ବାହା ହେବ ବୋଲି କହି ଡାକିନେଲା ଗାର୍ଲଫ୍ରେଣ୍ଡକୁ, ତା ପରେ 25 ଜଣ ସାଙ୍ଗ ସହ ମିଶି ସହ ଯାହା କଲା… ଶୁଣି ଆପଣଙ୍କ ରକ୍ତ ବି ହୋଇଯିବ ଗରମ

ହରିୟାନାରୁ ଗ-ଣ-ଦୁ-ଷ୍କ-ର୍ମର ଏକ ମା-ମ-ଲା ସାମ୍ନାକୁ ଆସୁଛି । ଯାହାକି ଅତ୍ୟନ୍ତ ଭ-ୟ-ଙ୍କର ଓ ନି-ନ୍ଦ-ନୀ-ୟ ଘଟଣା ଅଟେ । ଗତ ମାସ ୩ ତାରିଖରେ ଘଟିଥିବା ଏହି ଘଟଣାରେ ଅ-ଭି-ଯୋ-ଗ କରାଯାଉଛିକୁ ପୀ-ଡ଼ି-ତାଙ୍କୁ ୨୫ ରୁ ବି ଅଧିକ ବ୍ୟକ୍ତି ଦୁ-ଷ୍କ-ର୍ମ କରିଛନ୍ତି । ବର୍ତ୍ତମାନ ପୋ-ଲି-ସ ସମସ୍ତ ଅ-ଭି-ଯୁ-କ୍ତଙ୍କ ସ-ନ୍ଧା-ନ-ରେ ଲାଗିଛି । ପୋ-ଲି-ସ ଦୁଇ ଅ-ଭି-ଯୁ-କ୍ତ-କୁ ଗି-ର-ଫ-ତାର ମଧ୍ୟ କରିସାରିଛି । କୁହାଯାଉଛି କି ମୁଖ୍ୟ ଅ-ଭି-ଯୁ-କ୍ତ ଜଣକ ପୀ-ଡ଼ି-ତାଙ୍କ ବୟଫ୍ରେନ୍ଡ ଆକାଶ ଅଟେ । ଯିଏକି ଏହି ପୁରା ଘଟଣାର ମା-ଷ୍ଟ-ର ମା-ଇ-ଣ୍ଡ ଅଟେ । ଆକାଶକୁ ପୋ-ଲି-ସ ରି-ମା-ଣ୍ଡରେ ନେଇସାରିଛି । ପୋ-ଲି-ସ ଦୁଇ ଅ-ଭି-ଯୁ-କ୍ତ ମଧ୍ୟରୁ ସମୁଦ୍ର ସିଂହକୁ ଗି-ର-ଫ-ତାର କରି ରି-ମା-ଣ୍ଡରେ ପଠାଇ ଦେଇଛି ।

ସୂଚନା ଅନୁସାରେ ପୀ-ଡ଼ି-ତା ଯୁବତୀ ଜଣକ ଦିଲ୍ଲୀରେ ନିଜ ଭାଇ ସହ ରୁହନ୍ତି । ଫେସବୁକରେ ପ୍ରଥମେ ଦୁଇ ଜଣ ପରସ୍ପର ସହ ବନ୍ଧୁତା କରିଥିଲେ । ଧୀରେ ଧୀରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସ-ମ୍ପ-ର୍କ- ବଢିଲା ଓ କିଛି ଦିନ ପରେ ଦୁଇ ଜଣ ବିବାହ କରିବା ପାଇଁ ନିଷ୍ପତି ନେଲେ । ମୁଖ୍ୟ ଅ-ଭି-ଯୁ-କ୍ତ ଆକାଶ ନିଜ ବାପା ମା ସହ ଦେଖା କରିବା ପାଇଁ ଯୁବତୀକୁ ନିଜର ଗାଁ ପଲବଲର ରାମଗଡ଼କୁ ଡାକିଲା । କିନ୍ତୁ ଏହା ମଧ୍ୟରେ ଯୁବତୀ ଜଣକ ଯୁବକର ଖ-ରା-ପ ଚି-ନ୍ତା-ଧା-ରା ବିଷୟରେ କିଛି ବି ଜାଣି ନ ଥିଲା ।

