ମହିଳାକୁ ବାନ୍ଧି ଭଣଜା ଦ୍ଵାରା ଯାହା କରାଇଲେ ଜାଣି ପଦ ତଳୁ ଖସିଯିବ ମାଟି

ରାଜସ୍ତାନରେ ଗୋଟେ ମହିଳାକୁ ରେପ କରାଯାଇଛି । କୁହାଯାଇଚିକି ଆରୋପି ମାନେ ପ୍ରଥମେ ମହିଳା ସହିତ ରେପ କରିଛନ୍ତି ଓ ତାପରେ ଭିଡିଓ ବନେଇ ତାକୁ ଭାଇରାଲ କରିଥିଲେ । ଏହି ଘଟଣା ରାଜସ୍ଥାନର ଆଲବର ଜିଲାର ତିଜାରା ଇଲାକାର ଅଟେ । ଖବର ଅନୁସାରେ ମହିଳାଙ୍କର ଆୟୁ ୪୫ ବର୍ଷ ଅଟେ ଓ ମାମଲା ୧୪ ସେପ୍ଟେମ୍ବରର ଅଟେ ।

ଭିଡିଓକୁ ଭାଇରାଲ କରିଥିଲେ

Image Courtesy: Google

ମହିଳା ସହିତ ରେପ କରି ଭିଡିଓ ବନେଇଥିଲେ । ଏହା ପରେ ଭିଡିଓକୁ ଭାଇରାଲ କରିଥିଲେ । ଭିଡିଓ ଭାଇରାଲ ହେଲା ପାରେ ମହିଳା ପୁଲିସକୁ ସାହାର୍ଯ୍ୟ ମାଗିଥିଲେ ଓ ୧୭ ସେପ୍ଟେମ୍ବରରେ କେସ ଦେଇଥିଲେ । ପୁଲିସ ଏହି କେସର ଯାଞ୍ଚ ଆରମ୍ଭ କରିଥିଲା ଓ ମହିଳାର କହିବା  ଅନୁସାରେ କିଛି ଆରୋପି ମାନଙ୍କୁ ଧରିଛନ୍ତି ।

Image Courtesy: Google

ଏହି ଘଟଣା ବିଷୟରେ ସୂଚନାଦେଇ ଭିବାଡିର ପୁଲିସ ଅଧିକ୍ଷକ ରାମ ମୂର୍ତି ଜୋଶୀ କହିଛନ୍ତି କି ମହିଳା ଘଟଣାର ରିପୋର୍ଟ ଲେଖେଇବା ପାଇଁ ୧୭ ସେପ୍ଟେମ୍ବରରେ ପୁଲିସ ପାଖକୁ ଆସିଥିଲା । ପୁଲିସ ପ୍ରାଥମିକ ଆଧାରରେ ଗୋଟେ ନାବାଳକ ଓ ୬ ଦୋଷୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ମଧ୍ୟରୁ ୨ ଜଣକୁ ଗିରଫ କରିଛି ।

Image Courtesy: Google

 

ଗାଁକୁ ଫେରିଲା ସମୟରେ ରେପ କରିଥିଲେ

ପୁଲିସ ଉପଅଧିକ୍ଷକ କୁଶାଲ ସିଂହ କହିଛନ୍ତିକି ପୀଡିତ ମହିଳା ବିବାହିତା ଅଟନ୍ତି ଓ ସେ ତାଙ୍କ ଭଣଜା ସହିତ ୧୪ ତାରିଖରେ ହରିୟଣାର କଂଶାଳୀ ଗ୍ରାମରେ ନିଜ ସମ୍ପର୍କୀୟଙ୍କୁ ଦେଖାକରି ଘରକୁ ଫେରୁଥିଲେ । ଏଇ ଦୁଇଜଣ ବାଇକରେ ଆସୁଥିଲେ । ସେଠାରେ ରାସ୍ତାରେ ତିଜରା ଥାନା ଅନ୍ତର୍ଗତ ପାହାଡିଆ ନିକଟରେ ପାଞ୍ଚରୁ ୬ ଯୁବକ ତାଙ୍କୁ ଅଟକେଇଥିଲେ ଓ ଭଣଜାକୁ ମାରପିଟ କରିଥିଲେ, ଖାଲି ସେତିକି ନୁହେଁ ଭଣଜାର ହାତ ଗୋଡ ବାନ୍ଧି ଦେଇଥିଲେ ।

Image Courtesy: Google

ତାପରେ ରେପ କରିଥିଲେ ମହିଳା ସହିତ ଓ ତାର ଭଣଜା ଓ ପୀଡ଼ିତାର ଜବରଦସ୍ତ ଗୋଟେ ଅଶ୍ଳୀଳ ଭିଡିଓ ବନେଇଥିଲେ । ଯାହାକୁ ପରେ ଭାଇରାଲ କରିଥିଲେ । ଘରକୁଫେରି ମହିଳା ଓ ତାର ଭଣଜା କାହାକୁ କିଛି କହିନଥିଲେ । କିନ୍ତୁ ସେପ୍ଟେମ୍ବର ୧୭ ରେ ଭିଡିଓ ଭାଇରାଲ ହେଲା ପରେ କେସ ଦେଇଥିଲେ । ଏହି ଭିଡିଓ ଆଲବର ଓ ହରିୟାନାରେ ସରକୁଲେଟ କରିଥିଲେ ।

ପୁଲିସ ପୀଡ଼ିତାର ମେଡିକାଲ କରି ଆରୋପି ମାନକୁ ଧରିଥିଲା ।ଏହି ମାମଲାରେ ଭିଡିଓ ବନେଇକି ଭାଇରାଲ କରିଥିବା ଆରୋପି ମାନଙ୍କୁ ଗିରଫ କରିଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *