ଦୁନିଆରେ ଯିଏ ଆସିଛି ସେ ଦିନେ ନା ଦିନେ ଚାଲି ଯିବ ଆଉ କେହି ନିଜ ସହ କିଛି ନେଇକି ଯାନ୍ତି ନାହିଁ ତେବେ ସେ ଧନ ସମ୍ପତ୍ତି ହେଉ ବା ପ୍ରେମ ହେଉ ବା ଅନ୍ୟ କିଛି । ଖାଲି ହାତରେ ସମସ୍ତେ ଆସିଛନ୍ତି ଆଉ ଏକା ହି ଯିବେ । ତେବେ ଏକା ଚାଲିବା ପାଇଁ ଲୋକେ ଡରନ୍ତି କଣ ପାଇଁ ଜୀବନରେ ମଣିଷ ସବୁବେଳେ ଭିଡ କଣ୍ ପାଇଁ ଖୋଜୁଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଏକୁଟିଆ ରହିବାର ଲାଭ କହିବୁ ଯାହା ପରେ ଆପଣ ମଧ୍ୟ ଏକୁଟିଆ ରହିବାକୁ ପଶନ୍ଦ କରିବେ ।
ଯେତେବେଳେ ମଣିଷ ଏକୁଟିଆ ରହିଥାଏ ସେ କେବଳ ନିଜ ବିଷୟରେ ନିଜ ଭାବିସତ୍ ବିଷୟରେ ଚିନ୍ତା କରିଥାଏ ଆଉ ନୁଆ ନୁଆ ଆଇଡିଆ କରିବାକୁ ଚେଷ୍ଟା ମଧ୍ୟ ରହିଥାଏ । ସବୁଠାରୁ ବଡ କଥା ମଣିଷ ପାଖରେ ନିଜ ପାଇଁ ସମୟ ରହିଥାଏ ଯାହା ଆଜି କାଲିକା ସମୟରେ ବହୁତ୍ କମ୍ ଲୋକଙ୍କ ପାଖରେ ଅଛି ଯଦି ଆପଣ ମଧ୍ୟ ଦେଖିବେ ତେବେ ପାଇବେ ଜେ ଯେଉଁ ମଣିଷ ଏକୁଟିଆ ରହିଥାଏ ସେହି ବ୍ୟକ୍ତି ଜୀବନରେ ବହୁତ୍ ଶିଘ୍ର ସଫଳ ହୋଇଥାଏ ଯେଉଁ ବ୍ୟକ୍ତି ସବୁବେଳେ ଭିଡ ସହ ରହିଥାଏ ସେ କେବେ ଆଗକୁ ବଢିପାରେ ନାହିଁ ।
ଯେଉଁ ବ୍ୟକ୍ତି ଭିଡ ସହ ରହିଥାଏ ସେ ଏକୁଟିଆ ରହିବାରୁ ଡରିଥାଏ ଯାହା ତା ଜୀବନର ସବୁଠାରୁ ବଡ ଭୁଲ ହୋଇଥାଏ । ଏହି ଭଳି ବ୍ୟକ୍ତି ଲୋକଙ୍କ ବିଚାର ଭିତରେ ଏତେ ହଜି ଯାଇଥାଏ ଯେ ତାକୁ ନିଜ ବିଚାର ପାଇଁ ସମୟ ନଥାଏ । ଏହି ଭଳି ଲୋକ କିଛି କରିବାକୁ ଚେଷ୍ଟା କଲେ ମଧ୍ୟ ସଫଳ ହୁଅନ୍ତି ନାହିଁ କାହିଁକି ନା ଅନ୍ୟ ମାନଙ୍କ କଥା ତାଙ୍କ ମନରେ ସବୁବେଳେ ଚାଲିଥାଏ ଆଉ ତାଙ୍କୁ ନିଜ ବିଚାର ସ୍ପଷ୍ଟ ଜଣା ପଡିନଥାଏ । ତେବେ ଯେଉଁ ଲୋକ ଭିଡ଼ରେ ରୁହନ୍ତି ତାଙ୍କ ମନରେ ଯେତେ ନକାରାତ୍ମକ ଭାବନା ନଥାଏ ଅନ୍ୟ ଲୋକମାନେ ନକାରାତ୍ମକ କହି କହି ତାଙ୍କୁ ଏହି ଭଳି କରିଥାନ୍ତି ।
ଜୀବନରେ କିଛି ପାଇବାକୁ ହେଲେ ବହୁତ୍ କିଛି ହାତେଇବାକୁ ପଡେ ତେବେ ଯଦି ଆପଣ ମଧ୍ୟ ଚାହୁଁଛନ୍ତି ଜେ ଦୁନିଆରେ ଆପଣଙ୍କ ନା ହେଉ ଆପଣଧ୍ୟା ସମସ୍ତଂକ ଠାରୁ କିଛି ଅଲଗା କରନ୍ତୁ ତେବେ ଏକା ରହିବା ଶିଖିବାକୁ ହବ ଏହା ସହ ନିଜ ଭବିଶତ୍ ବିଷୟରେ ଚିନ୍ତା କରିବାକୁ ହବ କାହିଁକି ନା ଆପଣଙ୍କ ଏହି ବିଚାର ଏହି କଷ୍ଟ ଏହି ପରିଶ୍ରମ ଅନ୍ୟ ମାନଙ୍କ ଠାରୁ ଆପଣଙ୍କୁ ଭିନ୍ନ କରିବ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।