ବାପରେ ବାପ… କେତେ ବଡ ଅଜଗର ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ଅନେକ ପ୍ରକାର ବି-ଷ-ଧ-ର ସାପ ଦେଖିବାକୁ ମିଳୁଛି । ଏମିତି କିଛି ବି-ଷ-ଧ-ର ସାପ ରହିଛନ୍ତି ଯାହାର ବିଷରେ ବ୍ୟକ୍ତିର ତୁରନ୍ତ ମୃ-ତ୍ୟୁ ହୋଇଥାଏ । ଅନେକ ସ୍ଥାନ ଗୁଡିକରେ ବିଭିନ୍ନ ପ୍ରକାର ସାପ ଦେଖିବାକୁ ମିଳୁଛି । ତେବେ ବର୍ତ୍ତମାନର ସୂଚନା ଅନୁସାରେ ତିରୁପତି ମନ୍ଦିରରେ ଏକ ବିଶାଳକାୟ ଅଜଗର ସାପ ଦେଖିବାକୁ ମିଳିଛି । ଯାହାର ଲମ୍ବା ରହିଛି ୩୨ ଫୁଟ ଯାହାକୁ ତିରୁପତି ମନ୍ଦିରରୁ ଉଦ୍ଧାର କରା ଯାଇଛି ।

ଆନ୍ଧ୍ର ପ୍ରଦେଶ ଓ ସାରା ବିଶ୍ବରେ ପ୍ରସିଦ୍ଧ ତିରୁମାଳା ତିରୁପତି ମନ୍ଦିର ରୁ ଏହି ବିରାଟକାୟ ଅଜଗର ସାପ ଉଦ୍ଧାର କରା ଯାଇଛି । ବର୍ତ୍ତମାନ ତିରୁପତି ମନ୍ଦିର ଓ ଏହାର ଆଖ ପାଖରେ ଥିବା ମନ୍ଦିର ଗୁଡିକର ନବୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କାର୍ଯ୍ୟ ହେବ ସମୟରେ ତିରୁପତି ମନ୍ଦିର ରେ ଥିବା ପାପ ବିନାସିନୀ ମନ୍ଦିରର ଆଖ ପାଖ ଅଞ୍ଚଳରେ ସଫା ସାଫି କାମ ହେଉଥିଲା । ଠିକ ଏହି ସମୟରେ ଜେସିବି ରେ ଏହି ୩୨ ଫୁଟ ଲମ୍ବା ଅଜଗର ସାପ ଲାଗି ଯାଇଥିଲା । ତେବେ ଏହା ପୂର୍ବ ରୁ ଅନେକ ଅଜଗର ସାପ ଉଦ୍ଧାର ହୋଇଛନ୍ତି ।

କିନ୍ତୁ ଏତେ ଲାମ୍ବା ଅଜଗର ସାପ ପୂର୍ବ ରୁ କେବେ ବି ଉଦ୍ଧାର ହୋଇ ନାହି ବୋଲି ସେଠିକାର ସ୍ଥାନୀୟ ବାସିନ୍ଦା ଓ ମନ୍ଦିର ର ପୂଜକ ମାନେ ସୂଚନା ଦେଇଛନ୍ତି । ଉଦ୍ଧାର ହୋଇଥିବା ଅଜଗର ସାପକୁ ତିରୁପତି ନିକଟସ୍ତ ଭେଙ୍କେଟସ୍ଵର ଜୁଲୋଜିକାଲ ପାର୍କ ରେ ରଖା ଯାଇଥିବା ସୂଚନା ମିଳିଛି । ତେବେ ଏହି ଭିଡିଓ ରେ ଆପଣ ମାନେ ୩୨ ଫୁଟ ର ଅଜଗର ସାପ ଦେଖି ପାରିବେ । କିଭଳି ଭାବେ ଜେସିବି ରେ ସାପ ଟି ଓହଳି କି ରହିଛି । ତେବେ ଆମ ଦେଶରେ ଏମିତି ଅନେକ ପ୍ରକାର ଅଜଗର ସାପ ଦେଖିବାକୁ ମିଳିଥାଏ ।

ଏହା ଏକା ଥରକେ ମଣିଷ ବା ପଶୁକୁ ଗିଳି ଦେଇଥାଏ । ଅଜଗର ସାପର ଅନେକ ଫୋଟୋ ବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ପ୍ରଥମ ଥର ପାଇଁ ତିରୁପତି ମନ୍ଦିର ରେ ଏହି ବିରାଟ କାୟ ଅଜଗର ସାପ ଦେଖିବାକୁ ମିଳିଛି ଯାହାକୁ ଦେଖିବା ପରେ ଲୋକ ମାନେ ଭୟଭୀତ ହୋଇ ଯାଇଛନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *