ଆପଣ ମାନେ ସମସ୍ତେ ପ୍ରାୟତଃ ନିଜ ଘରେ ଫ୍ରିଜ ବ୍ୟବହାର କରୁଥିବେ, ତେବେ ଫ୍ରିଜ ବହୁତ କାର୍ଯ୍ୟକାରୀ ଜିନିଷ ଅଟେ ଏହା ଦ୍ଵାରା ଘର ବହୁତ କାମ ସହଜ ହୋଇଥାଏ ଓ ଆଜିକା ସମୟରେ ଫ୍ରିଜ ଘର ଆବଶ୍ୟକତା ହୋଇ ଯାଇଛି ।
ଆଜିକା ସମୟରେ ପ୍ରାୟତଃ ସମସ୍ତଙ୍କ ଘରେ ଫ୍ରିଜ ଅଛି କିନ୍ତୁ ବହୁତ କମ ଲୋକ ଏହା ବିଷୟରେ ମହତ୍ଵପୂର୍ଣ କଥା ଜାଣିଛନ୍ତି ସେଥିପାଇଁ ଆଜି ଆମେ ଆପଣଙ୍କୁ ଏହା ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣଙ୍କୁ ବହୁତ ଲାଭ ପ୍ରାପ୍ତ ହବ ଓ ଆପଣଙ୍କ ଜୀବନ ସବୁ ଫ୍ରିଜ ସମସ୍ଯା ଦୂର ହୋଇଯିବ ।

ଫ୍ରିଜ ବହୁତ ଆବଶ୍ୟକ ଉପକରଣ ଅଟେ ଏହା ଦ୍ଵାରା ଆମ ତରକାରୀ, ପରିବା, ଫଳ, କ୍ଷୀର ଇତ୍ୟାଦି ଜିନିଷ ନଷ୍ଟ ହୋଇନଥାଏ ଓ ଆମେ ଏହାକୁ ପରେ ମଧ୍ୟ ବ୍ୟବହାର କରିଥାଉ । ଗରମ ଦିନରେ ଫ୍ରିଜ ବହୁତ ଆବଶ୍ୟକ ହୋଇଥାଏ କାହିଁକିନା ବାହାରେ ଏତେ ଗରମ ହୋଇଥାଏ କୌଣସି ଜିନିଷ ବହୁତ ସହଜରେ ଖରାପ ହୋଇଥାଏ କିନ୍ତୁ ଫ୍ରିଜ ଭିତରେ ଥିବା ଜିନିଷ ଥଣ୍ଡା ରହିଥାଏ ଓ କୌଣସି ଅସୁବିଧା ହୋଇ ନଥାଏ । ଫ୍ରିଜ ର ମହତ୍ଵପୂର୍ଣ ପାର୍ଟ ଅଟେ କମ୍ପ୍ରେସର ଏହା ଦ୍ଵାରା ଫ୍ରିଜ ଚାଲିଥାଏ ତେବେ କମ୍ପରେଶ ଯଦି ଭଲ ରହିଥାଏ ତେବେ ଆପଣଙ୍କ ଫ୍ରିଜ ବହୁତ ଦିନ କାମ କରିଥାଏ ଯଦି କମ୍ପ୍ରେସର ଖରାପ ହୋଇଥାଏ ତେବେ ଆପଣଙ୍କ ଫ୍ରିଜ ଭଙ୍ଗାର ହୋଇଯାଏ ।

ସେଥିପାଇଁ ଚେଷ୍ଟା କରନ୍ତୁ ଆପଣଙ୍କ କମ୍ପ୍ପ୍ରେସର ବଞ୍ଚାଇକି ରଖିବା ପାଇଁ ଓ ଏହା ପାଇଁ ଆପଣଙ୍କୁ ଗୋଟେ ସମାନ ଜମି ଉପରେ ଏହାକୁ ରଖିବା ଉଚିତ ଯାହା ଦ୍ଵାରା ଏହା ଅଧିକ ହଲିବ ନାହିଁ ଓ ଆପଣଙ୍କ ଫ୍ରିଜ କମ୍ପ୍ରେସର ଉପରେ ଅଧିକ ଲୋଡ ପଡିବନୀ ଯାହା ଦ୍ଵାରା କମ୍ପ୍ରେସର ଶୀଘ୍ର ଖରାପ ହବ ନାହିଁ । ବହୁତ ଲୋକଙ୍କ ଏମିତି ଅଭ୍ଯାସ ହୋଇଥାଏ ଯାହା ଦ୍ଵାରା ସେ ଫ୍ରିଜରୁ ତୁରନ୍ତ କିଛି ବାହାର କରି ଗରମ କରନ୍ତି ଓ ସେବନ କରନ୍ତି ଏହା ବହୁତ ହାନିକାରକ ଅଟେ ।

କୌଣସି ଖାଦ୍ଯ ପଦାର୍ଥ ଗରମ ଫ୍ରିଜରେ ରଖିବା ଉଚିତ ନୁହ ଓ ଥଣ୍ଡା ବାହାର କରି ତୁରନ୍ତ ଗରମ କରିବା ଉଚିତ ନୁହ ଏହା ଦ୍ଵାରା ଆପଣାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ସବୁବେଳେ ଫ୍ରିଜରେ କୌଣସି ଜିନିଷ ରଖିବା ବା ବାହାର କରିବା ପରେ ବାହାରେ ରଖି ଦିଅନ୍ତୁ ଓ ସାମାନ୍ଯ ତାପମାତ୍ରାରେ ଆସିବା ପରେ ଏହାକୁ ଗରମ କରନ୍ତୁ ବା ସେବନ କରନ୍ତୁ । ଫ୍ରିଜ କବାଟ ବହୁତ ଅଧିକ ସମୟ ପର୍ଯ୍ୟନ୍ତ ଖୋଲା ରଖିଲେ ଆପଣଙ୍କ କମ୍ପ୍ରେସର ଶୀଘ୍ର ଖରାପ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।