ବାହାଘର ହବାକୁ ବାଧା ଆସୁ ଅଛିକି? ତେବେ ପୂର୍ଣ୍ଣିମା ରାତିରେ କରନ୍ତୁ ଏହି ୫ ଟି କାମ

ସାଙ୍ଗମାନେ ବାହାଘର ଗୋଟେ ଏମିତି ବନ୍ଧନ ଅଟେ ଯେଉଁଥିରେ ସବୁ ମଣିଷ ଗୋଟେ ନା ଗୋଟେ ଦିନ ଏ ବନ୍ଧନ ବନ୍ଧାହେବେ । ଖାଲି ଏତିକି ଫରକ୍ ହେଉଛି କି କିଛି ଲୋକଙ୍କ ବାହାଘର ନିଜ ମନମୁତାବକ ହେଇଯାଏ ତ ସେଠୀ ଆଉ କିଛି ଲୋକଙ୍କ ଲକ୍ଷେ ଚେଷ୍ଟା ପରେ ବି ନିଜ ପାଇଁ ଜୀବନସାଥୀ ଖୋଜିବାରେ ରହିଯାନ୍ତି । ଆଜି ଆମେ ଆପଣକୁ କିଛି ଏମିତି ଉପାୟ କହିବୁ ଯାହାକୁ କରିବ ପରେ ଆପଣଙ୍କ ବାହାଘର ଆସିବାକୁ ଥିବା ସବି ବାଧାବିଘ୍ନ ଦୁର ହେଇଯିବ ।

ଏହି ଉପାୟ କୁ ପୁଅ ଆଉ ଝିଅ ଦୁହେଁ କରିପାରିବେ-

ପୂର୍ଣ୍ଣିମାର ରାତିରେ ବରଗଛ ର ପାଖରେ ଜାନ୍ତ୍ ଆଉ ସେହିଠି ସୋରିଷ ତେଲ ର ଦ୍ଵୀପ ଲଗାନ୍ତୁ । ତାପରେ ସେହି ଗଛରେ କୁକୁମରେ ତମ ନାର ପ୍ରଥମ ଅକ୍ଷର , ଜନ୍ମ ତିଥି ଆଉ ସମୟ ଲେଖିଦିଅ । ତାପରେ ବରଗଛ ର ୧୫ ଥର ପରିକ୍ରମା କର । ଏହି କାମ କରିବା ଆପଣକୁ ସିଧା ଘରକୁ ଯାଇ ଶୋଇବାର ଅଛି । ଆଉ ତା ଭିତରେ ଆପଣଙ୍କୁ କାହା ସାଙ୍ଗରେ କିଛି କଥାବାର୍ତ୍ତା କରିବାର ନାହିଁ । ଯଦି ରସ୍ଥାରେ କେହି ଅଟକାଇଲେ ତ ତାଙ୍କ ଉପରେ ଧ୍ୟାନ ବିଦେବେନି ବାସ୍ ଘରକୁ ଯାଏ ସୋଇଜାଉନ୍ତୁ ।

ପୂର୍ଣ୍ଣିମାର ରାତିରେ ଶିବ ମନ୍ଦିରରେ ଗୋଟେ ଧାଳରେ ରେ ପାଣି ଆଉ ଗୋଟେ ପାନପତ୍ର ନେ଼ଇକି ଜାଅନ୍ତୁ । ଏବେ ସେହି ଶିବ ଠାକୁରଙ୍କୁ ହାତ ଯୋଡ଼ି ପାନ ପତ୍ର ସହାୟତା ରେ  ୧୦୮ ଥର ଶିବଲିଙ୍ଗ ଉପରେ ପାଣି ଚିଁଛନ୍ତୁ । ଏହାଦ୍ବାରା ଓମ୍ ନମ୍ଃ ଶିବାୟ ର ଯାପ କରନ୍ତୁ । ଏହା କରିବାଦ୍ୱାରା ୧୦୮ ଦିଗ ଭିତରୁ ଆପଣଙ୍କୁ ବାହାଘର ସଂକେତ ମିଳିବ ଆରମ୍ଭ ହେଇଯିବ । ପୂର୍ଣ୍ଣିମାର ଦିନରେ ନାଲି ଓଢନି କିମ୍ଵା ଶାଢ଼ୀ, କନ୍ଧୀ,ମୋତିର ମାଳ, ମେହେନ୍ଦି, କୁକୁମର ଦବ୍ବା,ଆଉ କିଛି ପଇସା ଦକ୍ଷିଣା ପାଇଙ୍ଗୋଟେ ଥାଳି ରେ ସଜାଇ ଦିଅ । ଅବେ ଏହି ଥାଳିକୁ ମା ଦୂର୍ଗାଙ୍କ ଆଗରେ ରଖି ପୂଜର୍ଚ୍ଚନା କରନ୍ତୁ , ତାପରେ ଏହି ସବୁ ଜିନିଷକୁ କଉ ଗରିବ ମହିଲକୁ ଦନକରିଦିଅ । ଏହା କରିବାଦ୍ୱାରା ବର୍ଷକ ଭିତରେ ବାହାଘର ର ବହୁତ୍ ଭଲ ହବାକୁ ଲାଗିବ ।

ପୂର୍ଣ୍ଣିମା ବାଲା ଦିନରେ ପାଖରେ କଉ ଶନିମନ୍ଦିର ରେ ଜାଇକରି ତେଲ ଚଢ଼ାନ୍ତୁ । ସେହି ଦିନ ଆପଣକୁ ଶାନି ଠାକୁରଙ୍କୁ ନାମରେ ବ୍ରତ ରଖିବାକୁ ହବ । ଆଉ ଆପଣକୁ ଦିନରେ ଗୋଟେ ଥର ବିନା ଲୁଣ ବାଲା ଖାଦ୍ୟ ଖାଇବାକୁ ପଡିବ । ଏହି ଉପାୟ ଆପଣକୁ କମସେ କମ୍ ୩ ପୂର୍ଣ୍ଣିମା ଯାଏ କରିବାକୁ ପଡ଼ିବ । ଏମିତି କରିବାଦ୍ୱାରା ଆପଣଙ୍କ ବାହାଘର ରେ ଆସିବାର ଥିବା ସବୁ ବାଧବିଘ୍ନ ଶେଷ ହୋଇଯିବ । ପୂର୍ଣ୍ଣିମା ବାଲା ଦିନ ଘରେ କ୍ଷୀର , ପୁରି , ମିଠା ଭୋଜନ ବନାନ୍ତୁ ଆଉ ଶେଷରେ ସେହି ଖାଦ୍ୟର କିଛି ପରିମାଣ କଉ ଜୀବକୁ ଯେମିତି ଗାଈ ଇତ୍ୟାଦି ଖାଇବାକୁ ଦିଅ ଆଉ ଆଉ ନିଜେ ବି ଖାଦ୍ୟ ସେବନ କର ଏହା କରିବା ଦ୍ୱାରା ବାହାଘର ର ଯୋଗ ଜଲ୍ଦୀ ହୁଏ !

Leave a Reply

Your email address will not be published. Required fields are marked *