ଟ୍ରେନରେ ଯାଉଥିବା ଦମ୍ପତ୍ତିଙ୍କ ସହ ଲୁଟେରା ମାନେ ଯାହା କଲେ ଶୁଣି ଆପଣଙ୍କ ରକ୍ତ ବି ଗରମ ହୋଇଯିବ

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତେକ ଦିନ କିଛି ନା କିଛି ଘଟଣା ଘଟୁଛି । ଆଜିକାଲି ନାରୀ ମାନଙ୍କ ପ୍ରତି ଅ-ନ୍ୟା-ୟ ଓ ଅ-ତ୍ୟା-ଚା-ରର ତୀବ୍ର ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ଅନେକ ନିୟମ ହୋଇଥିଲେ ମଧ୍ୟ ତାହାର କୌଣସି କାର୍ଯ୍ୟକାରୀ ହେଉ ନାହି । ବିଶେଷ କରି ଚଳନ୍ତା ଟ୍ରେନ ମାନଙ୍କରେ ଏମିତି କିଛି କା-ଣ୍ଡ ଘଟୁଛି ଯେ କେହି କଳ୍ପନା ମଧ୍ୟ କରିପାରୁ ନାହାନ୍ତି । ଆଜିର ଆମର ବିଷୟ ବସ୍ତୁ ଏହିଭଳି ଏକ ଘଟଣାକୁ ଆଧାର କରି ରହିଛି । ସୂଚନା ଅନୁସାରେ ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁସ୍ତକ ଟ୍ରେନରେ ଜେଣ ୨୦ ବର୍ଷର ଯୁବତୀଙ୍କ ସହ ଗ-ଣ ଦୁ-ଷ୍କ-ର୍ମ ଭଳି ସ-ଙ୍ଗି-ନ ଘଟଣା ଘଟିଛି ।

ଏହି ଘଟନା ଘଟିଛି ଶୁକ୍ରବାର ରାତି ୮ଟା ରେ ହୋଇଥିବା ଜଣା ପଡିଛି । ସୂଚନା ଅନୁଯାୟୀ ୮ଜଣ ବ-ଦ-ମା-ସ ଲୋକ କତପୁରୀ କସରା ଷ୍ଟେସନ ମଧ୍ୟରେ ଯାତ୍ରୀ ମାନଙ୍କ ଠାରୁ ଲୁ-ଟ କରିଥିଲେ । ଏହି ଦୁ-ର୍ବୁ-ତ୍ତ ମାନେ ବଗିରେ ଚଢି ସେଠାରେ ଲୁ-ଟପାତ କରିଥିଲେ । ସେହି ସମୟରେ ନିଜ ସ୍ଵାମୀଙ୍କ ସହ ଟ୍ରେନରେ ଯାତ୍ରା କରୁଥିବା ଜଣେ ୨୦ ବର୍ଷୀୟ ଯୁବତୀଙ୍କ ସହ ଏହି ଲୁ-ଟେ-ରା ମାନେ ଗ-ଣ ଦୁ-ଷ୍କ-ର୍ମ କରିଥିଲେ । ସେହି ଯୁବତୀଙ୍କ ସ୍ଵାମୀଙ୍କୁ ଲୁ-ଟେ-ରା ମାନେ ଗୋଟେ ଜାଗାରେ ବା-ନ୍ଧି ଦେଇ ଯୁବତୀଙ୍କ ସହ ଏପରି କା-ଣ୍ଡ ଘଟାଇଛନ୍ତି ।

କସରାରେ ପହଞ୍ଚିବା ପରେ ଯାତ୍ରୀ ମାନେ ରେଳବାୟକୁ ସହାୟତା ମାଗିବା ପରେ ଜିଆରପି ସେମାନଙ୍କୁ ଧରିବା ପାଇଁ କାର୍ଯ୍ୟରତ ହୋଇ ପଡିଥିଲା । କଲ୍ୟାଣ ଥାନାରେ ଏହି ଘଟଣା କୁ ନେଇ ମା-ମ-ଲା ରୁଜୁ କରା ଯାଇଛି ବୋଲି ସୂଚନା ଦେଇଛି ମୁମ୍ବାଇ ଜିଆରପି ଆଇପିସି ୩୯୫ ଓ ଭାରତୀୟ ରେଳ ଆକ୍ଟ-୩୭ ଓ ୧୫୩ ଧାରା ଅନୁଯାୟୀ ମାମଲା ରୁଜୁ କରା ଯାଇଛି । ଜିଆରିପି କମିଶନର କେଶବ କ୍ଷାଳିତ କହିଛନ୍ତି ଯେ ୮ ଜଣ ବଡମାସ ଟ୍ରେନରେ ଛାଡିବା ସହ ଲୁ-ଟପାତ କରିବା ସହ ସମ୍ପୃକ୍ତ ଯୁବତୀଙ୍କ ସହ ଗ-ଣ ଦୁ-ଷ୍କ-ର୍ମ କରିଥିଲେ ।

ଏହି ଘଟଣାରେ ୪ ଜଣ ଅ-ପ-ରା-ଧୀ ଙ୍କୁ ଧରା ଯାଇଥିବା ବେଳେ ଆଉ ୪ ଜଣଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା କରୁଛି । ବର୍ତ୍ତମାନ ଯୁବତୀ ଜଣକ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ସୂଚନା ମିଳିଛି । ବାସ୍ତବରେ ଏହି ଘଟଣା ଟି ଯେତିକି ନି-ନ୍ଦ-ନୀ-ୟ ସେତିକି ଲ-ଜ୍ୟା ଜ-ନ-କ ମଧ୍ୟ ଅଟେ । ପୋଲିସ ଏହି ଘଟଣା ଉପରେ କଠୋର ଯାଞ୍ଚ ପରତାଳ କରିବା ଉଚିତ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *