Rajasthan ରେ ଭୟଙ୍କର ସଡକ ଦୁର୍ଘଟଣା, ଜିଅନ୍ତା ଜଳିଗଲେ ଯାତ୍ରୀ, ପୁରା Video ଦେଖିଲେ ଆପଣଙ୍କ ଛାତି ଥରି ଉଠିବ

ରାଜସ୍ଥାନରେ ଏକ ବସ ଭିତରେ ଦେଖୁ ଦେଖୁ ୮ ଜଣ ଯାତ୍ରୀ ଜ-ଳି ଗଲେ । ପାଖରେ ଛି-ଡା ହୋଇଥିବା ଲୋକମାନେ ବି ସେମାନଙ୍କୁ ବ-ଞ୍ଚା-ଇ ପାରିଲେ ନାହିଁ । କହିବାକୁ ଗଲେ ରାଜସ୍ଥାନର ବା-ର-ମ-ର ରାଜପଥରେ ଏକ ଭ-ୟ-ଙ୍କ-ର ଦୁ-ର୍ଘ-ଟ-ଣା ଗତକାଲି ଘ-ଟି ଯାଇଛି । ଯେଉଁଥିରେ କି କିଛି ଲୋକମାନେ ଆ-ହା-ତ ମଧ୍ୟ ହୋଇଛନ୍ତି । ସବୁଠୁ ବଡ କଥା ହେଉଛି କି ବସ ସାମ୍ନାରୁ ଆସୁଥିବା ଗୋଟିଏ ବଡ଼ ଟ୍ୟାଙ୍କର ସହ ଧ-କା ହୋଇଥିଲା ଓ ଦେଖୁ ଦେଖୁ ଅଚାନକ ବସରେ ନି-ଆଁ ଲାଗିଗଲା ।

ବସରୁ ସଙ୍ଗେ ସଙ୍ଗେ କିଛି ଲୋକମାନଙ୍କୁ ଉ-ଦ୍ଧା-ର କରାଯାଇ ଥିଲା । କିନ୍ତୁ ଏହା ମଧ୍ୟରେ କିଛି ଲୋକମାନେ ବସରେ ଜ-ଳି ଗଲେ । ଦୁ-ର୍ଘ-ଟ-ଣା ସଙ୍ଗେ ସଙ୍ଗେ ବସ ହୁ-ତୁ ହୁ-ତୁ ହୋଇ ଜ-ଳି ଗଲା ।

ସ୍ଥାନୀୟ ଲୋକମାନଙ୍କ କହିବା ଅଟେ କି ଏହି ଦୁ-ର୍ଘ-ଟ-ଣା ବହୁତ ହିଁ ଭ-ୟ-ଙ୍କ-ର ଥିଲା । ମିଳିଥିବା ସୂଚନା ଅନୁସାରେ ଏହି ବସରେ ମୋଟ ୨୫ ଯାତ୍ରୀ ଯାଉଥିଲେ । ୧୦ ଜଣଙ୍କୁ ସଙ୍ଗେ ସଙ୍ଗେ ଦୁ-ର୍ଘ-ଟ-ଣା ସ୍ଥାନରୁ ଉ-ଦ୍ଧା-ର କରାଯାଇ ହସ୍ପିଟାଲରେ ଭ-ର୍ତ୍ତି କରାଯାଇଛି । କିନ୍ତୁ ବସ ଭିତରେ ଥିବା ଅନ୍ୟ ୩ ଜଣଙ୍କ କୌଣସି ସୂଚନା ମିଳି ନାହିଁ । ଅନ୍ୟ କିଏ ଜ-ଳି ଯାଇ ଛନ୍ତି ଓ କିଏ ବ-ଞ୍ଚି-ଛ-ନ୍ତି ଏହାର ସଠିକ ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନାହିଁ ।

କିନ୍ତୁ କହିଦେଉଛୁ କି ଅ-ଗ୍ନି-ସ-ମ ବାହିନୀକୁ ସୂଚନା ମିଳିବା ମାତ୍ରେ ସେମାନେ ସଙ୍ଗେ ସଙ୍ଗେ ସେହି ସ୍ଥାନକୁ ପହଞ୍ଚି ବସରେ ଲାଗିଥିବା ନି-ଆଁକୁ ଲିଭାଇ ଦେଇ ଥିଲେ । ଏହା ମଧ୍ୟରେ ପୋ-ଲି-ସ ଓ ପ୍ରଶାସନର କିଛି ଅଧିକାରୀମାନେ ଯାଇ ସ୍ଥିତିକୁ ସମ୍ଭାଳି ନେଇ ଥିଲେ । କହିଦେଉଛୁ କି ଗତକାଲି ଏହି ବସ ସକାଳ ୧୦ ଟା ସମୟରେ ବାଲୁତ୍ରାରୁ ବାହାରି ନିଜର ଗନ୍ତବ୍ୟ ସ୍ଥାନକୁ ଯାଉ ଥିଲା ।

କିନ୍ତୁ ରାଜପଥରେ ଯାଉଥିବା ସମୟରେ ସାମ୍ନାରୁ ଆସୁଥିବା ଗୋଟିଏ ଟ୍ୟାଙ୍କର ସହ ଧ-କା ହୋଇଥିଲା । ଯେଉଁ କାରଣରୁ ଏହି ଦୁ-ର୍ଘ-ଟ-ଣା ଘଟିଥିଲା । ନି-ଆଁ ଆୟତ୍ତ ହେବା ପରେ ପୋ-ଲି-ସ ନିଜର ଯା-ଞ୍ଚ ଆରମ୍ଭ କରିଦେଇଛି । ପୋ-ଲି-ସ ବର୍ତ୍ତମାନ ଜାଣିବାକୁ ଚେଷ୍ଟା କରୁଛି ୮ ଜଣଙ୍କ ବ୍ୟତିତ ଆଉ କାହାର ଜୀବନ ଯାଇଛି ନା ନାହିଁ । କେମିତି ଏହି ନି-ଆଁ ଲାଗିଲା ବର୍ତ୍ତମାନ ପର୍ଯ୍ୟନ୍ତ ବି ଜଣା ପଡି ନାହିଁ ।

Leave a Reply

Your email address will not be published. Required fields are marked *