ବୁଧବାର ଦିନ ଫିଟକିରି ଓ କୁମକୁମରେ କରନ୍ତୁ ଏହି ଜବରଦସ୍ତ ଉପାୟ, ଏତେ ପଇସା ଆସିବ କି ସମ୍ଭାଳି ପାରିବେନି ଆପଣ

ବନ୍ଧୁଗଣ, ପ୍ରଭୁ ଗଣେଶ ଙ୍କ ପୂଜା ସମସ୍ତଙ୍କୁ କରିବା ଆବଶ୍ୟକ । ବନ୍ଧୁଗଣ ଜୀବନରେ ସୁଖ ତଥା ସମୃଦ୍ଧି ନିମନ୍ତେ ଭଗବାନ ଗଣେଶ ଙ୍କ ପୂଜା କରିବା ନିହାତି ଆବଶ୍ୟକ । ବନ୍ଧୁଗଣ ଭଗବାନ ଗଣେଶ ପ୍ରଥମ ପୂଜ୍ୟଦେବ ଅଟନ୍ତି । କୌଣସି ଶୁଭକାର୍ଯ୍ୟ ର ଶୁଭାରମ୍ଭ ଭଗବାନ ଗଣେଶ ଙ୍କୁ ସ୍ମରଣ କରି କରାଯାଇନଥାଏ ।

ବନ୍ଧୁଗଣ ଏହିଭଳି ମାନ୍ୟତା ରହିଅଛି ଯଦି ସ୍ଵୋଛ ମନରେ ଗଣେଶ ଭଗବାନ ଙ୍କ ଆରଧାନ କରାଯାଏ ତେବେ ଅଟକିଯାଇଥିବା ସମସ୍ତ କାର୍ଯ୍ୟର ପୁନରାବୃତି ହେବାକୁ ଲାଗେ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଏଭଳି ଉପାୟ ମାନ କହିବାକୁ ଯାଉଅଛୁ ଯାହା ଆପଣଙ୍କ ଭାଗ୍ୟ କୁ ସଂପୂର୍ଣ୍ଣ ଭାବେ ବଦଳି ଦେବ । ବନ୍ଧୁଗଣ ଗଣେଶ ଭଗବାନ ଙ୍କୁ କିଛି ଏଭଳି ବସ୍ତୁମାନ ରହିଅଛି ଯାହା ବହୁତ ପସନ୍ଦ ହୋଇଥାଏ ।

ବନ୍ଧୁଗଣ ବୁଧବାର ଦିନ ଯଦି ଆପଣ ଶୁଖିଲା ଧନିଆ ଏବଂ ଗୁଡ ର ଭୋଗ ଲଗାଇ ଦିଅନ୍ତି ତେବେ ଆପଣଙ୍କ ନିକଟରେ ଧନର ବର୍ଷା ହେବ ସହିତ ଆପଣଙ୍କ ଅଟକି ଯାଇଥିବା ସମସ୍ତ କାର୍ଯ୍ୟ ର ପୁନରାବୃତି ହେବାକୁ ଲାଗିବ । ବନ୍ଧୁଗଣ ଭଗବାନ ଗଣେଶ ଙ୍କୁ ଯଦି ଆପଣ ୭ ଦିନ ପର୍ଯ୍ୟନ୍ତ ଗୁଡ ର ଭୋଗ ଲଗାନ୍ତି ତେବେ ଆପଣଙ୍କୁ କୌଣସି ପ୍ରକାରର ଅସୁବିଧା ହେବ ନାହିଁ ।

ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କ କୃପା ପାଇବାକୁ ହେଲେ ଆପଣ ଗଣେଶ ଭଗବାନ ଙ୍କ ନିକଟରେ ଶୁଦ୍ଧ ଘିଅ ତଥା ଗୁଡ ର ଭୋଗ ଲଗାନ୍ତୁ ଏଭଳି କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ଅପାର କୃପା କରିବେ । ଆପଣଙ୍କ ଗୃହରେ ଭଗବାନ ଗଣେଶ ଙ୍କ ସମେତ ମାତା ଲକ୍ଷ୍ମୀ ମଧ୍ୟ ଅବସାନ କରିବେ । ବନ୍ଧୁଗଣ ଅରଖ ଫୁଲ ଯାହାକୁ ଆମ୍ଭେ ଭଗବାନ ଶିବ ଙ୍କୁ ଅର୍ପଣ କରିଥାଉ । ଏହି ଫୁଲ ଭଗବାନ ଗଣେଶ ଙ୍କର ମଧ୍ୟ ପ୍ରିୟ ହୋଇଥାଏ ।

ଏଣୁ ଆପଣ ଭଗବାନ ଗଣେଶ ଙ୍କୁ ମଧ୍ୟ ଏହି ଅରଖ ପୁଷ୍ପ ଅର୍ପିତ କରନ୍ତୁ । ମାତ୍ର ଆପଣ ଧ୍ୟାନ ରଖିବେ ଅରଖ ଫୁଲ କେବଳ ୮ ପାଖୁଡା ର ଅର୍ପଣ କରିବେ । ବନ୍ଧୁଗଣ ଯଦି କିନ୍ନର ଙ୍କୁ ଆପଣ କିଛି ପଇସା ଦେଇ ତାଙ୍କ ଠାରୁ ଆପଣ ୧ ଟଙ୍କା ଆଶୀର୍ବାଦ ଭାବରେ ଆଣି ନିଜ ଘରର ଧନ ରଖିଥିବା ସ୍ଥାନରେ ରଖନ୍ତି ତେବେ ଆପଣଙ୍କର ଧନର ଆଭାବ କେବେ ମଧ୍ୟ ହେବ ନାହିଁ ।

ବନ୍ଧୁଗଣ ଭଗବାନ ଗଣେଶଙ୍କୁ ସବୁଜ ଦୁବଘାସ ବହୁତ ପ୍ରିୟ ଅଟେ । ଆପଣ ଏହି ଘାସ କୁ ୧୧ ଅଥବା ୨୧ ସଂଖ୍ୟା ରେ ନେଇ ଯେଉଁତିରେ ୩ ଟି ପତ୍ର ରହିଥିବ ଏହାକୁ ଭଲ ଭାବରେ ଧୋଇ ସଫା କରି ଦିଅନ୍ତୁ । ଏହାପରେ ଲାଲି ସୂତାରେ ଦୁବ ଗୁଡିକୁ ବାନ୍ଧି ଗଣେଶ ଭଗବାନଙ୍କୁ ପିନ୍ଧାଇ ଦିଅନ୍ତୁ । ଏହା ଫଳରେ ଆପଣଙ୍କ ମନରେ ଯାହା ମଧ୍ୟ ମନବାଞ୍ଛା ରହିଅଛି ସେ ସବୁ ଅତିଶୀଘ୍ର ପୂର୍ଣ୍ଣ ହୋଇଯାଏ । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା କାମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *