କଟକଣା ନା ମନି ରାତିରେ ବୁଲୁଥିଲେ ବ୍ୟକ୍ତି ଜଣଙ୍କ, ପୋଲିସ ପଚାରିବାରୁ କଣ କହିଲେ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଦୁର୍ଗାପୂଜା ପାଇଁ ରାଜ୍ୟ ସରକାର ପୁରା ରାଜ୍ୟରେ ନା-ଇ-ଟ କ-ର-ଫୁ ଜାରି କରିଛନ୍ତି । ତାରି ୮ଟା ତୁ ସକାଳ ୫ଟା ଯାଏଁ ନା-ଇ-ଟ କ-ର-ଫୁ ପୂର୍ବ ଭଳି ବଳବତ୍ତର ରହିବ ବୋଲି ଘୋଷଣା କରା ଯାଇଛି । ଯେଉଁ ଅମାନିଆ ବ୍ୟକ୍ତି ଏହି ନିୟମର ଉ-ଲଂ-ଘ-ନ କରିବେ ତାଙ୍କ ପ୍ରତି କଠୋର କାର୍ଯ୍ୟ ଅନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସୂଚନା ମିଳିଛି । ତେବେ ବର୍ତ୍ତମାନର ଖବର ମୁତାବକ ଭୁବନେଶ୍ଵରରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଭିଡିଓ ଟି ଭୁବେନେଶ୍ବର ର ଯେଉଁ ଠାରେ ଜେନ ବ୍ୟକ୍ତି ନା-ଇ-ଟ କ-ର-ଫୁ ହେବା ପରେ ଘରୁ ଗାଡି ଧରି କୁଆଡେ ଯାଉଥିଲେ ।

ସେହି ସମୟରେ ତାଙ୍କୁ ପୋ-ଲି-ସ ଓ ମି-ଡି-ଆ ର ସାମନା କରିବାକୁ ପଡିଥିଲା । ସେହି ବ୍ୟକ୍ତି ଜଣକ ନିଜ ସଫେଇ ରେ କହିଛନ୍ତି ଯେ ଆମ ଜୀବନ ହେଉଛି ବ୍ୟସ୍ତ ବହୁଳ ଜୀବନ । କୌଣସି ନିୟୁଜ ବା ଫେସବୁକ ବା ୱ୍ହାଟସପ ଦେଖିବାକୁ ତାଙ୍କ ପାଖରେ ସମୟ ନାହି । କାରଣ ସେ ତାଙ୍କ କାମରେ ଦିନ ତମାମ ବ୍ୟସ୍ତ ବିବ୍ରତ ରୁହନ୍ତି । ଏମିତି କି ଘରେ ଟିଭି ଦେଖିବାକୁ ମଧ୍ୟ ସେହି ବ୍ୟକ୍ତି ଙ୍କ ପାଖରେ ସମୟର ଘୋର ଅଭାବ ବୋଲି ସେ ନିଜ ରାଏ ଦେଇଛନ୍ତି । ତେବେ ମି-ଡି-ଆ ତାଙ୍କୁ ଏମିତି ଅନେକ ପ୍ରଶ୍ନ କରିଥିଲା କି କେମିତି ଆପଣ ଜାଣି ନାହାନ୍ତି କି ରାତି ୮ଟା ପରେ ନା-ଇ-ଟ କ-ର-ଫୁ ଜାରି ହୋଇଛି ।

ତାର ଉତ୍ତର ରେ ସେହି ବ୍ୟକ୍ତି ଜଣକ ଏହି ଭଳି ପ୍ରତିକ୍ରିୟା ଦେଇଥିଲେ । ସେ ଜଣେ ପ୍ରଫେସର ଓ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ତାଙ୍କ ପାଖରେ ଢେର ରହିଛି ବୋଲି ବ୍ୟକ୍ତି ଜଣକ ନିଜ ସଫେଇରେ କହିଛନ୍ତି । ଏହା ସହ ମି-ଡି-ଆ କୁ ବ୍ୟକ୍ତି ଜଣକ କହୁଛନ୍ତି ଯେ ମୁଁ ଜଣେ କ୍ରୀ-ମି-ନା-ଲ ନୁହେଁ ଯେ ଆପଣ ମାନେ ମତେ ଏମିତି ଘେରି ରହି ଏହି ଭଳି ନାନା ନାନା ପ୍ରସ୍ନ କରୁଛନ୍ତି । ମୋର ବୁଝିବା ଶକ୍ତି ରହିଛି ଓ ନା-ଇ-ଟ କ-ର-ଫୁ ର ଅର୍ଥ କଣ ତାହା ମୁଁ ଜାଣିଛି ଏହି ଭଳି ପ୍ରତିକ୍ରିୟା ଦେଇଛନ୍ତି ଏହି ବ୍ୟକ୍ତି ଜଣକ ।

ସେ ବିଧିବଦ୍ଧ ବାହାବେ ନୋଟିସ ଜାରି ହୋଇଛି ବୋଲି ଜାଣି ନାହାନ୍ତି । ସେ ଗଣ ମାଧ୍ୟମକୁ କହିଛନ୍ତି ଯେ ଆପଣ ଟିଭିରେ ପ୍ରଚାର ପ୍ରସାର କରିବାରେ ବ୍ୟସ୍ତ ରୁହନ୍ତି କିନ୍ତୁ ମତେ ଟିଭି ଦେଖିବାକୁ ସମୟ ନାହି । ଏହା ସହ ଯେଉଁ ଲୋକ ଅମଙ୍କର ସମୟ ବଳି ପଡୁଛି ସେମାନେ ଫେସବୁକ, ୱ୍ହାଟସାପ ବା ଟିଭି ଦେଖନ୍ତି ବା ଚ୍ୟାଟ କରନ୍ତି ବୋଲି ବ୍ୟକ୍ତି ଜଣକ ନିଜ ସଫେଇରେ କହଛନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *