‘ୟେ ରିସ୍ତା କ୍ଯା କେହେଲାତା ହୈ’ ର କଳାକାର ନିଜ ପିଲାଦିନେ ଦେଖା ଯାଉଥିଲେ ଏମିତି, Hina Khan ଙ୍କୁ ଦେଖିଲେ ଆପଣ ଚିହ୍ନି ପାରିବେନି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଟିଭି ସିରିଆଲ ୟେ ରିସ୍ତା କ୍ୟା କେହେଲାତା ହୈ ତ ନିଶ୍ଚିତ ଭାବରେ ଦେଖିଥିବେ । ଏହି ସିରିଆଲ ପାଖାପାଖି ୧୨ ବର୍ଷ ହେବ ଟିଭି ଇଣ୍ଡଷ୍ଟ୍ରୀ ରେ ନିଜର କାୟା ବିସ୍ତାର କରିଛି ଏବଂ ଏହି ସିରିଆଲ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଟିଭି ରେ ପ୍ରସାରିତ ହେଉଛି । ଏହି ସିରିଆଲ ରେ ଅଭିନୟ କରିଥିବା ସମସ୍ତ କଳାକାର ନିଜର ଦମଦାର ଅଭିନୟ ପ୍ରଦର୍ଶନ କରିଛନ୍ତି ଏବଂ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସିରିଆଲ ରେ ଅଭିନୟ କରିଥିବା କଳାକାର ମାନେ ନିଜର ପିଲାଦିନ ରେ କିପରି ଦେଖା ଯାଉଥିଲେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. କରନ୍ ମେହେରା- ବନ୍ଧୁଗଣ ଏହି ସିରିଆଲ ରେ ଅକ୍ସରା ଙ୍କ ପତି ନୈତିକ ର ଭୂମିକା ରେ ଅଭିନୟ କରିଥିବା ଏହି କଳାକାର ବର୍ତ୍ତମାନ ଯେପରି ଭାବରେ ହ୍ୟାଣ୍ଡସମ ଏବଂ ଗୁଡ ଲୁକିଙ୍ଗ ଦେଖାଯାଉଛନ୍ତି ସେହିପରି ଭାବରେ ଏହି ଅଭିନେତା ନିଜର ପିଲାଦିନ ରେ ମଧ୍ୟ ବହୁତ ହି ସୁନ୍ଦର ଏବଂ କ୍ୟୁଟ ଦେଖାଯାଉଥିଲେ । ଆପଣ ମାନେ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ ଯେ ନିଜ ମାଆ ଙ୍କ ସହିତ ଏହି ଅଭିନେତା ପିଲାଦିନ ରେ କେତେ କ୍ୟୁଟ ଦେଖାଯାଉଥିଲେ ।


୨. ହିନା ଖାଁ- ବନ୍ଧୁଗଣ ଏହି ସିରିଆଲ ରେ ଅକ୍ସରା ନାମକ ମୁଖ୍ୟ ଭୂମିକା ରେ ଅଭିନୟ କରିଥିବା ଏହି ଅଭିନେତ୍ରୀଙ୍କ ସୁନ୍ଦରତା ବର୍ତ୍ତମାନ ଅନେକ ଅଭିନେତ୍ରୀ ଙ୍କ ଉପରେ ଭାରୀ ପଡ଼ିଛି । ଏହି ଅଭିନେତ୍ରୀ ବର୍ତ୍ତମାନ ଯେତେ ଅଧିକ ସୁନ୍ଦର ଦେଖା ଯାଉଛନ୍ତି ନିଜ ପିଲାଦିନ ରେ ମଧ୍ୟ ସେତେ ସୁନ୍ଦର ଏବଂ କ୍ୟୁଟ ଦେଖା ଯାଉଥିଲେ । ଆପଣ ମାନେ ଏହି ଫଟୋ ମାଧ୍ୟମରେ ଦେଖି ପାରିଥିବେ ହ୍ଵାଇଟ ଫ୍ରକ୍ ରେ ଅଭିନେତ୍ରୀ ହିନା ଖାଁ ଛୋଟ ବେଳେ କେତେ ସୁନ୍ଦର ଏବଂ କ୍ୟୁଟ ଦେଖାଯାଉଥିଲେ ।


୩. ମୋହସିନ ଖାଁ- ବନ୍ଧୁଗଣ ଏହି ସିରିଆଲ ରେ କାର୍ତ୍ତିକ ନାମକ ଭୂମିକା ରେ ଅଭିନୟ କରିଥିବା ଏହି ଅଭିନେତା ବର୍ତ୍ତମାନ ଯେତେ ହ୍ୟାଣ୍ଡସମ ଦେଖା ଯାଉଛନ୍ତି ନିଜର ପିଲା ଦିନରେ ମଧ୍ୟ ସେତେ ସୁନ୍ଦର ଏବଂ କ୍ୟୁଟ ଦେଖା ଯାଉଥିଲେ । ଯାହା ଆପଣ ମାନେ ନିଶ୍ଚିତ ଭାବରେ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ ।


୪. ଶିବାଙ୍ଗି ଯୋଶୀ- ବନ୍ଧୁଗଣ ଏହି ସିରିଆଲ ରେ ନାଏରା ନାମକ ଚରିତ୍ର ରେ ମୁଖ୍ୟ ଭୂମିକା ରୂପରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ବର୍ତ୍ତମାନ ବହୁତ ସୁନ୍ଦର ଏବଂ ଷ୍ଟାଇଲିସ ଦେଖାଯାଉଛନ୍ତି । ଏହି ଅଭିନେତ୍ରୀ ବର୍ତ୍ତମାନ ଯେତେ ସୁନ୍ଦର ଏବଂ ଗ୍ଲାମରିଅସ ଦେଖା ଯାଉଛନ୍ତି ନିଜର ପିଲା ଦିନରେ ମଧ୍ୟ ସେତେ ହିଁ ସୁନ୍ଦର ଏବଂ କ୍ୟୁଟ ଦେଖା ଯାଉଥିଲେ । ଛୋଟ ବେଳେ ଏହି ଅଭିନେତ୍ରୀ ଙ୍କ ଚେହେରା ବହୁତ ହି କ୍ୟୁଟ ଏବଂ ନିରୀହ ଦେଖାଯାଉଥିଲା । ତାଙ୍କ ସିଗ୍ନେଚର ସ୍ମାଇଲ ମଧ୍ୟ ବହୁତ କ୍ୟୁଟ ଥିଲା ।

Leave a Reply

Your email address will not be published. Required fields are marked *