୩୮ ପ୍ରକାର ରୋଗକୁ ମୂଳରୁ ଶେଷ କରେ ଅଖରୋଟ- ୯୯% ଲୋକ ଜାଣି ନାହାନ୍ତି ଏହାକୁ ଖାଇବାର ସଠିକ ତରିକା- Health Tips

ଆଜିକା ସମୟରେ କାହା ପାଖାରେ ଏତେ ସମୟ ନାହିଁ ଯେ ସେ ନିଜ ଖାଦ୍ୟ ପ୍ରଣାଳୀ ବିଷୟରେ ବସି ଚିନ୍ତା କରନ୍ତୁ ବା ଭାବନ୍ତୁ କି କଣ କରିବା ଦ୍ଵାରା ସ୍ୱାସ୍ଥ୍ୟ ଭଲ ହବ । ଆଜିକା ସମୟରେ ସମସ୍ତେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ଅଛନ୍ତି କିନ୍ତୁ କେହି ଜାଣି ନାହାନ୍ତି ଯେ ଆମେ ରୋଜଗାର ବଞ୍ଚିବା ପାଇଁ କରୁଛୁ ଆଉ ଭଲରେ ହେଉ ବା ମନ୍ଦରେ ବଞ୍ଚିବା ପାଇଁ ଖାଦ୍ୟ ସବୁଠାରୁ ଆବଶ୍ୟକ ଜିନିଷ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ପ୍ରତିଦିନ ମୁଠାଏ ଖାଇଲେ ଆପଣଙ୍କୁ କିଛି ବି ରୋଗ ହବ ନାହିଁ ଆଉ ଆମେ ତାହା ଲାଭକାରୀ ଗୁଣ ବିଷୟରେ ମଧ୍ୟ କହିବାକୁ ଯାଉଛୁ ।

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ପେଟ ଆମ ଶରୀର ର ଏକ ମାତ୍ର କେନ୍ଦ୍ର ହୋଇଥାଏ, ତେବେ ପେଟ ସଠିକ ନ ରହିଲେ ଆମକୁ ହଜାର ପ୍ରକାର ରୋଗ ର ସାମ୍ନା କରିବାକୁ ପଡିଥାଏ । ତେବେ ସମସ୍ତଙ୍କୁ ନିଜ ପେଟ ବିଷୟରେ ଚିନ୍ତା କରିବା ଆବଶ୍ୟକ ହୋଇଥାଏ ପେଟ ଭଲ ରହିଲେ ଆପଣ ବହୁତ ପ୍ରକାର ରୋଗରୁ ବଞ୍ଚି ପାରିବେ । ତେବେ ବହୁତ ଲୋକଙ୍କୁ କଂଷ୍ଟିପେସନ ସମସ୍ୟା ହୋଇଥାଏ ଆଉ ଏହା ଦ୍ଵାରା ଆମ ପାଚନ ପ୍ରକ୍ରିୟା ବହୁତ ଧୀରେ ହୋଇଥାଏ ଯାହା ଫଳ ସ୍ୱରୂପ ଅନ୍ୟ କେତେ ପ୍ରକାର ରୋଗ ଆମ ଶରୀରକୁ ମାଡି ବସନ୍ତି ଆଉ ମଣିଷ ସବୁଦିନ ପାଇଁ ରୋଗୀ ହୋଇଥାଏ ।

ତେବେ ଆପଣ ମାନେ ଅଖରୋଟ ବିଷୟରେ ବହୁତ ଶୁଣିବାକୁ ପାଇଥିବେ ଆପଣ ମୁଠେ ଅଖରୋଟ ରାତିରେ ପାଣିରେ ଭେଦେଇ ଦିଅନ୍ତୁ ଆଉ ସକାଳେ ଉଠି ଏହାକୁ ଶୁଖାଇ ସେବନ କରନ୍ତୁ । ଏହାକୁ ସେବନ କରିବା ଦ୍ଵାରା ଏହା ଆପଣଙ୍କ ଶାରିଆରରେ ଏମିତି ଗୋଟେ ଏନଯାଇମ ତିଆରି କରିଥାଏ ଯାହା ଆପଣଙ୍କ ପାଚନ ପ୍ରକ୍ରିୟାକୁ ସହଜ କରିବା ସହ ଆପଣଙ୍କ କଷ୍ଟ ଝାଡାକୁ ଆରାମ ଦାୟକ କରିଥାଏ ଯାହା ଫଳ ସ୍ୱରୂପ ଆପଣଙ୍କୁ ବହୁତ ପ୍ରକାର ଆରମ ମିଳିଥାଏ ।

ତେବେ ଅଖରୋଟ ବିଷୟରେ ବହୁତ ପ୍ରକାର ଅଧ୍ୟୟନ କରା ଯାଇଛି ଆଉ ଏହା ଦ୍ଵାରା ଜଣା ପଡିଛି ଯେ ଅଖରୋଟ ଖାଇବା ମଣିଷକୁ କେବେ କ୍ୟାନ୍ସର ଭ;ଌ ଭୟଙ୍କର ରୋଗ ହୁଏ ନାହିଁ କିନ୍ତୁ ଯଦି ହୋଇଛି ତେବେ ବି କଣ୍ଟ୍ରୋଲ ହୋଇଥାଏ ସେଥିପାଇଁ ସକାଳେ ଉଠି ଅଖରୋଟ ଖାଇବା ଅଭ୍ୟାସ କରନ୍ତୁ ଆପଣଙ୍କ ପାଇଁ ଲାଭକାରୀ ହବ । ତେବେ ମନେ ରଖିବେ ଅଖରୋଟ ଉପର ଚୋପା ଛଡାଇବେ ନାହିଁ କାହିଙ୍କିନା ୮୦ % ପ୍ରୋଟିନ କେବଳ ଚୋପା ରେ ରହିଥାଏ ବହୁତ ଲୋକ ଏହା ଟିକେ ପିତା ଲାଗେ ବୋଲି ବାହାର କରି ଦିଅନ୍ତି କିନ୍ତୁ ଆପଣ ସେହି ଭୁଲ କରିବେ ନାହିଁ ।

Leave a Reply

Your email address will not be published. Required fields are marked *