କେବଳ 3 ଦିନରେ କେତେବି ବଡ ପଥର ଝଡ଼େଇ ଦେବ ଏହି ପତ୍ର- Health Tips

ବିଭିନ କାରଣ ଲାଗି ଆମ ଶରୀରରେ ଷ୍ଟୋ-ନ ଭଳି ସମସ୍ଯା  ହୋଇଥାଏ । ଷ୍ଟୋ-ନ ହେବାର ବିଭିନ ପ୍ରକାର କାରଣ ଓ ଲକ୍ଷଣ ହୋଇଥାଏ । ଯଦି ଷ୍ଟୋ-ନ ଯଦି ଆପଣଙ୍କୁ ଥରେ ହୋଇଯାଏ ତେବେ ଆପଣଙ୍କୁ ସ-ର୍ଜ-ରୀ କରିବାକୁ ପଡିଥାଏ । ଆପଣଙ୍କ ଶରୀରରୁ ଷ୍ଟୋ-ନ ଏତେ ଶୀଘ୍ର ବାହାରି ନଥାଏ । କିନ୍ତୁ ସ-ର୍ଜ-ରୀ କଲେ ଆପଣଙ୍କୁ ବହୁତ ଯନ୍ତ୍ରଣା ଅଣୁଭା କରିବାକୁ ପଡିଥାଏ । ଶେଥି ପାଇଁ ଶରୀରରୁ ଷ୍ଟୋ-ନ ନିହାତି କାଢିବା ଦରକାର ହୋଇଥାଏ । କିନ୍ତୁ  ଲୋକ ମାନେ ଜାଣି ନାହାନ୍ତି ଘରୋଇ ଉପଚାର ଦ୍ଵାରା ଆପଣ ଷ୍ଟୋ-ନକୁ ବହାରକୁ ବାହାର କରିପାରିବେ ।


ଆଜି ଆମେ ଆଜି ଗୋଟେ ଜବରଦସ୍ତ ଘରୋଇ ଉପଚାର ବିଷୟରେ କହିବୁ ଯାହାର ସେବନ କରିବା ଦ୍ଵାରା ଯାହା ଷ୍ଟୋ-ନ ମିଳାଇ ଆପଣଙ୍କ ପରିସ୍ରା ବାଟେ ବାହାରି ଜୀବ । ଆଶାନ୍ତୁ  ଜାଣିବା ଏହି ଉପଚାର କେମିତି ବନାଇବା ଓ କେମିତି ସେବନ କରିବା । ଏଠି ପାଇଁ ଆପଣଙ୍କୁ ଗୋଟିଏ ପତ୍ରର ଆବସ୍ୟକ ପଡିବ ତାହା ହେଉଛି ଅମର ପୋଇ । ଏହି ପତ୍ରର ଆବଶ୍ୟକତା ପଡିବ ଚାରି ରୁ ପାଞ୍ଚଟା, ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ ।


ତାପରେ ଆମେ ଏହାକୁ ଅଳ୍ପ ପାଣି ଦେଇ  ଗ୍ରାଇଣ୍ଡ କରିନେବା । ଏହାକୁ ଭଲ ଭାବେ ଛାଣିକି ସେଇ ରସରେ ଗୋଟେ ଗ୍ଲାସ ପାଣି ମିଶାନ୍ତୁ । ଆପଣ ସ୍ଵାଦ ପାଇଁ ଅଳ୍ପ ବିଟ ଲୁଣ ମିଶାଇ ପାରିବେ । ଆଉ ଫାଳେ ଲେମ୍ବୁ ରସ ଆପଣ ଏଥିରେ ମିଶାଇ ପାରିବେ । ଫଳରେ ଏହାର ସ୍ଵାଦ ଭଲ ଲାଗିଥାଏ ଓ ଆପଣ ଏହାକୁ ସହଜରେ ସେବନ କରିପାରିବେ । ଏବେ ଆପଣଙ୍କର ଏହି ଡ୍ରିଙ୍କ ପ୍ରସ୍ତୁତ ହୋଇଯାଇଛି । ଦିନରେ ଆପଣଙ୍କୁ ଚାରିଥର ଏହି ଭଳି ବନାଇ ପିଇବାକୁ ପଡିବ । ଯଦି ଆପଣ ଚାହିଁବେ ଠାରେ ବନାଇ ଏହାକୁ ରଖୀ ପାରିବେ ଆଉ ଦିନସାରା ଏହାର ସେବନ କରିପାରିବେ ।


ଯଦି ଆପଣ ଦିନକୁ ଗୋଟେ ଗ୍ଲାସ ଲେଖା ସେବନ କରୁଛନ୍ତି ତେବେ ପନ୍ଦର ଦିନ ପର୍ଯ୍ୟନ୍ତ ଏହାକୁ ସେବନ କରିବାକୁ ହେବ । ଯଦି ଆପଣ ଦିନରେ ଚାରି ଗ୍ଲାସ ଏହାର ସେବନ କରିବେ ତେବେ ମାତ୍ର 2 ରୁ 3 ଦିନ ଏହାର ସେବନ କରନ୍ତୁ ଦେଖିବେ ଆପନ୍ନକ ଶରୀରରେ ଯେତେବଡ ଷ୍ଟୋ-ନ ହୋଇଥାଉ ତାହା ମେଲ୍ଟ ହୋଇ ପରିସ୍ରାରେ ମିଳାଇ ଜୀବ । ଏହା ବହୁ ପୁରାତନ ଉପାୟ ଅଟେ ।ଏହାର ପ୍ରୟୋଗ ଦ୍ଵାରା ବିନା ସ-ର୍ଜ-ରୀରେ ଆପଣ ଷ୍ଟୋ-ନ ବାହାର କରିପାରିବେ ।

Leave a Reply

Your email address will not be published. Required fields are marked *