କହିଦେଉଛୁ କି ଯୁବତୀ ଜଣକ ଏକ କମ୍ପାନୀରେ ସି-କ୍ୟୁ-ରି-ଟି ଗା-ର୍ଡ ରୂପରେ କାମ କରୁଥିଲେ । ଅନ୍ୟ ପଟେ ଅ-ଭି-ଯୁ-କ୍ତମାନେ ଗାଁରେ ଚାଷ କାମ କରନ୍ତି । ପୋ-ଲି-ସର ସୂଚନା ଅନୁସାରେ ଏହି ଗଣଦୁ-ଷ୍କ-ର୍ମ ମା-ମ-ଲାରେ ସାମିଲ ଥିବା ସମସ୍ତ ଅ-ଭି-ଯୁ-କ୍ତକୁ ଗି-ର-ଫ କରିବା ପାଇଁ ପୋ-ଲି-ସ ନିରନ୍ତର ନିଜର ପ୍ର-ୟା-ସ ଜାରି ରଖିଛି । ପୀ-ଡ଼ି-ତା ଜଣକ ବହୁତ କଷ୍ଟରେ ନିଜ ଭାଇକୁ ଫୋନରେ ଏହି ସମସ୍ତ ଘଟଣା ବିଷୟରେ କହିଲା । ଭାଇ ୧୨ ତାରିଖରେ ହସନପୁର ପୋ-ଲି-ସ ଷ୍ଟେସନରେ ଏହି ମା-ମ-ଲାକୁ ରି-ପୋ-ର୍ଟ କରାଗଲା ।

ପୋ-ଲି-ସ ତତ୍ପରତାର ସହ କାର୍ଯ୍ୟକରି ଦୁଇ ଅ-ଭି-ଯୁ-କ୍ତକୁ ମଧ୍ୟ ଗି-ର-ଫ କରିସାରିଛି । ହାସନପୁର ପୋ-ଲି-ସ ଷ୍ଟେସନର ଇନଚାର୍ଜ ରାଜେଶ କୁମାରଙ୍କ କହିବା ଅନୁସାରେ, ପି-ଡି-ତା ଯୁବତୀର ଘର ଡେରାଡୁନରେ ଓ ଫେସବୁକରେ ଆକାଶ ସହ ତାଙ୍କର ତିନି ମାସ ପୂର୍ବେ ହିଁ ବନ୍ଧୁତା ହୋଇଥିଲା । ପୋ-ଲି-ସଙ୍କୁ ଦେଇଥିବା ବ-ୟା-ନ ଅନୁସାରେ ଯୁବତୀ ଜଣକ ସେହି ଯୁବକର ଗାଁକୁ ଯିବା ମାତ୍ରେ ଯୁବକ ଜଣକ ଯୁବତୀକୁ ଏକ ଜ-ଙ୍ଗ-ଲ-କୁ ନେଇ ଗଲା ଓ ତାହା ସହିତ ଦୁ-ଷ୍କ-ର୍ମ କରିଲା ।

କିନ୍ତୁ ସବୁଠୁ ନି-ନ୍ଦ-ନୀ-ୟ କଥା ହେଉଛି କି କେବେଳ ଏତିକି ନୁହେଁ ଯୁବକ ନିଜର ସାଙ୍ଗମାନଙ୍କୁ ସେହି ସ୍ଥାନକୁ ଡାକିଲା ଓ ସମସ୍ତେ ମିଶି ବାରମ୍ବାର ସେହି ଯୁବତୀ ସହ ଜଣକ ପରେ ଜଣେ ଦିନରାତି ଦୁ-ଷ୍କ-ର୍ମ କରିଲେ । ଯେଉଁ କାରଣରୁ ପୀ-ଡ଼ି-ତାର ଅବସ୍ଥା ବହୁତ ଖରାପ ହୋଇଗଲା । ଏମିତିରେ ପୀ-ଡ଼ି-ତାକୁ ବଦରପୁର ସୀମାରେ ଛାଡି ସମସ୍ତେ ସେହି ସ୍ଥାନରୁ ଚାଲି ଆସିଲେ ।

Leave a Reply

Your email address will not be published. Required fields are marked *