ଯେବେ ମ-ଦ ପିଇ ଆସୁଥିଲେ ଅତିଥି, Bathroom ଟାଣି ନେଉଥିଲେ Archhana! ଆଉ ତା ପରେ…

ଦର୍ଶକ ବନ୍ଧୁ ମଥାରେ ସିନ୍ଦୁର, ହାତରେ ଶଙ୍ଖା ଓ ଗଲା ରେ ମଙ୍ଗଳସୂତ୍ର । କିନ୍ତୁ ଆଖିରେ କେବଳ କାମର ଚିନ୍ତା ଆଉ ପୁଳା ପୁଳା ଟଙ୍କାର ଲୋଭ । ତେବେ ରଚଚ୍ନା ନାଗ ବଡ ବଡ ଲୋକିଆଙ୍କ ସହ ସମ୍ପର୍କରେ ଆସିବା ପରେ ନିଜ ରାଜପ୍ରସାଦକୁ ଡାକୁଥିଲେ । ରାଜପ୍ରସାଦ ପରି ଏ ଘରେ ଭିତରେ ରହିଛି ଚାକଚକ୍ୟ ହୋଇ ବେଦ ରୁମ । ଯେବେ ଅତିଥି ମାନେ ମଦ ପିଇ ଆସୁଥିଲେ ସେତେବେଳେ ଅର୍ଚ୍ଚନା ଦେଉଥିଲେ ଭିନନା ପ୍ରକାରର ଚର୍ଚ୍ଚା । ଅର୍ଚ୍ଚନା କୁଆଡେ ଅତିଥିଙ୍କୁ ବାଥୃମ ଭିତରକୁ ଟାଣି ନେଇ ସବୁ ସାୱାର ଟ୍ଯାପ ଖୋଲି ଦେଉଥିଲେ ।

ଆଉ କୁଆଡେ ସେହି ବାଥୃମରେ ମିଶି ଅର୍ଚ୍ଚନା ଭିଜୁଥିଲେ । ଆଉ ଧୀରେ ଧୀରେ ଅତିଥିଙ୍କ ନିଶା ଛାଡିବା ସହ ଅତିଥିଙ୍କୁ ବେଦ ରୁମ କୁ ଟାଣି ଆଣି ରଖୁଥିଲେ ଅନୈତିକ ସମ୍ପର୍କ । ଆଉ ସେହି ବେଡ ରୁମ ରେ ଲାଗିଥାଏ ଅନେକ ସାରା ସିସିଟିଭି କ୍ୟାମେରା । ଆଉ ଅତିଥି ମାନେ ଭୁଲରେ ବି ଜାଣି ପାରନ୍ତି ନାହି କି ବେଡ ରୁମ ରେ ଲାଗିଛି କ୍ୟାମେରା । ଆଉ ଶାରିରୀକ ସମ୍ପର୍କର ଗୋଟିଏ ଗୋଟିଏ ଦୃଶ୍ୟକୁ ସେପଟେ କଏଡ କରିଥାଏ କ୍ୟାମେରା ।

ଆଉ ପରେ ସେହି ଭିଡିଓ କୁ ଭାଇରାଲ କରି ଦେବେ ବୋଲି ଧମକ ଦେଉଥିଲେ ଅର୍ଚ୍ଚନା ନାଗ । ଆଉ ଏଥିରେ ସାମିଲ ହେଉଥିଲେ ଅର୍ଚ୍ଚନା ଙ୍କ ସ୍ଵାମୀ ଜଗବନ୍ଧୁ । ସ୍ଵାମୀ ସହାଯୋଗ କରିବା ସହ ସବୁ କାଇଦା ଜାଣିଥିଲେ । ସ୍ଵାମୀ ସ୍ତ୍ରୀ ମିଶି ବ୍ଲାକ ମେଲ କରୁଥିଲେ । ଆଉ ସେହି ଟଙ୍କାରେ ଗଢି ଉଠିଥିଲା ଅର୍ଚ୍ଚନା ଙ୍କ ସାମ୍ରାଜ୍ୟ ତାହା ଆପଣ ମାନେ ଜାଣିଥିବେ । ତେବେ ଅତିଥି ମାନେ ଯେବେ ରୁମ କୁ ଆସୁଥିଲେ ସ୍ଵାମୀ ସବୁ ଜାଣୁଥିଲେ କିନ୍ତୁ ସ୍ତ୍ରୀ କୁ ଛାଡି ଆଉ ଗୋଟେ ରୁମ କୁ ଚାଲି ଯାଉଥିଲେ ।

ଆଉ ଟଙ୍କାର ଲୋଭ ଦେଖି ଜଗବନ୍ଧୁ ସେୟା କରୁଥିଲେ ଯାହା ଅର୍ଚ୍ଚନା କରୁଥିଲେ । ସ୍ତ୍ରୀ ର ଏଭଳି କାମରେ ରାଜି ହୋଇ ଦୁହେଁ ମିଶି କମାଉଥିଲେ କୋଟି କୋଟି ଟଙ୍କା । ଅନେକ ସମୟରେ ଜଣା ପଡିଛି ଯେତେ ଗେଷ୍ଟ ମାନେ ଘରକୁ ଆସୁଥିଲେ ସେହି ସମୟରେ ନିଶାଶକ୍ତ ଅବସ୍ଥାରେ ଆସୁଥିଲେ ଆଉ ସେମାନଙ୍କୁ କାବୁ କରୁଥିଲେ ଅର୍ଚ୍ଚନା । ଆଉ କାବୁ କରିବା ପରେ ରଖୁଥିଲେ ସମ୍ପର୍କ । ଆଉ ତାହା ସହଜରେ ବୁଝିପାରି ନ ଥିଲେ ବଡ ବଡିଆ ଲୋକେ ।

ଆଉ ସିଧା ସଳଖ ଫସି ଯାଉଥିଲେ ଆଉ ପରେ ଭିଡିଓ ଭାଇରାଲ ହେବାର ଧମକ ଦେବା ପରେ ବ୍ଲାକ ମେଲ ରେ ଶିକାର ହୋଇ ବାଧ୍ୟ ହୋଇ ଟଙ୍କା ଦେଉଥିଲେ ବଡ ବଡିଆ ଲୋକେ । ସେହି ଟଙ୍କାରେ ଗଢିଛନ୍ତି ଅର୍ଚ୍ଚନା ନାଗ ନିଜର ବିଶାଳ ରାଜପ୍ରସାଦ ଯାହାକୁ ଦେଖିଲେ କାହାର ବି ଆଖି ଖସିଯିବ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *