ଭାଗ୍ୟଶାଳୀ ମହିଳାଙ୍କ ଚେହେରାରେ ଲୁଚି ରହିଥାଏ ଏହି ରାଜ- Lucky Women

ଶାସ୍ତ୍ରରେ ସବୁ ସ୍ତ୍ରୀକୁ ଦେବୀ ଓ ମା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଇଛି । ଆଉ ଶାସ୍ତ୍ରରେ କିଛି ବିଶେଷ ଗୁଣ ବାଲି ମହିଳାଙ୍କ ବିଷୟରେ କୁହାଯାଇଛି । କୁହାଯାଏକି ଯେଉଁ ମହିଳା ମାନଙ୍କ ଭିଆତରେ ଏହି ଗୁଣ ଥାଏ ସେ ବହୁତ ଭାଗ୍ୟଶାଳୀ ହୋଇଥାଏ । ସେହି ମହିଳା ମାନଙ୍କ ଭାଗ୍ୟରେ ଖାଲି ନୁହେଁ ତାଙ୍କ ସ୍ବାମୀଙ୍କ ଜୀବନରେ ସକରାତ୍ମକ ବଦଲାବ ଆସିଥାଏ । ପୁରା ପରିବାର ଓ ଘର ଧନବାନ ହୋଇଥାଏ । ସବୁ ଝିଅ ଘର ପାଇଁ ବହୁତ ଲକି ହୋଇଥାନ୍ତି କିନ୍ତୁ ସାମୁଦ୍ରିକ ଶାସ୍ତ୍ରରେ ଭାଗ୍ୟଶାଳୀ ମହିଳା ମାନଙ୍କର କିଛି ବିଶେଷତା କୁହାଯାଇଛି । ଆଜି ଆମେ ଆପଣଙ୍କୁ ଭାଗ୍ୟଶାଳୀ ମହିଳାମାନଙ୍କ ବିଶେଷତା ବିଷୟରେ କହିବୁ ।


ହରିଣ ଭଳି ଆଖି ମହିଳା :-

କୌଣସି ବ୍ୟକ୍ତିଙ୍କ ଆଖିକୁ ଦେଖିକି ସେହି ବ୍ଯକ୍ତିର ସ୍ଵଭାବ ବିଷୟରେ ବହୁତ କିଛି ଜଣା ଯାଇଥାଏ । ଶାସ୍ତ୍ରରେ ନେତ୍ର ସ୍ୱରୂପ ଆଧାରରେ ମହିଳା ମାନଙ୍କ ଗୁଣ ଓ ଭାଗ୍ୟ ବିଷୟରେ ଜଣା ଯାଇଥାଏ । ଯେମିତିକି ଯେଉଁ ସ୍ତ୍ରୀଙ୍କ ଆଖି ହରିଣ ଭଳି ସମାନ ଓ ସଫା ଭାଗର ଶେଷରେ ଲାଳିମା ଥାଏ ସେ ବହୁତ ହି ଭାଗ୍ୟଶାଳୀ ଓ ସୁଖୀ ସୌଭାଗ୍ୟ ବାଲି ହୋଇଥାନ୍ତି ।

ଆଇବ୍ରୋରୁ ଜଣା ପଡିଥାଏ ଭାଗ୍ୟଶାଳୀ ମହିଳା :-

ସମୁଦ୍ରଶାସ୍ତ୍ର ଅନୁସାରେ ଆଇବ୍ରୋ କୌଣସି ମଣିଷର ବ୍ୟବହାରର ଆଇନା ହୋଇଥାଏ । ଯେଉଁ ମହିଳାଙ୍କ ଆଇବ୍ରୋ ଛୋଟ ଓ ଗୋଟେ ସମାନ ହୋଇଥାଏ ଏମିତି ମହିଳା ମାନେ ଭାଗ୍ୟଶାଳୀ ହେବ ସହିତ ବହୁତ ଇମାନଦାର ହୋଇଥାନ୍ତି ।

ମଥାରେ  ପଞ୍ଚୋଟି ରେଖା ଥିଲେ :- ଯେଉଁ ମହିଳାଙ୍କ ମଥାରେ ପାଞ୍ଚଟି ରେଖା ଥାଏ । ଜ୍ଯୋତିଷ ଅନୁସାରେ ଏମିତି ମହିଳାଙ୍କର ଆୟୁ ବହୁତ ଅଧିକ ହୋଇଥାଏ ଓ ଏମିତି ମହିଳା ଭାଗ୍ୟଶାଳୀ ହେବା ସହିତ ତେଜ ଦିମାଗର ହୋଇଥାନ୍ତି ।

ନାକରେ ଥିଲ ଥିଲେ :- ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ମହିଳାଙ୍କ ନାକରେ ତିଳ ଥାଏ ସେ ବହୁତ ଭାବୁକ ଓ ପରିଶ୍ରମୀ ହୋଇଥାନ୍ତି । ଏମିତି ମହିଳା ତାଙ୍କ ଗୁଣ କାରଣରୁ ପୂଜିତ ହୋଇଥାନ୍ତି । ଏମାନଙ୍କ ଜୀବନବହୁତ ବ୍ୟଳସବ୍ୟାସନରେ ବ୍ଯତୀତ ହୋଇଥାଏ । ଏମାନେ ତାଙ୍କ ପରିବାର ପାଇଁ ବହୁତ ଲକି ହୋଇଥାନ୍ତି ।

ଡାହାଣ ଗାଲରେ ତିଳ ଥିଲେ :- ଯେଉଁ ମହିଳା ମାନଙ୍କର ଡାହାଣ ଗାଲରେ ତିଳ ଥାଏ ସେହି ମହିଳା ଚରିତ୍ରବାନ, ବୈଭବଶାଳି, ଏବଂ ଧନବାନ ହୋଇଥାନ୍ତି । ଏମିତି ମହିଳାମାନେ ନିଜ ଆବଶ୍ଯକକୁ ନିୟତ୍ରଣରେ ରଖିଥାନ୍ତି । ଏମାନକୁ ତାଙ୍କ ଜୀବନରେ ଭୌତିକ ବସ୍ତୁର ସୁଖ ପ୍ରାପ୍ତ ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *