Manish Anurag 10 ତାରିଖ ଭୋର ୩.୩୦ ରୁ ୪.୨୨ ଭିତରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲେ ଏହି ସ୍ଥାନରେ, ଆଉ ତା ପରେ କେଏନ ହେଲା ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷା ଦାସଙ୍କର ସନ୍ଦେହଜନକ ମୃ-ତ୍ୟୁ ହୋଇଛି । କିନ୍ତୁ ତାଙ୍କ ବାପା ମନୀଷଙ୍କ ବନ୍ଧୁ ମାନେ ତାଙ୍କଉ ଭୋଜି କରିବାକୁ ଡାକି ନେଇ ତାଙ୍କର ହ-ତ୍ୟା କରିଛନ୍ତି ବୋଲି ଅ-ଭି-ଯୋ-ଗ କରିଛନ୍ତି । ଏହି ଭି-ଡି-ଓରେ ମନୀଷ ଅନୁରାଗଙ୍କର ଶେଷ ଭି-ଡି-ଓ ରେ-କ-ର୍ଡ କରା ଯାଇଛି । ଏହି ସମୟଟି ହେଉଛି ଭୋର ୩ଟା ୨୯ ମିନିଟ ତାରିଖ ହେଉଛି ୧୦ ଅକ୍ଟୋବର ୨୦୨୧ ମସିହା । ଯେଉଁ ଦିନ ତାଙ୍କ ସହ ଦୁ-ର୍ଘ-ଟ-ଣା ଘଟିଥିଲା ଏହି ଭି-ଡି-ଓ ହେଉଛି ସେହି ଦିନର । ଏହି ଭି-ଡି-ଓରୁ ଜଣା ପଡୁଛି ଯେ ଭୋର ହେଲା ପରେ ମଧ୍ୟ ମନୀଷ ଜାଣି ନ ଥିଲେ କି ସେ ଅ-ପ-ହ-ର-ଣ ହୋଇଛନ୍ତି ।

ଏହା ପରେ ସକାଳ ୪ଟା ୨୨ ମିନିଟରେ ମନୀଷ ଜାଣି ପାରିଥିଲେ କି ତାଙ୍କୁ ଅ-ପ-ହ-ର-ଣ କରା ଯାଇଛି । ଏହା ପରେ ସେ ତାଙ୍କ ବାପା ନବୀନ ଦାସଙ୍କୁ ଫୋନ କରି ତାଙ୍କୁ ମା-ର-ଧ-ର କରୁଛନ୍ତି ବୋଲି କହିଥିଲେ । ଏହା ଥିଲା ମନୀଷଙ୍କର ଶେଷ ଫୋନ ତାଙ୍କ ବାପାଙ୍କ ପାଖକୁ । ଏହା ପରେ ପାତ୍ରପଡା ପୋଖରୀରୁ ମନୀଷଙ୍କର ମୃ-ତ ଦେହ ଉ-ଦ୍ଧା-ର କରା ଯାଇଥିଲା । ଏଥିରୁ ସ୍ପଷ୍ଟ ହେଉଛି ଯେ ମନୀଷଙ୍କୁ ୩ଟା ୩୦ ମିନିଟରୁ ୪ଟା ୨୨ ମିନିଟ ମଧ୍ୟରେ ଅ-ପ-ହ-ର-ଣ କରା ଯାଇଛି । ଏହି ଗୋଟେ ଘଣ୍ଟା ମଧ୍ୟରେ ମନୀଷ ତାଙ୍କ ସହ କିଛି ଖରାପ ହେବାକୁ ଯାଉଛି ବୋଲି ଜାଣି ପାରିଥିଲେ ।

ସୂଚନା ଯୋଗ୍ୟ ମନୀଷ ତାଙ୍କ ସାଙ୍ଗ ମାନଙ୍କ ସହ ସାଉଥ ସିଟି ବା-ର-କୁ ଯାଇଥିଲେ ଓ ରାତି ୨ଟା ପରେ ସେମାନେ ହୋଟେଲରୁ ଚାଲି ଯାଇଥିଲେ । ଏହି ଗୋଟେ ଘଣ୍ଟା ପୂର୍ବରୁ ସବୁ କିଛି ଠିକ ଥିଲା କିନ୍ତୁ ଏହା ପରେ ଏମିତି କଣ ଘଟିଲା କି ମନୀଷଙ୍କର ମୃ-ତ ଶ-ରୀ-ର ମିଳିଲା । ପୋ-ସ୍ଟ ମ-ର୍ଟ-ମ ରି-ପୋ-ର୍ଟ ଅନୁଯାୟୀ ମନୀଷଙ୍କୁ ଅଣ ନିଶ୍ଵାସୀ କରି ମା-ରି ଦିଆ ଯାଇଛି । ତାଙ୍କର ମୃ-ତ୍ୟୁ ଶ୍ଵା-ସ-ରୁ-ଦ୍ଧ ବୋଲି ସ୍ପଷ୍ଟ ହୋଇଛି । ତେବେ ତାଙ୍କ ଆଖିରେ ଚଷମା ସହ ତାଙ୍କ ଶ-ବକୁ ପାଣିରୁ ଉ-ଦ୍ଧା-ର କରା ଯାଇଥିଲା । ଯଦି ଜଣେ ପାଣି ଭିତରେ ବୁଡି ରହିଥାନ୍ତା ତେବେ ତା ଆଖିରେ ଚଷମା କିପରି ରହିବ ତାହା ବର୍ତ୍ତମାନ ପ୍ରଶ୍ନ ଉଠୁଛି ।

ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଯେଉଁ ଧଳା ରଙ୍ଗର ଗାଡି ଠାବ ହୋଇଛି ସେହି ଗାଡିରେ ମନୀଷଙ୍କର ହ-ତ୍ୟା କରା ଯାଇଛି । ଏହା ନେଇ କୌଣସି ସଠିକ ପ୍ରମାଣ ମିଳିନାହି । ବର୍ତ୍ତମାନ ପୋ-ଲି-ସ ଏହା ଉପରେ ଅଧିକ ଯାଞ୍ଚ କରିବାରେ ଲାଗିଛି । ପୋ-ଲି-ସ ସିସିଟିଭି କ୍ୟାମେରା ଓ ଅନ୍ଯାନ୍ଯ ତଥ୍ୟ ହାସଲ କରିବାରେ ଲାଗିଛି । ତେବେ ମନୀଷଙ୍କର ଅତି ନିକଟରର ବନ୍ଧୁ ମାନେ ହିଁ ତାଙ୍କର ଜୀବନ ଦୀପ ଲିଭାଇଛନ୍ତି ବୋଲି ସନ୍ଦେହ କରା ଯାଉଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *