ପ୍ରଥମ ଥର ପାଇଁ ଦେଖନ୍ତୁ ଅଭିନେତ୍ରୀ Tilottama ଙ୍କ ସ୍ଵାମୀ, ନାତି, ଝିଅ ଓ ପୁରା ପରିବାର

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଟେଲିଭିଜନ ଜଗତର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଅଭିନୟ ମାଧ୍ୟମ ରେ ଦର୍ଶକ ମାନଙ୍କର ହୃଦୟ ରେ ରାଜ କରି ପାରିବାରେ ସଫଳ ହୋଇଛନ୍ତି । ଆଉ ଏମିତି ମଧ୍ୟ କିଛି କଳାକାର ମାନେ ଅଛନ୍ତି ଯେଉଁ ଟିଭି ପରଦାରେ ଅଭିନୟ କରିବା ସହ ନିଜର ବ୍ୟକ୍ତିଗତ ଲାଇଫ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଟିଭି ଜଗତରେ କାମ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ଆଜିର ସମୟରେ ଘରେ ଘରେ ଲୋକପ୍ରିୟ ହୋଇ ପାରିଛନ୍ତି ।

ଆଜି ଆମେ ଆପଣଙ୍କୁ ଅଭିନେତ୍ରୀ ତିଳୋତ୍ତମା ଙ୍କ ପରିବାର ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ତିଳୋତ୍ତମା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଟିଭି ପରଦାରେ ଖୁବ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କର ମନ ଜିଣିବାରେ ସଫଳ ହୋଇଛନ୍ତି । ତେବେ ତାଙ୍କର ଅଭିନୟ ଯେତିକି ସୁନ୍ଦର ସେ ଦେଖିବାକୁ ମଧ୍ୟ ସେତିକି ସୁନ୍ଦର ଅଟନ୍ତି । ସେ ଟିଭି ଇଣ୍ଡଷ୍ଟ୍ରି ରେ ଅନେକ ସାରା ସିରିଏଲେ ରେ ନିଜର ବେଷ୍ଟ ଦେଇଛନ୍ତି ଆଉ ତାଙ୍କର ଦମଦାର ଅଭିନୟ ପାଇଁ ସେ ବେଶ ଫ୍ୟାମ୍ସ ମଧ୍ୟ ହୋଇ ପାରିଛନ୍ତି ।

ତେବେ ସବୁଠାରୁ ଦୁଖର ବିଷୟ ତାଙ୍କର ପରଲୋକ ଘଟିଛି । ତେବେ ତାଙ୍କ ପରିବାର କହିବାକୁ ଗଲେ ତାଙ୍କ ସ୍ଵାମୀ, ଝିଅ ଓ ନାତି ମାନେ ଅଛନ୍ତି ଯାହାଙ୍କ ସହ ସେ ହସ ଖୁସି ରେ ସମୟ ବ୍ଯତୀତ କରନ୍ତି । ତେବେ ତାଙ୍କ ସ୍ଵାମୀ ତାଙ୍କୁ ଅଭିନୟ କରିବାରେ ବହୁତ ସହଯୋଗ କରିଥାନ୍ତି । ଆଉ ତାଙ୍କ ଝିଅ ମାନେ ମଧ୍ୟ ତାଙ୍କ ଭଳି ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ତାଙ୍କର ନାତି ମାନେ ମଧ୍ୟ ଯାହାଙ୍କ ସହ ତିଳୋତ୍ତମା ନିଜର ବାକି ସମୟ ବ୍ଯତୀତ କରିବାକୁ ପସନ୍ଦ କରିଥାନ୍ତି ।

ଏହି ଭିଡିଓ ରେ ତାଙ୍କ ପୁରା ପରିବାରର ଫୋଟୋ ରହିଛି ଯାହା ଆପଣ ମାନେ ଦେଖି ପାରିବେ । ସେ ଅନେକ ସାରା ସିରିଏଲ ରେ ଚମତ୍କାର ଅଭିନୟ କରି ଅନେକ ସାରା ଆୱାର୍ଡ ମଧ୍ୟ ପାଇଛନ୍ତି । ତାଙ୍କ ପରିବାର ସହ ସେ ଫ୍ରୀ ଟାଇମ ରେ ସମୟ ବ୍ଯତୀତ କରିବାକୁ ପସନ୍ଦ କରନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କର ବିୟୋଗ ରେ ଟିଭି ଇଣ୍ଡଷ୍ଟ୍ରି ରେ ଶୋକର ଛାୟା ଖେଳି ଯାଇଛି ।

ସତ କହିବାକୁ ଗଲେ ବର୍ତ୍ତମାନ ସମୟରେ ଓଡିଆ କଳାକାର ମାନେ ଆରପାରିକୁ ଚାଲି ଯାଉଛନ୍ତି ଯାହା ପାଇଁ ଓଡିଆ ଇଣ୍ଡଷ୍ଟ୍ରି ର ଅବସ୍ଥା ଏବେ ଶୋଚନୀୟ ହୋଇ ପଡିଲାଣି । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ତିଳୋତ୍ତମା ଙ୍କ ପରିବାର କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *