ଭବିଷ୍ୟବାଣୀ! ଭୁବନେଶ୍ବରରେ ରହୁଛନ୍ତି ତ ସାବଧାନ କଲା ମାଳିକା! ଦେଖନ୍ତୁ- Malika Bachana

୬୦୦ ବର୍ଷ ତଳେ ରଚିତ ହୋଇଥିବା ମହାପୁରୁଷଙ୍କ ଭବି-ଷ୍ୟତ ବାଣୀ ମାଳିକା ଶା-ସ୍ତ୍ରରେ କୁହାଯାଇ ଥିବା କିଛି ଶ୍ଳୋକ ବି-ଷୟରେ ଆଜି ଆମେ ଆପଣଙ୍କୁ ବିସ୍ତ୍ରୁତ ରୂପରେ କହିବୁ । ଆଜି ଆମେ ଆପଣଙ୍କୁ ଭୁବନେଶ୍ଵର ବି-ଷୟରେ କହିବୁ । ଯେଉଁମାନେ ନିଜର ହଜାର ହଜାର ବର୍ଷର ଭି-ଟା-ମା-ଟି ବି-କ୍ରି କରି ଭୁବନେଶ୍ଵର ଖ-ଣ୍ଡେ ଜାଗା କିଣି ରହୁଛନ୍ତି ସେମାନେ ସ-ତ-ର୍କ ହୋଇ ଯାଉଛନ୍ତି । କାରଣ ମହାପୁରୁଷ ଭୁବନେଶ୍ଵରକୁ ନେଇ ଏହିଭଳି କିଛି ଲେଖିଛନ୍ତି ଯାହା ବି-ଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମହାପୁରୁଷଙ୍କ ଅନୁସାରେ ଭୁବନେଶ୍ଵରର ମାଟିରେ ଏହିଭଳି କିଛି ଘଟିବ ଯାହା ବି-ଷୟରେ ଆପଣ କଳ୍ପନା ବି କରି ନ ଥିବେ । ମହାପୁରୁଷ କହିଲେ କି:

ଲି-ଙ୍ଗ-ରା-ଜ ପୁରେ ତ୍ରୟୋଦଶ ଦିନ ଅଜଗର ଜଗିଥିବ ।

ବିନ୍ଦୁ ସରୋବର ବି-ଷ ହୋଇଯିବ ଯେ ଛୁଇଁବ ନା-ଶ ଯିବ ॥

କ-ଳି-ଯୁ-ଗର ଶେଷ ସମୟରେ ଏମିତି ବି ଗୋଟିଏ ସମୟ ଆସିବ ଲି-ଙ୍ଗ-ରା-ଜ ମନ୍ଦିର ନିକଟରେ ଅଜଗର ବସିଥିବ ଓ ବିନ୍ଦୁ ସରୋବର ବି-ଷ ହୋଇଯିବ । କହିବାକୁ ଗଲେ ନଦୀ ଓ ପୋଖରୀକୁ ପରିଷ୍କାର କରି ଚାଲିଛୁ ତେବେ ଏହାର ଫଳ ବି ଆମକୁ ହିଁ ଭୋଗିବାକୁ ପଡିବ । କହିଦେଉଛୁ କି ମହାପୁରୁଷ ଯାହା ସବୁ ଲେଖିଛନ୍ତି ତାହା ସତ ହେବ କିନ୍ତୁ ଏହା କେବେ ହେବ ଏହା ବି-ଷୟରେ କେହି କିଛି ଜାଣି ନାହାନ୍ତି । କିଛି ଆଗ ପଛ ହୋଇପାରେ । କିନ୍ତୁ ମାଳିକା ଅ-କା-ଟ୍ୟ- ସ-ତ୍ୟ । ମହାପୁରୁଷ ଲେଖିଲେ କି:

ନାମ ପୁଣି ଅଟେ ଭୁବନେଶ୍ଵର ଯେଉଁ ହେବ ଯେ ମହା ସ-ମ-ର

ଆଉ ସେହି ଠାରେ ଭୂ-ମି-କ-ମ୍ପ ହୋଇବ

କୋଠାବାଡି ସବୁ ଭୁ-ସୁ-ଡି ଯିବ ॥

ଆପଣ ଦେଖିପାରୁଥିବେ କି ଭୁବନେଶ୍ଵରରେ ଥିବା ବିଧାନସଭା କିମ୍ବା ଅନ୍ୟ କେତେକ ରାଜନୈତିକ ସଭାରେ କେବଳ ସଂ-ଘ-ର୍ଷ ହିଁ ସଂ-ଘ-ର୍ଷ ଚାଲିଛି । ଏହି ସ୍ଥାନରେ ଭୂ-ମି-କମ୍ପ -ବି ହେବ । କୋଠାବାଡି ସବୁ ଭୁ-ସୁ-ଡି ଯିବ ।

ଯୋବ୍ରା ଠାରୁ ସ୍ଥାନ ଜଟଣୀ

ଲୋକେ ଯେଉଁଠି ହେବେ ହ-ଣା ହ-ଣି ॥

ଅର୍ଥାତ ଯୋବ୍ରା ଠାରୁ ଜଟଣୀ ପର୍ଯ୍ୟନ୍ତ ମଧ୍ୟରେ ଯେଉଁ ସ୍ଥାନ ଅଛି ସେଠି ସମସ୍ତେ ହ-ଣା-ହ-ଣି ହେବେ ଓ ର-କ୍ତର ନ-ଦୀ ବୋହିବ । କିନ୍ତୁ ଏହା କେତେବେଳେ ହେବ ଯାହା ବି-ଷୟରେ କୌଣସି ସୂଚନା ନାହିଁ । ଏହା ହେଉ ବୋଲି ବି କେହି ଚାହୁଁ ନାହାନ୍ତି । କିନ୍ତୁ ୬୦୦ ବର୍ଷ ତଳେ ଏହି ସବୁ ରଚିତ କରାଯାଇ ଥିଲା ଓ ମାଳିକାରେ ବର୍ଣିତ ସବୁ କଥା ଧୀରେ ଧୀରେ ସତ ହୋଇ ଚାଲିଛି । ଆମେ ଯାହା ବି କର୍ମ କରିବୁ ତାର ଫଳ ଆମକୁ ହିଁ ଭୋଗିବାକୁ ପଡିବ । ଯେଉଁମାନେ ନିଜର ଭିଟାମାଟି ବିକ୍ରି ଭୁବନେଶ୍ଵରରେ ରହୁଛନ୍ତି ସେମାନେ ସ-ତ-ର୍କ ହୋଇ ଯାଅନ୍ତୁ । କାରଣ କୋଠାବାଡି ସବୁ ଭୁ-ସୁ-ଡି ଯିବ । ପୃଥିବୀର ଗୋଟିଏ ସ୍ଥାନରେ ଅଧିକ ଓଜନ ହୋଇଗଲେ ତାହା ଭୁ-ସୁ-ଡି ଯିବ ।

Leave a Reply

Your email address will not be published. Required fields are marked *