ବାସୀ ମୁହଁରେ ବାସୀ ଗରମ ପଣି ପିଇଲେ ମୂଳରୁ ଶେଷ ହୋଇଥାଏ ୨୦ ଭୟଙ୍କର ରୋଗ, ଜାଣିଲେ ପାଦ ତଳୁ ମାଟି ଖସିଯିବ

ଆମର ଶରୀର ୭୦ ପ୍ରତିଶତ ପାଣିରେ ବନିଛି,ସେଥି ଲାଗି ଆମ ପାଇଁ ସବୁଠୁ ଜରୁରୀ ପାଣି ଅଟେ । ଆମ ଶରୀର ୫ ଟି ତତ୍ବରେ ମିସିକି ବନିଛି । ସେଥିରେ ଯେଉଁ ମେନ ତତ୍ଵ ରହିଛି ସିଏ ହେଉଛି ପାଣି, ଆପଣଙ୍କୁ ଏମିତି ଜିନିଷ ଖାଇବାର ଅଛି ଯେଉଁ ତିରେ ଅଧିକରୁ ଅଧିକ ପାଣି ଥିବ ।

ଶରୀରକୁ ସବୁଠୁ ଅଧିକ ପଣି ଦରକାର ହୋଇଥାଏ । ଆଜିକାଲି ପାଣି ନାଁରେ ଆମେ ଥଣ୍ଡା ପାଣି ପିଉଛେ, ଆମେ ପ୍ୟାକ ବୋତଲ ପାଣି ପିଉଛେ, ଆମେ ଏମିତି ପିଉରି ଫାୟାର ପାଣି ପିଉଛେ ଯାହା ଆମ ପାଇଁ ବିସ ହୋଇଥାଏ ।

Image Courtesy: Google

ଏହି ଯେଉଁ ପାଣି ଯାହା ପାଇଁ ଆମ ଶରୀର ଚାଲିଥାଏ , ଆମର ଦିମାଗ ୭୫ ପ୍ରତିଶତ ପାଣିରେ ବନିଛି । ଆମର ହୃଦୟ ୭୦ ପ୍ରତିଶତ ପାଣିରେ ବନିଛି । ଆମର ହାଡ ଦେଖିବାକୁ ଯେଉଁ ଶାକ୍ତ ନଜର ଆସୁଛି ସେ ମଧ୍ୟ ପାଣିରେ ବନିଛି । ଆମର ଶରୀର ପୂରାପୂରି ପାଣିରେ ହିଁ ବନିଛି । ଯେତେବେଳେ ଆମେ ମନ୍ଦିର ଯାଇଥାଉ ଯେଉଁ ଚରଣାବୃତ ଦିଯାଇଥାଏ ସିଏ ମଧ୍ୟ ତମ୍ବାର ପାତ୍ରରୁ ଦିଆଯାଇଥାଏ କାରଣ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ସୁଧା ହୋଇଥାଏ । ସେଥି ପାଇଁ ତମ୍ବାର ଆମ ଜୀବନରେ ବହୁତ ମହତ୍ଵ ପୂର୍ଣ ରହିଛି ।

Image Courtesy: Google

ପୂର୍ବ କାଳରେ ଘରେ ଘରେ ତାମ୍ବର ହିଁ ଗ୍ଲାସ ରହୁଥିଲା କିନ୍ତୁ ଆଜି କଲି ସ୍ଟୀଲ ଜିନିଷ ବ୍ୟବହାର କରାଗଲାଣି । ଆଣି ଆମେ ପାଣି ବିଷୟରେ କିଛି ବିଶେଷ କଥା ଜାଣିବା ପାଣିକୁ କେବେ ପିଇବା ଓ କେମିତି ପିଇବା ଓ ପାଣିକୁ ଠିକ ଢଙ୍ଗରେ କେମିତି ପିଇବା । ଯେଉଁ ରୋଗରେ ଆମେ ପୀଡିତ ରହୁ ତାର କାରଣ ହେଉଛି ଆମେ ଠିକସେ ପାଣି ପିଇନଥାଉ । ଯଦି ଆପଣଙ୍କର ଆଣ୍ଠୁଗଣ୍ଠିରେ ଦରଜ ହେଉଛି ତାର ମାନେ ହେଉଛି ଆପଣ ଭୁଲ ଢଙ୍ଗରେ ପାଣି ପିଉଛନ୍ତି ।

