ବରିଷ୍ଠ ସାମ୍ବାଦିକ Navin Dasଙ୍କ ପୁଅ Manishଙ୍କର ମୃତ୍ୟୁ ପରେ କାନ୍ଦି କାନ୍ଦି ବାପା କହିଲେ କିଛି ଏମିତି… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଦାସଙ୍କର ମୃ-ତ୍ୟୁ ହୋଇଛି । ତେବେ ନବୀନ ଦାସ ତାଙ୍କ ପୁଅର ହ-ତ୍ୟା କରା ଯାଇଛି ବୋଲି ସେ ଅ-ଭି-ଯୋ-ଗ କରିଛନ୍ତି । ଭୋଜି କରିବାକୁ ଡାକି ନେଇ ମନୀଷଙ୍କ ସାଙ୍ଗ ମାନେ ତାଙ୍କର ହ-ତ୍ୟା କରିଛନ୍ତି ବୋଲି ସ-ଙ୍ଗି-ନ ଅ-ଭି-ଯୋ-ଗ କରିଛନ୍ତି ନବୀନ ଦାସ । ଗତ ରବିବାର ଦିନ ମନୀଷଙ୍କର ସକାଳ ୪ଟା ୧୧ ମିନିଟରେ ତାଙ୍କ ବାପାଙ୍କ ପାଖକୁ ଶେଷ ଫୋନ ଆସିଥିଲା । ମନିଷ କହିଥିଲେ ଯେ ତାଙ୍କୁ ମା-ର-ଧ-ର କରା ଯାଉଛି । ଆ-ଇ-ନକୁ ସମ୍ମାନ ଜଣାଇ ନବୀନ ଦାସ ଅନେକ କଥାର ଖୁ-ଲା-ସା କରିଛନ୍ତି । ନିଜ ପୁଅକୁ ହ-ରା-ଇ ପୁରା ପରିବାର ମ-ର୍ମା-ହ-ତ ହୋଇ ପଡିଛନ୍ତି ।

ନବୀନ ଦାସ ନିଜ ମତରେ କହିଛନ୍ତି ଯେ ସେ ତାଙ୍କର ବଡ ପୁଅକୁ ହ-ରା-ଇ–ଛନ୍ତି । ଆଜି ସେ ନିଜର ଦୁଖ ଜନତା ମାନଙ୍କୁ ଜଣାଇଛନ୍ତି । ପୋ-ଲି-ସ ବହୁତ ଜଲ୍ଦି ତାଙ୍କ ପୁଅର ହ-ତ୍ୟା-କା-ରୀ-ଙ୍କୁ ସାମନାକୁ ଆଣିବେ ବୋଲି ପ୍ରତିଶୃତ ଦେଇଛି । ଆ-ଇ-ନ ଉପରେ ତାଙ୍କର ଯଥେଷ୍ଟ ଭରସା ରହିଛି ବୋଲି ନବୀନ ଦାସ କହିଛନ୍ତି । ମନୀଷଙ୍କର ଆଉ ଗୋଟେ ମାସେ ପରେ ବିବାହ ହୋଇଥାନ୍ତା କିନ୍ତୁ ତାହା ହୋଇ ପାରିଲା ନାହି । ସେ କହିଛନ୍ତି ଯେ ତାଙ୍କ ପୁଅର ଯେଉଁ ଶେଷ ଫୋନ ଆସିଥିଲା ତାହା ସାରା ଜୀବନ ପାଇଁ ତାଙ୍କ କାନରେ ଗୁଞ୍ଜି ହେବ । ସେ ସବୁବେଳେ ଖୁସି ସେୟାର କରନ୍ତି କିନ୍ତୁ ଆଜି ସେ ତାଙ୍କର ଦୁଖ ଜଣାଇଛନ୍ତି ।

ଏହା ମଧ୍ୟ ନବୀନ ଦାସ କହିଛନ୍ତି ଯେ ସୁଖ ବାଣ୍ଟିଲେ ସୁଖ ଆସେ । ଆଜି ଓଡିଶା ବାସୀ ତାଙ୍କର ଏହି ଦୁଖ ସମୟରେ ତାଙ୍କ ପାଖରେ ସହାନୁଭୁତି ଜଣାଇଛନ୍ତି ସେଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ପରିଣୀତ ବୟସରେ ନିଜ ପୁତ୍ର ବା କନ୍ୟା ସନ୍ତାନଙ୍କୁ ହରାଇବା ଏକ ଦୁଖ ଦାୟକ ଓ ହୃଦୟ ବିଦାରକ କଥା ଅଟେ ଯାହା ନବୀବ ଦାସ ନିଜ ରାଏ ରେ କହିଛନ୍ତି । ଭଗବାନ ଏମିତି ଅନ୍ୟ କୌଣସି ବ୍ୟକ୍ତିଙ୍କ ସହ ନ କରନ୍ତୁ ବୋଲି ସେ ବିନମ୍ର ପ୍ରାର୍ଥନା କରିଛନ୍ତି ।

ସେ ଆଶା କରୁଛନ୍ତି ଯେ ସଦ୍ଗୁରୁ ସାଇ ତାଙ୍କୁ ଏହି ଦୁଖରୁ ବହୁତ ଜଲ୍ଦି ବାହାର ଅକ୍ରିୟ ଦେବେ । ଓଡିଶା ବାସୀଙ୍କର ସହଯୋଗ ପାଇଁ ସେ ବହୁତ ବହୁତ ଆଭାରି ବୋଲି ଦର୍ଶାଇଛନ୍ତି । ବାସ୍ତବରେ ବୃଦ୍ଧ ଅବସ୍ଥାରେ ନିଜ ଯବାନ ପୁଅକୁ ହ-ରା-ଇ-ବା କେତେ ବଡ ଦୁଖର ବିଷୟ ଅଟେ । ଯିଏ ଏହାକୁ ସାମନା କରୁଛୁ ସେ ହିଁ ଜାଣି ପାରିବ । ତେବେ ଆମେ ମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ ମନୀଷାଙ୍କ ଆ-ତ୍ମା-ର ସଦଗତି ହେଉ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *