ଏହି ୪ଟି ମାସରେ ଜନ୍ମିତ ଝିଅ ହୋଇଥାନ୍ତି ବହୁତ ଭାଗ୍ୟବାନ, ଆପଣଙ୍କ ଜନ୍ମ ମାସ ନାହିଁ ତ?

ଝିଅ ମାନଙ୍କୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ କୁହା ଯାଇଥାଏ, ଯେତେବେଳେ କାହା ଘରେ ଝିଅ ଜନ୍ମ ହୋଇଥାଏ ତେବେ ସମସ୍ତେ କହିଥାନ୍ତି ଘରକୁ ଲକ୍ଷ୍ମୀ ଆସିଛନ୍ତି । ତେବେ କେବଳ ଝିଅ ହୋଇଥାଏ ଯିଏ ନିଜ ଜନ୍ମ ସ୍ଥାନ ମା ବାପା ଭାଇ ସବୁ ରକ୍ତ ସମ୍ପର୍କ ଛାଡି ନୂଆ ଅନ୍ୟ ମାନଙ୍କ ଘରେ ଯାଇ ତାଙ୍କ ନିଜର ହୋଇ ରହି ପାରିଥାଏ ।

ତେବେ ଝିଅଙ୍କୁ ଭଗବାନ ସହିବା ପାଇଁ ବହୁତ ଶକ୍ତି ପ୍ରଦାନ କରିଛନ୍ତି, ଏତେ ଅନ୍ୟ କେହି କରି ପାରିବ ନାହିଁ କିନ୍ତୁ କେବଳ ଗୋଟେ ଝିଅଥାଏ ଯିଏ ଦୁଇ ଘର ମାନ ସମ୍ମାନ ବଞ୍ଚାଇ ସମସ୍ତଙ୍କୁ ସୁଖରେ ରଖିଥାଏ । ତେବେ ଆଜି ଆମେ ଏମିତି ୪ଟି ମାସରେ ଜନ୍ମ ହୋଇଥିବା ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବହୁତ ଭାଗ୍ୟବାନ ଅଟନ୍ତି ।

Image Courtesy: Google

୧. ଫେବୃଆରୀ :

ଏହି ମାସରେ ଜନ୍ମ ହୋଇଥିବା ଝିଅଙ୍କ ସ୍ଵଭାବ ବହୁତ ବିନମ୍ର ହୋଇଥାଏ, ଏହି ଭଳି ଝିଅ ସମସ୍ତଙ୍କୁ ଭଲ ପାଇବା ଦେଇଥାନ୍ତି । ଏହି ମାସରେ ଜନ୍ମ ହୋଇଥିବା ଝିଅଙ୍କୁ ବହୁତ ସୁନ୍ଦର ସାସୁଘର ମିଳିଥାଏ ଏହା ଛଡା ଏହି ଝିଅ ମାନେ ନିଜ ବାପ ଘର ଓ ନିଜ ସସୁରଘର ପାଇଁ ବହୁତ ଶୁଭକାରୀ ହୋଇଥାନ୍ତି । ଏହି ଝିଅମାନଙ୍କ ପାଇଁ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ତାଙ୍କ ବାପା ଓ ସାସୁଘର ଉପରେ ସବୁବେଳେ ରହିଥାଏ ।

Image Courtesy: Google

୨. ଏପ୍ରିଲ :

ଏହି ମାସରେ ଜନ୍ମ ହୋଇଥିବା ଝିଅଙ୍କ ଭାଗ୍ୟ ବହୁତ ଉଜ୍ଵଳ ହୋଇଥାଏ କାହିଁକିନା ଏହି ମାସରେ ଜନ୍ମ ହୋଇଥିବା ଝିଅଙ୍କ ଗ୍ରହ ବହୁତ ଭଲ ସ୍ଥାନରେ ରହିଥାଏ ଯାହା ଫଳ ସ୍ୱରୂପ ତାଙ୍କୁ ସଫଳତା ମିଳିଥାଏ ଓ ସେ ନିଜ ଆଖ ପାଖ ଓ ପରିବାର ଲୋକଙ୍କୁ ବହୁତ ଖୁସିରେ ରଖନ୍ତି ।

୩. ଜୁନ :

ଶାସ୍ତ୍ର ଅନୁଯାଇ ଏହି ମାସରେ ସନ୍ତାନ ଜନ୍ମ ହେଲେ ଶୁଭ ନୁହେ କିନ୍ତୁ ଯଦି ଝିଅ ଜନ୍ମ ହୋଇଥାଏ ତେବେ ସାକ୍ଷାତ ମା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାଏ । ଏହି ମାସରେ ଜନ୍ମ ହୋଇଥିବା ଝିଅ ନିଜ ଘର ପରିବାର ପରିସ୍ଥିତି ବଦଳି ଦେଇଥାଏ ଓ ତାଙ୍କ ଘରେ ସବୁ ପ୍ରକାର ସମସ୍ଯା ଦୂର ହୋଇଥାଏ ।

Image Courtesy: Google

୪. ସେପ୍ଟେମ୍ବର :

ଏହି ମାସରେ ଜନ୍ମ ହୋଇଥିବା ଝିଅଙ୍କ ଭାଗ୍ୟରେ ଚନ୍ଦ୍ର, ବୁଧ ଓ ଶୁକ୍ର ଏକାଠି ହୋଇଥାନ୍ତି ଯାହା ଦ୍ଵାରା ଏହି ମାସରେ ଜନ୍ମ ହୋଇଥିବା ଝିଅ ନିଜ ଭାଗ୍ୟ ବଳରେ ବହୁତ କିଛି ପାଇଥାଏ ଓ ଜୀବନରେ କେବଳ ଆଗକୁ ବଢିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *