ବିରାଟ କୋହଲିଙ୍କୁ କିଏ ଅବା ଜାଣି ନାହିଁ ସେ ବର୍ତମାନ ରେ ଦେଶର କ୍ରିକେଟ କ୍ୟାପଟେନ ଅଛନ୍ତି । ତାଙ୍କ ପ୍ରଦର୍ଶନ ଭାରତ ପାଇଁ ବହୁତ୍ ବହୁତ ଭଲ ରହିଛି । ତେବେ ଅନୁଷ୍କା ଶର୍ମା ଙ୍କୁ କିଏ ଜାଣି ନାହିଁ କାହିଁକି ନା ସେ ଭାରତ ସିନେମା ଦୁନିଆର ବହୁତ୍ ପ୍ରସିଧ ଓ ବହୁତ୍ ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି । ବର୍ତମାନ ଦୁହେଁ ବିବାହିତ ଅଛନ୍ତି ଓ ଦୁହିଁଙ୍କ ଜୀବନର ବହୁତ୍ ଶିଘ୍ର ନୁଆ କୁଣିଆ ମଧ୍ୟ ଆସିବାକୁ ଯାଉଛନ୍ତି ।
ଆଜି ଆମେ ଆପଣଙ୍କୁ ବିରାଟ କୋହଲି ଙ୍କ ବିଷୟରେ ଏମିତି ଗୋଟେ କଥା କହିବାକୁ ଯାଉଛୁ ଯାହା ଆପଣଙ୍କ ମଧ୍ୟରୁ ବହୁତ୍ ଲୋକେ ଜାଣି ନଥିବେ । ଅନୁଷ୍କା ଶର୍ମା ଓ ବିରାଟ କୋହଲି ଙ୍କ ବିଷୟରେ ସମସ୍ତେ ବର୍ତମାନ ଜାଣିଛନ୍ତି କିନ୍ତୁ କଣ୍ ଆପଣ ଏହା ଜାଣିଛନ୍ତି ଯେ ଅନୁଷ୍କା ବିରାଟ ଙ୍କ ପ୍ରଥମ ପସନ୍ଦ ନଥିଲେ ।
ବିରାଟ କୋହଲି ଙ୍କୁ ଆଉ ଜଣେ ଅଭିନେତ୍ରୀ ବହୁତ୍ ପସନ୍ଦ ଥିଲେ ଯାହାଙ୍କୁ ଆପଣ ମାନେ ବହୁତ୍ ଭଲ ଭାବରେ ଜାଣିଛନ୍ତି ତାଙ୍କ ନା ହେଲା କରିସ୍ମା କପୁର । ତେବେ ଖବର ଅନୁଯାଇ ବିରାଟ କରିଶ୍ମାଙ୍କ ବହୁତ୍ ବଡ ଜ୍ଞାନ ଥିଲେ ଆଉ ସେ କରିଷ୍ମାଙ୍କ ସହ ବିବାହ କରିବା ପାଇଁ ଇଛା କରିଥିଲେ କିନ୍ତୁ ବିରାଟଙ୍କ ଫେମସ ହବା ଆଗରୁ କରିସ୍ମାଙ୍କ ବିବାହ ସଞ୍ଜୟ ସହ ହୋଇଥିଲା ଯିଏ ଜଣେ ବିଜନେସ ମେନ୍ ଅଛନ୍ତି ।
କିନ୍ତୁ କାରିଶ୍ମାଙ୍କ ବିବାହ ବହୁତ୍ ଅଧିକ ଦିନ ଚାଲିଲା ନାହିଁ କାହିଁକି ନା ତାଙ୍କ ସ୍ୱାମୀର ଅନ୍ୟ କାହା ସହ ସମ୍ପର୍କ ରହିଲା ଯେଉଁ କାରଣରୁ ତାଙ୍କ ବିବାହ ଭାଙ୍ଗି ଗଲା ଆଉ କାରିଶ୍ମା ନିଜ ଛୁଆଙ୍କ ସହ ନିଜ ଘରକୁ ଆସି ଗଲେ କିନ୍ତୁ ବିରାଟଙ୍କ ମନ ଭାଙ୍ଗି ଗଲା ।
ଏହା ପରେ ବହୁତ୍ ଅଭିନେତ୍ରୀ ମାନଙ୍କ ସହ ବିରାଟ ସାଙ୍ଗ ହେଲେ କିନ୍ତୁ କାହାକୁ ନିଜ ମନ ଦେଲେ ନାହିଁ ତା ପରେ ଆସିଲେ ଅନୁଷ୍କା ଯାହା ସହ ତାଙ୍କ ମନର ସମ୍ପର୍କ ହେଲା ଆଉ ସେ ଇଟାଲୀ ରେ ୨୦୧୭ ରେ ବିବାହ କଲେ ଯାହା ବିଷୟରେ ବହୁତ୍ କମ୍ ଲୋକେ ଜାଣିଥିଲେ ଆଉ ରାତିରେ ଦୁହେଁ ବିବାହ ଫଟୋ ଦେଲା ପରେ ମିଡ଼ିଆକୁ ଏହି ଖବର ମିଳିଥିଲା ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।