Image Courtesy: Google

ସବୁବେଳେ ଧ୍ୟାନ ଦେବେ କେବେବି ଥଣ୍ଡା ପାଣି ପିଇବେ ନହିଁ କାରଣ ଥଣ୍ଡା ପାଣି ଆମ ଶରୀରକୁ ବହୁତ କ୍ଷତି ପହଞ୍ଚାଇ ଥାଏ ।  ଯଦି ଆପଣ ଲୋଏ ବିପିର ରୋଗୀ ଅଟନ୍ତି  ତା ମାନେ ଆପଣଙ୍କ ଶରୀରରେ ଡ଼ାକ୍ତର ଅଭାବ ଥିବ । କମି ଏଥିପାଇଁ ହେଲା ଆପଣ ଥଣ୍ଡା ପାଣି ପିଉଥିଲେ ସେଥି ପାଇଁ । ଥଣ୍ଡା ପାଣି ପିଇବା ଦ୍ଵାରା ଆମର ହଜମ କରିବା ଶକ୍ତି କମ ହୋଇଥାଏ ।ଥଣ୍ଡା ପାଣି ପିଇବ୍ବା ଦ୍ଵାରା ଆମ ଅନ୍ତ ଶୁକୁଟି ଯାଇଥାଏ, କଂଷ୍ଟିପେସନର ଅସୁବିଧା ହୋଇଥାଏ ଓ ବରେନ ପାୱାର କମ ହୋଇଥାଏ ।

Image Courtesy: Google

ଆମର ହୃଦୟ ଠିକ ସେ କାମ କରିବାର ଶକ୍ତି ହରାଇଥାଏ ଓ ଆମର ରକ୍ତ ଖରାପ ହୋଇଥାଏ ସେଥିଲାଗି ଆମର କେସ ଝାଡିବାରେ ଲାଗିଥାଏ । ଏହି ସବୁ ଥଣ୍ଡା ପାଣି ପିଇବା ଲାଗି ହୋଇଥାଏ । ଆପଣ ଭାବୁଥିବେ କେଉଁ ପାଣି ପିଇବା ଉଚିତ, ଆପଣ ନର୍ମାଲ ପାଣି ପିଇପାରିବେ ତାଠୁ ଅଧିକ ଭଲ ଆପଣ ଟିକେ ଗରମ ପାଣି ପିଅନ୍ତୁ । ଯଦି ସକାଳେ ଆପଣ ଟିକେ ଗରମ ପାଣି ପିଉଛନ୍ତି ଏଥିରୁ ଆପଣଙ୍କୁ ବହୁତ ଫାଇଦା ମିଳିବ ଯଦି ଆପଣ ଏହି ଅଭ୍ୟାସ କରୁଛନ୍ତି କି ଆପଣ ପୁରା ପରିବାରକୁ ଏହି ଅଭ୍ଯାସ କରିବାକୁ କହୁଛନ୍ତିତ ଆପଣଙ୍କ ପୁରା ପରିବାର ସୁସ୍ଥ ରହିଥାଏ ।

Image Courtesy: Google

ଯଦି ଆପଣ ସକାଳୁ ଉଠି ଗରମ ପାଣି ପିଉଛନ୍ତି ଆପଣଙ୍କର ଆସିଡିଟି ସମସ୍ଯା ଦୂର ହୋଇଥାଏ । ଆସିଡିଟି ବଢିବାର ମାନେ ଆପଣଙ୍କ ରକ୍ତରେ  ଆସିଡିଟି ବଢିବା । ଆମେ ବେସୀ ମସଲା କି ଚା ପିଇଲେ ଆମ ରକ୍ତରେ ଆସିଡିଟି ହୋଇଯାଇଥାଏ । ଆସିଡିଟି ପାଇଁ ଗଣ୍ଠି ମଧ୍ୟ ଦରଜ ଓ ମୁହଁରେ ମଧ୍ୟ ବ୍ରଣ ହୋଇଥାଏ । ଏଇ ଯେଉଁ ସବୁ ଜିନିଷ ହୋଇଥାଏ ଏଗୁଡିକ ଇଣ୍ଟର କନେକଟେଡ ହୋଇଥାଏ । ଆସିଡିଟି ଖତମ କରିବାକୁ ହେଲେ ଆପଣଙ୍କୁ ସକାଳୁ ଦୁଇରୁ ତିନି ଗ୍ଲାସ ନଖଉଷୁମ ପାଣି ପିଇବାକୁ ହେବ । ଏମିତି କରିବା ଦ୍ଵାରା ଆପଣଙ୍କ ଶରୀରରୁ ଟକସିନ ଓ ଆସିଡିଟି ଫ୍ଲସ ଆଉଟ ହୋଇଯିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *