ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ 10 ଟି ଶୁଭ ସଂକେତ, ଆପଣଙ୍କୁ ମିଳୁଛି କି ଏହି ସଂକେତ

ଦର୍ଶକ ବନ୍ଧୁ ମା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ମାନ୍ୟତା ଅଛି ମା ଲକ୍ଷ୍ମୀ ଯେଉଁ ଘରେ ବାସ କରିଥାନ୍ତି ସେଠାରେ ଧନଧାନ୍ୟର ଅଭାବ କେବେ ହୁଏ ନାହିଁ । ଜୀବନରେ ସର୍ବଦା ସୁଖ ଶାନ୍ତି ବଜାୟ ରହିଥାଏ । ପ୍ରତେକ ଦିନ ଭଗବାନ ବିଶୁଣୁ ଙ୍କ ପୂଜା ସହ ମା ଲକ୍ଷ୍ମୀଙ୍କ ଆରାଧନା କରିବା ଦ୍ଵାରା ଘରେ ଧନ ଦୌଲତ ଆସିଥାଏ ।

ଏହା ସହ ବୈଭବରେ ବୃଦ୍ଧି ସହ ବ୍ୟକ୍ତିଙ୍କର ମାନ ସମ୍ମାନରେ ବୃଦ୍ଧି ହୁଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ମା ଲକ୍ଷ୍ମୀଙ୍କ କୃପା ଯେଉଁ ବ୍ୟକ୍ତି ଉପରେ ବର୍ଷିବାର ଥାଏ ପୂର୍ବରୁ କିଛି ଶୁଭ ସଂକେତ ମିଳିଥାଏ । ଆସନ୍ତୁ ଜାଣି ନେବା ସେହି ସଂକେତ ବିଷୟରେ । ୧- ଯଦି ଆପଣଙ୍କ ଘରେ କଳା ପିମ୍ପୁଡି ଆସି କିଛି ଖାଦ୍ଯ ଖାଇଥାନ୍ତି ତେବବେ ଜାଣି ନିଅନ୍ତୁ ମା ଲକ୍ଷ୍ମୀଙ୍କ ଆଗମନ ଗୃହକୁ ହେବାକୁ ଯାଉଛି । ଧନର ବୃଦ୍ଧି ମଧ୍ୟ ହେବ । ଆପଣଙ୍କ ଜୀବନରେ କିଛି ଚେଞ୍ଜ ହେବାକୁ ଯାଉଛି ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ ।

୨- ଯଦି ଆପଣଙ୍କ ଘରେ କୌଣସି ପକ୍ଷୀ ବା ବସା ବାନ୍ଧନ୍ତି ତେବେ ଶୁଭ ସଂକେତ ହୋଇଥାଏ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ ଆଗମନର ସୂଚନା ମିଳିଥାଏ ।

୩- ଅନେକ ସମୟରେ ଘରେ ଝିଟିପିଟି ଦେଖିଲେ ଲୋକେ ତାକୁ ବାହାର କରି ଦେଇଥାନ୍ତି । କିନ୍ତୁ ଝିଟିପିଟି ଘରକୁ ଆସିବା ଶୁଭ ହୋଇଥାଏ । କାରଣ ଝିଟିପିଟିକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ମାନାଯାଏ । ଘରର ଠାକୁର ଘରେ ଝିଟିପିଟି ଦେଖାଗଲେ ସୌଭାଗ୍ୟ ବୃଦ୍ଧି ପାଇଥାଏ ।

୪- ଯଦି ଆପଣଙ୍କ ହାତ ବା ପାଦ କୁଣ୍ଡାଇ ହୋଇଥାଏ ତେବେ ଏହାକୁ ଆମେ ଅଣଦେଖା କରିଥାଉ । ଡାହାଣ ହାତ କୁଣ୍ଡାଇ ହେଉଥିଲେ ଶୁଭ ସଂକେତ ହେବା ସହ ଧନ ଜନିତ ଜଡିତ ଭଲ ଖବର ମିଳିଥାଏ । ବାମ ହାତ କୁଣ୍ଡାଇ ହେଉଥିଲେ ଧନର ଆଗମନ ହୋଇଥାଏ ।

୫- ସ୍ଵପ୍ନରେ ଝାଡୁ, ପେଚା, ସାପ, ହାତୀ, ତାରା, ଝିପିଟିତ, ସନକ, ନେଉଳ, ବଂଶୀ ଦେଖା ଯାଇଥାଏ ତେବେ ଧନ ପ୍ରାପ୍ତିର ସଂକେତ ହୋଇଥାଏ ।

୬- ସକାଳୁ ଉଠିବା ପରେ ଶଙ୍ଖ ର ଧ୍ୱନି ଶୁଣାଗଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ମା ଲକ୍ଷ୍ମୀଙ୍କ ଅଗାମାନର ସୂଚନା ଦେଇଥାଏ ।

୭- ଘରୁ ବାହାରିବା ସମୟରେ ଆଖୁ ଗଛ ଦେଖାଗଲେ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ । ଏହା ମା ଲକ୍ଷ୍ମୀଙ୍କ ଆଗମନର ସୂଚକ ହୋଇଥାଏ ।

୮- ରାସ୍ତାରେ ଯାଉଥିବା ସମୟରେ ପେଚା ଦେଖାଗଲେ ଶୁଭ ହୋଇଥାଏ । କିନ୍ତୁ ଘରକୁ ପେଚା ଆସିଲେ ହାନିକାରକ ମାନାଯାଏ । ଏହା ଦ୍ଵାରା ଘରର ଉନ୍ନତି ଅଟକିଯାଏ ।

୯- ରାସ୍ତାରେ ଯାଉଥିବା ସମୟରେ କୁକୁର ଶାକାହାରୀ ଖାଦ୍ୟ ମୁହଁରେ ନେଇଥିଲେ ଧନ ଲାଭର ସଂକେତ ହୋଇଥାଏ ।

୧୦- ସ୍ଵପ୍ନରେ କେହି ଝାଡୁଦାର ଦେଖାଗଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଧନବାନ ହେବାର ସଂକେତ ଦେଇଥାଏ । ରାତିରେ ଦେଖା ଯାଇଥିବା ସ୍ଵପ୍ନ ସତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *