ହେଲେ ବାପା ତମେ ଯାହା କରିଲ ଠିକ କରିବା ନାହି । ମା ର ଭୁଲ ଦଣ୍ଡ ତମେ ଆମକୁ କଣ ପାଇଁ ଦେଲ ? ଆମେ ତୁମକୁ କେବେ ହେଲେ ଟାଣ କଥା କହିନୁ । କେବେ ହେଲେ ତମ ଉପରେ ଅଭିମାନ କରି ନ ଥିଲୁ ? ହେଲେ ଏତେ ବଡ ଦଣ୍ଡ ଆମକୁ କାହିଁକି ଦେଲ ? ହଁ ଦର୍ଶକ ବନ୍ଧୁ ଯେଉଁ ବୟସରେ ବାପା-ମା ଙ୍କ ସୁଖ ପାଇବା କଥା ଏବେ ବାପାଙ୍କୁ ଝୁରୁଛନ୍ତି ପିଣ୍ଟୁ ନନ୍ଦ ଙ୍କ ଦୁଇ ପୁଅ ।

ଦୁଇ ପୁଅ ଥିଲେ ବାପାଙ୍କର ଅତି ଗେଲହା । ସାନ ପୁଅ ଜିଦିଆ ଥିବା ବେଳେ ବଡ ପୁଅ କିନ୍ତୁ ଭାରି ସ୍ବାଭିମାନୀ । ସମ୍ପର୍କର ଲକ୍ଷଣ ରେଖା ଏକ ପ୍ରକାରର ଟାଣି ହୋଇଥିବା ବେଳେ ମନ କିନ୍ତୁ ପ୍ରତି ଥର ଡାକୁଥିଲା ବାପାଙ୍କ ପାଖକୁ ଯିବା ପାଇଁ । ହେଲେ କୌଣସି ଏକ ଅଦୃଶ୍ୟ ଶକ୍ତି ଆଗରେ ହାର ମାନିଥିଲେ ଦୁଇ ପୁଅ । କିନ୍ତୁ ବିଶ୍ଵାସ ଥିଲା ବାପା ନିଶ୍ଚୟ ହେରିବା ଆଉ ଆମକୁ ନିଜର କରିବେ । ଭୁଲ ତ ମଣିଷ ମାତ୍ରେକେ ହୁଏ ।

ହେଲେ କେବେ ସେହି ଭୁଲ ଜୀବନ ନେଇଯାଏ ଆଉ ମଣିଷ ସବୁ ଦିନ ପାଇଁ ଅନୁତାପ କରିବାକୁ ପଡେ ତାହା କେହି ହେଲେ ବିଶ୍ଵାସ କରି ନ ଥିଲେ । ଦର୍ଶକ ବନ୍ଧୁ ଗତ 2 ଦିନ ତଳେ ଦିବଙ୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କର ଦ୍ଵାଦଶାହ କାର୍ଯ୍ୟ ଶେଷ ହୋଇଥିବା ବେଳେ ସାଙ୍ଗ ମାନେ ତାକୁ ଦେଇଥିଲେ ଶେଷ ଶ୍ର-ଦ୍ଧା-ଞ୍ଜ-ଳି । ଆଉ ସାଙ୍ଗ ମାନଙ୍କ ଅନୁରୋଧ କରି ଯୋଗ ଦେଇଥିଲେ ପିଣ୍ଟୁ ଆନନ୍ଦ ଙ୍କ ସ୍ତ୍ରୀ ଶିଲ୍ପା ଓ ଦୁଇ ପୁଅ ।

ପିଣ୍ଟୁ ଙ୍କ ଫୋଟୋରେ ଫୁଲ ଦେଲା ବେଳେ ଆଖି ରୁ ଦୁଇ ଟୋପା ଲୁହ ଗାଡି ଆସିଥିଲା ଶିଲ୍ପାଙ୍କର । ଆଉ ସେହି ଲୁହ ଥିଲା ଅନୁତାପର ଲୁହ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *