ଭାଗ୍ୟଶାଳୀ ପୁରୁଷଙ୍କୁ ହିଁ ମିଳିଥାଏ, ଏହି ୩ ଟି ନାମ ଥିବା ପତ୍ନୀ- Jyotisha Shastra

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଆମ ଜୀବନଶୈଳୀ କୁ ନେଇ କିଛି ଏଭଳି ନିୟମ ସବୁ ଉଲ୍ଲେଖ ହୋଇଛି ତାହା ପ୍ରାଏ ସମସ୍ତେ ଜାଣି ନଥାନ୍ତି । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏହି ପୁରୁଷ ମାନେ ଯାହାଙ୍କୁ ଏହି ୩ ଟି ନାମ ଥିବା ଝିଅଙ୍କର ସାଥ ମିଳିଥାଏ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଏହି ୩ ଟି ନାମ ଥିବା ଭାଗ୍ୟଶାଳୀ ଝିଅ ମାନଙ୍କ ସମ୍ବନ୍ଧରେ ଜଣେଇବାକୁ ଯାଉଛୁ, ଯେଉଁମାନେ ନିଜ ପତ୍ନୀଙ୍କ ଭାଗ୍ୟକୁ ବଦଳିକି ରଖିଦେଇଥାନ୍ତି ।

ଆସନ୍ତୁ ଏବେ ସେହି ୩ ଟି ନାମ ଥିବା ଝିଅ ମାନଙ୍କ ସମ୍ବନ୍ଧରେ ଜାଣିବା ।  ବନ୍ଧୁଗଣ ମନୁଷ୍ୟଙ୍କ ଜୀବନରେ କଣ ଘଟୁଛି ଅଥବା କଣ ଘଟିବ ତାହା ତାହାର ଜନ୍ମ କୁଣ୍ଡଳୀ ଦ୍ଵାରା ନିର୍ଦ୍ଧାରିତ କରାଯାଇଥାଏ । ସେହିଭଳି ବ୍ୟକ୍ତିଟିର ନାମରୁ ତାହାର ସ୍ଵଭାବ ସମ୍ବନ୍ଧରେ ଜଣାପଡିଥାଏ ।

୧- “R”- ଏହି ନାମ ଥିବା ମହିଳାମାନେ ନିଜ ହୃଦୟରୁ ବହୁତ ଭଲ ଅଟନ୍ତି । ଏମାନେ ନିଜ ସ୍ଵୋଭାବ ଦ୍ଵାରା ଅନ୍ୟ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରି ନେଇଥାନ୍ତି । ଏମାନଙ୍କ ସହିତ ଯେଉଁ ପୁଅ ମାନଙ୍କର ବିବାହ ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମହିଳା ମାନେ ନିଜ ଜୀବନ ସାଥି ଙ୍କୁ ବହୁତ ପ୍ରେମ କରିଥାନ୍ତି । ଏବଂ ଏମାନେତାଙ୍କ ଖୁସି ପାଇଁ ସବୁକିଛି ତ୍ୟାଗ କରିଥାନ୍ତି । ବନ୍ଧୁଗଣ ଏହି ନାମ ର ଝିଅ ମାନଙ୍କୁ ନିଜ ଜୀବନ ସାଥି ରୂପେ ପାଇବା କିସ୍ମତ ର କଥା ଅଟେ ।

୨- “S”- ବନ୍ଧୁଗଣ ଏହି ନାମର ଝିଅମାନେ ବହୁତ ସୁନ୍ଦର ହୋଇଥାନ୍ତି । ଏହା ସହିତ ଏହି ଝିଅ ମାନଙ୍କର ହୃଦୟ ବହୁତ ସୁନ୍ଦର ହୋଇଥାଏ । ବନ୍ଧୁଗଣ ଯାହା ସହିତ ଏମାନଙ୍କ ବିବାହ ହୋଇଥାଏ, ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ନାମର ଝିଅ ନିଜ ଜୀବନସାଥି ଙ୍କ ସହିତ ଇମାନ୍ଦାରୀ ରହିଥାନ୍ତି । ସେମାନେ ନିଜ ଜୀବନସାଥି କୁ ଧୋକା ଦେଇନଥାନ୍ତି । ସେ ସମସ୍ତ କଥା ତାଙ୍କ ସହିତ ଶେୟାର କରି ରହିଥାନ୍ତି । ଯଦି ଆପଣଙ୍କ ବିବାହ ଏହି ନାମର ଝିଅ ମାନଙ୍କ ସହିତ ହେବବାକୁ ଯାଉଛି ତେବେ, ଆପଣ କେବେ ମଧ୍ୟ ମନା କରନ୍ତୁ ନାହିଁ ।

୩- “P”- ଏହି ନାମ ଥିବା ଝିଅମାନଙ୍କର ସ୍ଵୋଭାବ କ୍ରୋଧ ପ୍ରକୃତ୍ତିର ହୋଇଥାଏ । ମାତ୍ର ଏମାନଙ୍କ କ୍ରୋଧ ବହୁତ ଜଲ୍ଦି ଶାନ୍ତ ମଧ୍ୟ ହୋଇଯାଇଥାଏ । ଏମାନଙ୍କୁ ଭଲ ଜୀବନ ସାଥି ଏତେ ସହଜରେ ମିଳିନଥାନ୍ତି । ମାତ୍ର ଯଦି ଜୀବନ ସାଥି ମିଳିଯାନ୍ତି ତେବେ ସେ ନିଜଠାରୁ ଅଧିକ ପ୍ରେମ ତାଙ୍କୁ କରିଥାନ୍ତି । ଏମାନଙ୍କ ଚିନ୍ତାଧାରା ମଧ୍ୟ ବହୁତ ମଜବୁତ ହୋଇଥାଏ ।

ଏମାନେ ନିଜ ଜୀବନ ସାଥିଙ୍କ ସମେତ ନିଜ ପରିବାର ର ମଧ୍ୟ ଅଧିକ ଧ୍ୟାନ ରଖିଥାନ୍ତି । ଏମାନେ ଥରେ ଯାହା ପ୍ରତିଶୃତି ଦେଇଥାନ୍ତି ତାହାକୁ ନିଭାଇ ଥାନ୍ତି । ସେ ନିଜ ସ୍ବାମୀଙ୍କ ଖୁସିଙ୍କର ସଦା ସର୍ବଦା ଧ୍ୟାନ ରଖିଥାନ୍ତି । ଏଣୁ ମାନ୍ୟତା ରହିଛି ଏହି ନାମ ର ମହିଳା ମାନଙ୍କ ସହିତ ବିବାହ କରିବା ଅତ୍ୟନ୍ତ ଭାଗ୍ଯର ବିଷୟ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଏହି ବିଷୟ ବସ୍ତୁ ଟି ଯଦି ପସନ୍ଦ ଆସିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *