Bhaktiକୁ ଛାଡି ଏହି ହିରୋଇନକୁ ବିବାହ କାଲେ Adi, ଦେଖନ୍ତୁ କିଏ ସେଇ Heroin

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ଆପଣମାନେ ଦେଖୁଥିବେ କି ଆଗ ଅପେକ୍ଷା ଓଡିଆ ଚ୍ୟାନେଲ ବହୁତ ଅଧିକ ବଢି ଯାଇଛି । ଏହି ସମସ୍ତ ଚ୍ୟାନେଲରେ ବିଭିନ୍ନ ପ୍ରକାରର ପ୍ରୋଗ୍ରାମ ଗୁଡିକ ବି ଟେଲିକାଷ୍ଟ କରାଯାଉଛି । ଏହା ସବୁ ଓଡିଆ ଦର୍ଶକମାନଙ୍କ ଭଲ ପାଇବା କାରଣରୁ ହୋଇପାରିଛି । ଅର୍ଥାତ ବର୍ତ୍ତମାନ ସମସ୍ତେ ଓଡିଆ ସିରିଏଲ ଓ ଫିଲ୍ମ ଗୁଡିକୁ ଆଗ ଅପେକ୍ଷା ବହୁତ ଅଧିକ ପସନ୍ଦ କରୁଛନ୍ତି ।

ଏହି ସମସ୍ତ ଚ୍ୟାନେଲରେ ବହୁତ ସିରିଏଲ ବି ଟେଲିକାଷ୍ଟ ହେଉଛି । ଓଡିଆ ଦର୍ଶକମାନେ ବି ଏହି ସମସ୍ତ ସିରିଏଲକୁ ବହୁତ ପସନ୍ଦ କରୁଛନ୍ତି । ନିଜର ପସନ୍ଦିତା ସିରିଏଲ ବିଷୟରେ ଓ ନିଜର ପସନ୍ଦିତା କଳାକାର ବିଷୟରେ ମଧ୍ୟ ଦର୍ଶକମାନେ ସବୁବେଳେ ଜାଣିବା ପାଇଁ ଇଚ୍ଛୁକ ଥାନ୍ତି । ପୂର୍ବରୁ ଓଡିଆ ଫିଲ୍ମ ଓ ସିରିଏଲରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ ଦର୍ଶକମାନେ ଅଳ୍ପ ବହୁତ ଜାଣି ପାରୁଥିଲେ ।

କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆ ଯୁଗରେ ଲୋକମାନେ ପ୍ରାୟତଃ ସମସ୍ତ କଳାକାରମାନଙ୍କ ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣଙ୍କୁ ଏକ ନୂଆ ବିବାହ ଯୋଡିଙ୍କ ବିଷୟରେ କହିବାକୁ ଯାଉଛୁ । ଅର୍ଥାତ ଦୁଇ ଜଣ ହିଁ ଓଡିଆ ସିରିଏଲର ମୁଖ୍ୟ ଭୂମିକାରେ କାମ କରନ୍ତି । ଜେସୀଙ୍କୁ ଛାଡି ଅମର ପାୟଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏହି ବିଷୟରେ ସମ୍ପୂର୍ଣ ଖବର ବିଷୟରେ ଚାଲନ୍ତୁ ଜାଣିବା । ଓଲିଉଡ ଇଣ୍ଡଷ୍ଟ୍ରିର ଅଭିନେତା ଅମର ଓ ଅଭିନେତ୍ରୀ ଜେସୀଙ୍କୁ ଆପଣ ସମସ୍ତେ ଭଲ ଭାବରେ ଜାଣିଥିବେ ।

ଯାହାଙ୍କର ଯୋଡି ବିଷୟରେ ସବୁବେଳେ ଚର୍ଚା ହେଉଥାଏ । କହିଦେଉଛୁ କି ଆପଣମାନେ ଏହି ଯୋଡିକୁ ତୁ ମୋ ଜୀବନସାଥି ସିରିଏଲରେ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଭୂମିକାରେ ଦେଖିଥିବେ । ତୁ ମୋ ଜୀବନସାଥି ଜୀ ସାର୍ଥକ ଚ୍ୟାନେଲରେ ପ୍ରସାରିତ ହୁଏ । ଏହି ଯୋଡି ସବୁଠୁ ପାପୁଳାର ଯୋଡି ମଧ୍ୟରେ ବି ସାମିଲ ଅଛନ୍ତି । ଅନସ୍କ୍ରିନରେ ଏମାନଙ୍କ କେମେଷ୍ଟ୍ରିକୁ ଦର୍ଶକମାନେ ବହୁତ ପସନ୍ଦ ବି କରନ୍ତି । ଏହି ଯୋଡି ସମସ୍ତ ବହୁତ ଭଲ ପାଇବା ଦିଅନ୍ତି ।

ଅମର ଓ ଜେସୀ ଏହି ସିରିଏଲରେ ଗତ ୩ ବର୍ଷ ହେବ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଆପଣ ଏହି ଅମର ଓ ଜେସୀଙ୍କର ଜବରଦସ୍ତ ଅଭିନୟ ଓ ରୋମାନ୍ସ ମଧ୍ୟ ଏହି ସିରିଏଲରେ ଦେଖିଥିବେ । ଏହି ଯୋଡିକୁ ଆପଣ ଅନସ୍କ୍ରିନ ଛଡା ବାହାରେ ମଧ୍ୟ ଏକାଠି ଦେଖିଥିବେ । ଜେସୀ ଓ ଅମର ପରସ୍ପରକୁ ଭଲ ପାଆନ୍ତି ବୋଲି କିଛି ଦିନ ତଳେ ମିଡିଆରେ ଚର୍ଚା ହେଉଥିଲା । କିନ୍ତୁ ବର୍ତ୍ତମାନ ଯାହା ଖବର ଆସୁଛି କି ଅମର ଜେସୀଙ୍କୁ ଛାଡି ପାୟଲଙ୍କୁ ବିବାହ କରିଛନ୍ତି ।

ଏହି ଦୁଇ ଯୋଡିଙ୍କ ବିବାହ ଫଟୋ ବି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଅସଲ ଘଟଣା ଆଉ କିଛି । ସିରିଏଲରେ ଅମର ପାୟଲଙ୍କୁ ବିବାହ କରିଛନ୍ତି । ଅମର ଅସଲ ଜୀବନରେ ବିବାହ କରି ନାହାନ୍ତି । କିନ୍ତୁ ଅମର ଜେସୀଙ୍କୁ ବିବାହ କରିବେ ନା ପାୟଲଙ୍କୁ ବିବାହ କରିବେ ଏହା ସମୟ ହିଁ କହିବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *