ବାପା ହେଲେ, ଓଲିଉଡ ସୁପରଷ୍ଟାର “ବାବୁସାନ ମହାନ୍ତି”  

ଦର୍ଶକବନ୍ଧୁ “ବାବୁସାନ ମହାନ୍ତି” “ଉତ୍ତମ ମହାନ୍ତି” ଏବଂ “ଅପରାଜିତା ମହାନ୍ତି” ଙ୍କର ଏକମାତ୍ର ଅଲିଅଳ ପୁତ୍ର ଅଟନ୍ତି । ବନ୍ଧୁଗଣ “ବାବୁସାନ ମହାନ୍ତି” ଙ୍କୁ ଓଲିଉଡ ଜଗତରେ ପ୍ରାଏ ସମସ୍ତେ ବେସ ଭଲ ଭାବରେ ଜାଣିଛନ୍ତି । ବନ୍ଧୁଗଣ “ବାବୁସାନ ମହାନ୍ତି” ଙ୍କ ଜନ୍ମ ୧୯୮୯ ମସିହା ଜୁଲାଇ ମାସରେ ‘ବାରିପଦା’ ରେ ହୋଇଥିଲା । ବନ୍ଧୁଗଣ ତାଙ୍କର ରିୟଲ ନାମ ହେଉଛି “ତନ୍ମୟ ମହାନ୍ତି” । ତାଙ୍କର ସ୍ଟେଜ ନାମ ହେଉଛି “ବାବୁସାନ ମହାନ୍ତି” । ସେ DAV public ସ୍କୁଲ ରୁ ନିଜର ଶିକ୍ଷା ସମାପ୍ତ କରିଥିଲେ । ବନ୍ଧୁଗଣ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୩୭ ଟି ଚଳଚ୍ଚିତ୍ର କରି ସାରିଲେଣି ।

ତାଙ୍କ ଅଭିନୟକୁ ସାରା ଓଡିଶା ବାସୀ ବହୁତ ପସନ୍ଦ କିରିଥାନ୍ତି । ବନ୍ଧୁଗଣ “ବାବୁସାନ” ଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରି ର ଚକୋଲେଟ ହିରୋ ମଧ୍ୟ କୁହାଯାଏ । ଦର୍ଶକବନ୍ଧୁ ଆପଣ ସମସ୍ତେ ଜାଣିଥିବେ ଯେ, “ବାବୁସାନ ମାହାନ୍ତି” ୨୦୧୪, ଜୁଲାଇ ମାସର ୬ ତାରିଖରେ ସ୍କୁଲ ଲାଇଫ ରୁ ପ୍ରେମ କରୁଥିବା “ତୃପ୍ତି ଶତପଥୀ” ଙ୍କୁ ବିବାହ କରିଥିଲେ । ବିବାହ ପରେ ‘ତୃପ୍ତି’ ଏବଂ ‘ବାବୁସାନ’ ବହୁତ ଆନନ୍ଦମୟ ଭାବରେ ଜୀବନ ଜାପାନ କରୁଥିବାର ଦ୍ରୁଶ୍ଯ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କିନ୍ତୁ “ବାବୁସାନ” ଏବଂ “ତୃପ୍ତି” ଙ୍କ ବିବାହ ଖବର ଶୁଣି ତାଙ୍କ ଅଭିନୟରେ ପ୍ରଭାବିତ ହୋଇଥିବା ଓଡିଆ ଝିଅ ମାନଙ୍କ ମନରେ ବହୁତ ଆଘାତ ଲାଗିଥିଲା ।

ବାବୁସାନ ଙ୍କ ଚଳଚ୍ଚିତ୍ର ପରଦାରେ ଆସିବା ପର୍ଯ୍ୟନ୍ତ ଦର୍ଶକେ ତାଙ୍କୁ ଦେଖିବା ପାଇଁ ଉତ୍କଣ୍ଠା ର ସହିତ ଚାହିଁ ବସିଥାନ୍ତି । ବନ୍ଧୁଗଣ ସେ ଯେ କୌଣସି ଚଳଚ୍ଚିତ୍ର ରେ ଅଭିନୟ କରନ୍ତି ବହୁତ ଆଗ୍ରହ ଦେଖାଇ କରିଥାନ୍ତି । ଏଥିପାଇଁ ତାଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିନଥାଏ । ତାଙ୍କର ଅଭିନୟ ବହୁତ ବଡ ବଡ ପ୍ରସିଦ୍ଧ କଳାକାରଙ୍କ ପାଖରେ ମଧ୍ୟ ପ୍ରଶଂସା ହୋଇଅଛି ।

ଦର୍ଶକବନ୍ଧୁ ତାଙ୍କୁ ତାଙ୍କର ବେଷ୍ଟ ଅଭିନୟ ପାଇଁ ମଧ୍ୟ ଆୱାର୍ଡ ମଧ୍ୟ ମିଳିଅଛି । ସେ ବହୁତ କମ ସମୟ ମଧ୍ୟରେ ବହୁତ ଉନ୍ନତି କରିଛନ୍ତି । ତାଙ୍କର ବାପା ଉତ୍ତମ ମହାନ୍ତି ଏବଂ ମାତା ଅପରାଜିତା ତାଙ୍କୁ ନେଇ ବହୁତ ଗର୍ବ ଅନୁଭବ କରନ୍ତି । ବନ୍ଧୁଗଣ ଗତ କାଲି ବାବୁସାନ ଙ୍କର ଗୋଟିଏ ପୁତ୍ର ସନ୍ତାନ ହୋଇଅଛି । ସେ ତାଙ୍କ ପୁତ୍ରଙ୍କର ଫୋଟ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଦର୍ଶକେ ବାବୁସାନ ଏବଂ ତୃପ୍ତି ଙ୍କୁ ଅନେକ ଶୁଭକାମନା ଜଣାଇଛନ୍ତି । ବର୍ତ୍ତମାନ ଲୋକମାନେ କହୁଛନ୍ତି ଯେ, ଯୁନିୟର ବାବୁସାନ ଙ୍କର ଆଗମନ ହୋଇଅଛି ।

ବନ୍ଧୁଗଣ ବାବୁସାନ ନିଜ ପୁତ୍ର ସନ୍ତାନ ଙ୍କୁ ନେଇ ବେସ ଆନନ୍ଦ ଥିବାର ନଜରକୁ ଆସିଛନ୍ତି । ବନ୍ଧୁଗଣ ବାବୁସାନ ଏବଂ ତୃପ୍ତି ୨୦୧୪ ରେ ପ୍ରେମ ବିବାହ କରିଥିଲେ । ଉଭୟଙ୍କର ୨୦୨୧ ରେ ପୁତ୍ର ସନ୍ତାନ ହୋଇଥିବାରୁ ଦୁହେଁ ବହୁତ ଖୁସି ଅଛନ୍ତି । ବନ୍ଧୁଗଣ ସାରା ଓଡିଶା ବାସୀ ଏବଂ ଆମ୍ଭ ମାନଙ୍କ ତରଫରୁ ବାବୁସାନ ଙ୍କୁ ଅନେକ ଅନେକ ଶୁଭେଛା ଜଣାଉଛୁ । ଦର୍ଶକବନ୍ଧୁ ଆପଣ ମାନଙ୍କୁ ଏହି ବିବରଣୀ ଟି ଭଲ ଲାଗିଥିଲେ, ଗୋଟିଏ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *