ବାହାନା କରି କାନ୍ଦୁଛି ସ୍ତ୍ରୀ, ନିଜେ ନିଜେ ଲିଭାଇ ଦେଇଛି ମଥା ସିନ୍ଦୁର! ଆଉ ତା ପରେ… ଦେଖନ୍ତୁ Video

ବନ୍ଧୁଗଣ ସ୍ତ୍ରୀ ର ପରକ୍ରିୟା ପ୍ରୀତି ପାଇଁ ଚାଲିଗାଳ ସ୍ବାମୀର ଜୀବନ । ଦର୍ଶକ ବନ୍ଧୁ ୬ ବର୍ଷର ଦାଂପତ୍ଯ ଜୀବନରେ ଆସିଲା ଝଡ । ଆଉ ଏହି ଝଡର ମୁଖ୍ୟ କାରଣ ଥିଲା ସ୍ତ୍ରୀ । ସ୍ତ୍ରୀ କୁ ବାରମ୍ବାର ମନା କରିଥିଲା ସ୍ଵାମୀ କିନ୍ତୁ ସ୍ବାମୀର କଥା ନ ଶୁଣି ସ୍ତ୍ରୀ ପରକ୍ରିୟା ପ୍ରୀତିରେ ମାଟିଥିଲା । ଅନ୍ୟ ପୁରୁଷ ସହ ସମ୍ପର୍କ ରଖିଥିଲା । କିନ୍ତୁ ସ୍ବାମୀର କଷ୍ଟକୁ କେବେ ବୁଝି ନ ଥିଲା ସ୍ତ୍ରୀ ଆଉ ଶେଷରେ ସ୍ଵାମୀ ଜୀବନ ହାରିଦେଲା । ତେବେ ଏବେ ସ୍ତ୍ରୀ କୁଆଡେ ବାହାନା କରୁଛନ୍ତି ଯାହା ଗାଁ ଲୋକେ କହୁଛନ୍ତି ।

କାରଣ ଗାଁ ଲୋକେ ଜାଣିଛନ୍ତି ସ୍ତ୍ରୀ ପର ପୁରୁଷ ସହ ସମ୍ପର୍କ ରଖନ୍ତି । କିନ୍ତୁ ଏବେ ସ୍ଵାମୀ ଚାଲିଗଲା ପରେ ସ୍ତ୍ରୀ କହୁଛି ରୁଣ ଟଙ୍କା କୁ ନେଇ ସ୍ଵାମୀ ଚାଲି ଯାଇଛି । ତେବେ ଆହା ଭିତରେ କେଉଁଠି ସତ କେଉଁଠି ମିଛ ତାହା ସମୟ ଆସିଲେ ତଦନ୍ତ ଜଣା ପଡିବ । ତେବେ ଏହି ଘଟଣା ଟି ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକଳାପଡା ବ୍ଲକ ଜମ୍ବୁ ଗାଁ ର ଏ । ଏହ ଗାଁ ର ରାମକୃଷ୍ଣ ମଣ୍ଡଳ ୨୦୧୬ରେ ସେହି ଗାଁ ର ଝିଙ୍କି କର ଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟଙ୍କର ଦାମ୍ପତ୍ୟ ଜୀବନ ବେସ ହସ ଖୁସି ରେ ବିତୁଥିଲା ।

ଛୋଟ ଛୋଟ ଦୁଇ ପିଲାଙ୍କୁ ନେଇ ଖୁସି ହେଉଥିଲେ ପରିବାର ଲୋକେ । ଆଉ ହଠାତ ବୈବାହିକ ଜୀବନରେ ଆସିଲା ଝଡ । ଆଉ ସ୍ତ୍ରୀ ଙ୍କ ଜୀବନରେ ପର ପୁରୁଷର ଏଣ୍ଟ୍ରି କୁ ସାହିପାରୁ ନ ଥିଲା ସ୍ଵାମୀ । ଏଥିପାଇଁ ବାରମ୍ବାର ସ୍ଵାମି ସ୍ତ୍ରୀ ଙ୍କ ମଧ୍ୟରେ ଲାଗୁଥିଲା କଳହ । ପର ପୁରୁଷ ସହ ସମ୍ପର୍କ ରଖୁଥିବାରୁ ପୁଅ କୁଆଡେ ଜୀବନ ହାରି ଦେଇଛି ବୋଲି କହି କାନ୍ଦି କାନ୍ଦି କହିଛି ମା । ଆଉ ଏପଟେ ବାପା କହୁଛି ପର ପୁରୁଷ ସହ ସମ୍ପର୍କ ଥିବାରୁ ମୋ ବୋହୂର ମୋ ପୁଅ ବିରୋଧ କରୁଥିଲା ।

ଗତ ୧୧ରେ ମୋ ପୁଅକୁ ଖାଦ୍ଯରେ ବିସ ଦେଇ ମାରି ଦେଇଛି ବୋହୂ । ତେବେ ଜମ୍ବୁ ଥାନାରେ ମୃତ୍ୟୁବରଣ କରିଥିବା ରାମକୃଷ୍ଣ ଙ୍କ ବାପା ଲିଖିତ ଅଭିଯୋଗ କରିଛନ୍ତି । ତେବେ ମୃତ ରାମକୃଷ୍ଣ ଙ୍କ ଶରୀରର ପୋଷ୍ଟ ମର୍ଟମ ହୋଇ ଆସିବାପରେ ଏବେ ଗାଁ ରେ ଉତେଜଜନା ଦେଖିବାକୁ ମିଳିଛି । ତେବେ ରାମକୃଷ୍ଣ ଙ୍କୁ ନ୍ୟାୟ ଦେବା ଏପାଇଁ ମହିଳା ମାନେ ଦୋଷୀ କୁ ଉଚିତ ଦଣ୍ଡ ଦେବା ପାଇଁ ଦାବି କରି ଆସାମୀ କୁ ଆରେଷ୍ଟ କରି ରାଜ ରାସ୍ତା ରେ ଆନ୍ଦୋଳନ କରିଛନ୍ତି ।

ତେବେ ମୃତ ଶରୀର ସଂସ୍କାର ନ ହୋଇ ଘର ଆଗରେ ପଡି ରହିଥିଲା । ଦୋଷୀ କୁ ନ୍ୟାୟ ନ ମିଳିବା ଯାଏଁ ମୃତ ଶରୀର ସେମିତି ପଡି ରହିବ ବୋଲି ପରିବାର ଲୋକେ କହିଥିଲେ । ତେବେ ଦେଖିବାକୁ ବାକି ରହିଲା ପୋଲିସ ଏହାର ତଦନ୍ତ କେମିତି କରୁଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *