ଆଜି ପୁଣି ଏତେ କମିଲା ସୁନା ଦାମ- ଦେଖନ୍ତୁ ଆଜି କେତେ ଅଛି Gold Rate

କୋଭିଡ଼ ସମୟରେ ଆକାଶ ଛୁଆଁ ହୋଇଥିଲା ସୁନାଦର ତେବେ ବର୍ତ୍ତମାନର ସମୟରେ ସୁନାଦର ଟିକେ କମିବାରେ ଲାଗିଛି । କମିଲା ସୁନା ଦର । ଲୋକଙ୍କ ଅପେକ୍ଷା ର ହେଲା ଅନ୍ତ କାହିଁକିନା ଏହି ସମୟରେ ସୁନା ରୂପା ଦାମ ଦ୍ରୁତ ଗତିରେ ହ୍ରାସ ପାଉଛି ଓ ଲୋକ ନିଜ ଜମା ପୁଞ୍ଜି ଦ୍ଵାରା କିଛି ଭଲ କିଣିବାକୁ ଇଛା କରିଥାନ୍ତି । ତେବେ ସୁନା ରୂପା କିଣିବା ପାଇଁ ଅପେକ୍ଷା କରୁଥିବା ଲୋକଙ୍କ ଅପେକ୍ଷା ଆଜି ସମାପ୍ତ ହବ ।

ଆଜି ରେଟ ଅନୁଯାଇ ସୁନା ଓ ରୂପା ଦାମ ବହୁତ କମିଛି ଓ ଆମେ ଆପପଣଙ୍କୁ ସୁନା ଓ ରୂପା ଦାମ ମଧ୍ୟ କହିବୁ ଓ କେତେରୁ କେତେ କମ ହୋଇଛି ତାହା ମଧ୍ୟ କହିବୁ । ତେବେ ସୂଚନା ଅନୁସାରେ ଏହା ଆହୁରି ମଧ୍ୟ ଶସ୍ତା ହୋଇପାରେ ।

‌ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି 170 ଟଙ୍କା କମି 49625 ଟଙ୍କାରେ ପହଞ୍ଚିଛି । ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି 47500 ଟଙ୍କା ଓ 49,710 ଟଙ୍କା ଛୁଇଁଛି ।

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି । ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ 47,190 ଟଙ୍କା ଓ 48190 ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ 47400 ଟଙ୍କା ଓ 51700 ଟଙ୍କା ରହିଛି ।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ 45410 ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ 49540 ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ 47020 ଟଙ୍କା ଓ 48460 ଟଙ୍କା ରହିଛି ।

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ,ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ,ଧନ୍ୟବାଦ ।

Leave a Reply

Your email address will not be published. Required fields are marked *