Interesting GK Questions – ଏମିତି କେଉଁ ଜାଗା ଅଛି ଯେଉଁଠାରେ 112 ଜଣ ଲୋକ ଯାଇଥାନ୍ତି କିନ୍ତୁ 116 ଜଣ ଲୋକ ଫେରିଥାନ୍ତି ?

ଆପଣ ମାନେ ଜାଣିଥିବେ ଇଣ୍ଟରବିୟୁରେ ଅନେକ ପ୍ରଶ୍ନ ପଚରା ଯାଇଥାଏ । ଯାହାର କିଛି ଉତ୍ତର ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହାକୁ ପାଠ ପଢୁଥିବା ପିଲା ମାନେ ପଢି ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ଖେଳ ।

୧- ଏମିତି କେଉଁ ଦୁଇଟି ଜିନିଷ ରହିଛି ଯେଉଁଥିରେ ଗୋଟିଏ ପଳାଇଲେ ଅନ୍ୟଟି ମଧ୍ୟ ଉଡିଯାଏ ?

ଉତ୍ତର- ପ୍ରେମ ଓ ଭରସା

୨- ଏମିତି କଣ ଜିନିଷ ଅଛି ଯାହା ଗରମ ବା ସର୍ଦିରେ ଥଣ୍ଡା ରହିଥାଏ ?

ଉତ୍ତର- ବରଫ

୩- ବର୍ଷକରେ ମୋତେ ଥରେ କିଣିଯାଏ, ପୁରା ବର୍ଷ ବ୍ୟବହାର କରାଯାଏ ପରେ ଫୋପାଡି ଦିଆଯାଏ ତାହା କଣ ?

ଉତ୍ତର- କ୍ଯାଲେଣ୍ଡର

୪- ଏମିତି ଏକ ଜୀବ ର ନାଁ କଣ ଯାହାର ଆଖି ନାହି ?

ଉତ୍ତର- କେଞ୍ଚୁଆ

୫- ଏମିତି କଣ ଯେଉଁଥିରେ ସବୁ ଲେଖା ଥାଇ ମଧ୍ୟ ପଢି ହୁଏ ନାହି ?

ଉତ୍ତର- ଭାଗ୍ୟ

୬- ଏମିତି କିଏ ଯିଏ ବିନା ପଇସାରେ ଦୌଡିଥାଏ ଓ କେବେ ଫେରିକି ଆସେ ନାହି ?

ଉତ୍ତର- ସମୟ

୭- ଏମିତି କଣ ଅଛି ଯାହା ବଢିଥାଏ କିନ୍ତୁ କେବେ ଶେଷ ହୁଏ ନାହି ?

ଉତ୍ତର- ବୟସ

୮- କ୍ଷୀର କଟୋରିରେ କଳା ପଥର ଜଲଦୀ କୁହ ତ ତୁମେ ଭାବିକି ?

ଉତ୍ତର- ଆଖି

୯- ଏମିତି କେଉଁ କୋଟ ଅଛି ଯାହାକୁ ଆମେ ପିନ୍ଧି ପାରିବା ନାହି ?

ଉତ୍ତର- ପଠାନକୋଟ

୧୦- ଏମିତି କେଉଁ ଶସ୍ତ୍ର ଅଛି ଯାହା ଆପଣଙ୍କୁ ମା-ରି-ପା-ରେ ?

ଉତ୍ତର- ଅ-ସ୍ତ୍ର

୧୧- ଯମେଟୋ ବଏ କାମରାଜ କେଉଁ ରାଜ୍ୟରେ ରୁହନ୍ତି ?

ଉତ୍ତର- କେରଳରେ

୧୨- କେଉଁ ଦେଶରେ ପୋ-ଲି-ସ ରାତି ରେ ମହିଳାଙ୍କ ଉପରେ ଅ-ତ୍ୟା-ଚା-ର କରନ୍ତି ନାହି ?

ଉତ୍ତର- ଭାରତରେ

୧୩- କେଉଁ ଦେଶରେ ଲୋକ ମାନେ ଭଗବାନଙ୍କ ଉପରେ ଅଧିକ ଭରସା କରିଥାନ୍ତି ?

ଉତ୍ତର- ଶ୍ରୀଲଙ୍କା

୧୪- ଭାରତରେ ପ୍ରଥମେ ଆଧାର କାର୍ଡ କିଏ କରିଥିଲେ ?

ଉତ୍ତର- ରଞ୍ଜନା ନାମକ ମହିଳା

୧୫- କଣ ଇସଲାମ ରେ ବୁର୍ଖା ପିନ୍ଧିବା ଅନିର୍ବାଜ୍ୟ ହୋଇଥାଏ ?

ଉତ୍ତର- ହଁ

୧୬- ଅଧିକତର ସଡକରେ ଜେବ୍ରା କ୍ର-ଶି-ଙ୍ଗ କଣ ପାଇଁ ହୋଇଥାଏ ?

ଉତ୍ତର- ଚାଲିକି ଯାଉଥିବା ଲୋକଙ୍କ ପାଇଁ

୧୭- ମୃ-ତ୍ୟୁ ପରେ କାନ ଓ ନାକ ରେ ତୁଳା କଣ ପାଇଁ ବ୍ୟବହାର କରାଯାଏ ?

ଉତ୍ତର- ଜୀବାଣୁ ଯାଇପାରିବ ନାହି

୧୮- ପୁରା ଦୁନିଆରେ କେତୋଟି ଜାହାଜ ଉଡୁଛି ?

ଉତ୍ତର- ୨୦ ହଜାର ରୁ ଅଧିକ

୧୯- କପଡାର ଆବିଷ୍କାର କେବେ ହୋଇଥିଲା ?

ଉତ୍ତର- ଅନେକ ବର୍ଷ ପୂର୍ବେ

୨୦- ପପଜୀ ଗେମ ଗୋଟିଏ ଦିନରେ କେତେ ଟଙ୍କା କମାଇଥାଏ ?

ଉତ୍ତର- କୋଟି ଟଙ୍କା ଠାରୁ ଅଧିକ

୨୧- ଘରେ ଅଗରବତୀ ଜଳାଇଲେ କେଉଁ ଫାଇଦା ହୋଇଥାଏ ?

ଉତ୍ତର- ଦେବତାଙ୍କ ବାସ ରହିଥାଏ

୨୨- ଏମିତି କେଉଁ ଜାଗା ଅଛି ଯେଉଁଠାରେ ୧୧୨ ଜଣ ଲୋକ ଯାଇଥାନ୍ତି କିନ୍ତୁ ୧୧୬ ଜଣ ଲୋକ ଫେରିଥାନ୍ତି ?

ଉତ୍ତର- ବିବାହ ରେ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *