କରନ୍ତୁ ବାସ୍ତୁର ଏହି ଉପାୟ, ମିଳିବ ମନ ଚାହୁଁଥିବା ଚାକିରି

ବାସ୍ତୁ ବିଜ୍ଞାନ ଭବନ ନିର୍ମାଣ ସମ୍ବନ୍ଧିତ ଅଟେ, ଏହା ଅନୁଯାଇ ଦିଶା ଦ୍ଵାରା ଶୁଭ ଅଶୁଭ ଦେଖା ଯାଏ ଓ ଶୁଭ ଦିଶାରେ ମୁଖ୍ୟ ଦ୍ଵାରା ଓ ଘର ପଛ ରହିଥାଏ । ଯଦି ଆପଣଙ୍କୁ ଚାକିରିରେ କୌଣସି ପ୍ରକାର ଅସୁବିଧା ଆସିଥାଏ ତେବେ ଆପଣଙ୍କୁ ଏହି ବାସ୍ତୁ ଉପାୟ କରିବା ଆବଶ୍ୟକ ଅଟେ ।

ତେବେ ବହୁତ ଲୋକଙ୍କ ଜୀବନରେ ବହୁତ ପ୍ରୟାସ କଲେ ମଧ୍ୟ କିଛି ପ୍ରାପ୍ତ କରି ପାରନ୍ତି ନାହିଁ ତେବେ ତାଙ୍କୁ ବାସ୍ତୁ ଦୋଷ ଦ୍ଵାରା ମଧ୍ୟ ଏହା ହୋଇଥାଏ । କିଛି ଲୋକଙ୍କ ଜୀବନରେ ସଫଳତା ବହୁତ ଶୀଘ୍ର ଆସିଥାଏ କାହିଁକିନା ତାଙ୍କ ଜୀବନରେ ବାସ୍ତୁ ଦୋଷ ଭଳି ଅସୁବିଧା ନଥାଏ ଯାହା ଫଳରେ ତାଙ୍କ ଜୀବନରେ ଶୁଖା ଆସିଥାଏ, ତେବେ ଆସନ୍ତୁ କଣ କରିବା ଉଚିତ ଓ କଣ ନ କରିବା ଉଚିତ ।

Image Courtesy: Google

ଜବ ଇଣ୍ଟରଭ୍ୟୁ ଆଗରୁ କରନ୍ତୁ ବାସ୍ତୁ ଉପାୟ :

ବାସ୍ତୁ ଶାସ୍ତ୍ର ଅନୁଯାଇ ଜବ ଇଣ୍ଟରଭ୍ୟୁ ଆଗରୁ କିଛି କାମ ଉପରେ ଧ୍ୟାନ ଦବା ବହୁତ ଆବଶ୍ୟକ ଅଟେ । ଇଣ୍ଟରଭ୍ୟୁ ସମୟରେ ଯିଏ ବି ଆପଣଙ୍କୁ ପ୍ରଶ୍ନ ପୋଚାରୁଛି ତାଙ୍କ ଶାରୀରିକ ଭାଷା ଉପରେ ଆପପଣଙ୍କୁ ଧ୍ୟାନ ଦବା ଉଚିତ ଅଟେ, ଆପଣଙ୍କୁ ମେରୁଦଣ୍ଡ ସିଧା ରଖିବା ଉଚିତ ଏହାକୁ ମୋଡିବା ବା ତେଢା ବସିବା ବା ଗୋଡ ଉପରେ ଗୋଡ ପକାଇବା ଉଚିତ ନୁହ ।

Image Courtesy: Google

ଇଣ୍ଟରଭ୍ୟୁ ଦବା ଆଗରୁ ନିଜ ପକେଟରେ କୌଣସି ନାଲି ରୁମାଲ ବା କୌଣସି ନାଲି କପଡା ରଖିବା ବହୁତ ଆବଶ୍ୟକ ଅଟେ । କୌଣସି ଚାକିରି ପାଇଁ ଯିବା ଆଗରୁ ଗଣେଶ ଭଗବାନଙ୍କ ପୂଜା କରିବା ବହୁତ ଶୁଭ ଅଟେ, ଆପଣଙ୍କୁ ସଫଳତା ଅବଶ୍ୟ ପ୍ରାପ୍ତ ହବ କିନ୍ତୁ ସମସ୍ତଙ୍କୁ ସମ୍ମାନ ଦେଲେ । ଯଦି ଆପଣ ଭଲ ଓ ସୁଖମୟ ଚାକିରି ପ୍ରାପ୍ତ କରିବାକୁ ଇଛା କରୁଛନ୍ତି ତେବେ ଆପଣଙ୍କୁ ଉତ୍ତର ଦିଶାରେ ବଡ ଅଇନା ନିଜ ଘରେ ଲଗାଇବା ଉଚିତ ଏହା ଦ୍ଵାରା ଆପଣଙ୍କୁ ବହୁତ କିଛି ପ୍ରାପ୍ତ ହୋଇଥାଏ ଓ ଆପଣଙ୍କ ଜୀବନରେ କୌଣସି ପ୍ରକାର ଅସୁବିଧା ରୁହେ ନାହିଁ ।

Image Courtesy: Google

ଏହା ଛଡା ରାତିରେ ଶୋଇଲା ବେଳେ ନିଜ ବେଡରୁମରେ ହଳଦିଆ ରଙ୍ଗ ବ୍ୟବହାର କରିବା ଉଚିତ, ହଳଦିଆ ରଙ୍ଗ ଆପଣଙ୍କ ଭାଗ୍ୟରେ ବୃଦ୍ଧି କରିଥାଏ । ନୂଆ ଚାକିରି ପାଇଁ ଆପଣ ରୁଦ୍ରାକ୍ଷ ମଧ୍ୟ ଧାରଣ କରି ପାରିବେ, ଏହି ଉପାୟ ବହୁତ ପ୍ରଭାବକାରୀ ଅଟେ ବହୁତ ଲୋକଙ୍କ କାମରେ ମଧ୍ୟ ଆସିଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *