ଭାରତ କଲା ବଡ ପ୍ରସ୍ତୁତି ,ପାଣିର ଗୋଟେ ଗୋଟେ ବୁନ୍ଦା ପାଇଁ ତଡପିବେ ପାକିସ୍ଥାନ

ଭାରତ ସରକାର ପାକିସ୍ଥାନକୁ ବଡ ଝଟକା ଦେଇଛନ୍ତି । ଏହି ବର୍ଷ ଡିସେମ୍ବର ରୁ ଭାରତ ,ପାକିସ୍ଥାନର ଏବଂ ଯାଉଥିବା ପାଣିକୁ ଅଟକାଇବା ଆରମ୍ଭ କରିଦେବ । ଏଥର ଟେକନିକାଲ ରିପୋର୍ଟ ପ୍ରସ୍ତୁତ ହୋଇ ସାରିଛି ଏବଂ କାନୁନ କ୍ଲିୟରାନ୍ସ ମିଳିବା ବାକିଅଛି । ଏକ ସୂତ୍ରରୁ ଏହି ସୂଚନା ମିଳିଛି ।

୨୦୧୯ ମସିହାରେ ପୁଲୱାମା ହାମଲା ପରେ ଭାରତ ଏବଂ ପାକିସ୍ଥାନ ଭିତରେ ସମ୍ବନ୍ଧ ଭଲ ନାହିଁ । ଯାହାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏକ୍ସକ୍ଲୁସିବ ରିପୋର୍ଟ ଅନୁସାରେ ସରକାର ଉଚ ନଦୀର ୨ ଟିଏମସି ପାଣି ରୋକିବା ପାଇଁ ପ୍ରସ୍ତୁତି କରୁଛନ୍ତି । ଏହି ନଦୀ ରାବୀ ନଦୀର ସହାୟକ ଅଟେ ।

ତେବେ ଯଦି ଆପଣମନଙ୍କୁ ଆମର ଏହି ଆର୍ଟିକ୍ଲ ପସନ୍ଦ ଆସିଥିଲେ ଶେୟାର କରନ୍ତୁ, ଆଗକୁ ଏହିଭକ୍ଲି ଅନେକ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *