ଚା’ ପ୍ରଥମେ କେଉଁ ଦେଶରେ ପିଇଥିଲେ ? ଦେଖନ୍ତୁ ଏହା ସହ ଆହୁରି ମଜାଦାର ପ୍ରଶ୍ନ ଓ ଉତ୍ତର

ନମସ୍କାର ବନ୍ଧୁଗଣ, ଆଜି ଆପଣ ମାନେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣିବା ପାଇଁ ପାଇବେ କିଛି ଅଜଣା ପ୍ରଶ୍ନର ଉତ୍ତର । ଯାହା ଆପଣଙ୍କ ପାଠ ପଢାରେ ଖୁବ ସହାୟ ହେବ । ଯାହା ଫଳରେ ଆପଣ ଆହରଣ କରିଥିବା ଜ୍ଞାନ ବଳରେ ଅନ୍ୟ କାହାର ମଧ୍ୟ ସାହାର୍ଯ୍ୟ କରି ପାରିବେ । କାରଣ ଜ୍ଞାନ ବାଣ୍ଟିବା ଦ୍ଵାରା ବଢିଥାଏ ।

ସେଥିପାଇଁ ତ ଆଜି ଆମେ ଆପଣ ମାନଙ୍କ ସହ ଆମର କିଛି ଜ୍ଞାନ ବାଣ୍ଟିବା ପାଇଁ ଯାଉଛୁ । ଏହି ସବୁ ଜ୍ଞାନ ଆପଣଙ୍କର କୌଣସି ନା କୌଣସି ସ୍ଥାନରେ ନିଶ୍ଚୟ କାମରେ ଆସିବ । ଏହି ସବୁ ପ୍ରଶ୍ନ ଓ ଉତ୍ତର ଦେଶ ଦୁନିଆ ସହ ଜଡିତ ଅଟେ । ଯାହାକୁ ଜାଣି ପାରିଲେ ପାଠ ପଢୁ ଥିବା ପିଲା ମାନେ ସହଜରେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ପାରିବେ ।

ଆଜିର ସମୟରେ ପରୀକ୍ଷା ରେ ସଫଳତା ପାଇବାକୁ ହେଲେ ଛାତ୍ର ଛାତ୍ରୀ ମାନେ କଠିନ ପରିଶ୍ରମ କରିଥାନ୍ତି । ତଥାପି ସେମାନେ କିଛି ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ର ଉତ୍ତର ନ ଜାଣି ପାରି ପରୀକ୍ଷା ରେ କିଛି ନା କିଛି ପ୍ରଶ୍ନ ଛାଡି ଦେଇ ଆସିଥାନ୍ତି । ତେବେ ଆମେ ଆଣିଥିବା ଯଦି ଏହି ସବୁ ପ୍ରଶ୍ନ ଓ ଉତ୍ତର ଆପଣ ମାନେ ଜାଣି ନେବେ ତେବେ ନିଶ୍ଚୟ ଭବିଷ୍ୟତରେ ଏହା କାମରେ ଆସିବ । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା ।

୧- ବିଶ୍ଵ ର କେଉଁ ଦେଶରେ ସବୁଠାରୁ କମ ଫାଶୀ ଦଣ୍ଡ ଦିଆ ଯାଇଥାଏ ?

ଉତ୍ତର- ଭାରତ ।

୨- ଏମିତି କେଉଁ ଫଳ ଅଛି ଯାହାକୁ ଆମେ ଉଡାଜାହାଜ ରେ ଗଲା ବେଳେ ନେଇ ପାରିବା ନାହିଁ ?

ଉତ୍ତର- ନଡିଆ ।

୩- ଜାତି ର ପିତା ମହାତ୍ମାଗାନ୍ଧୀ ଙ୍କ ମୃ-ତ୍ୟୁ କେବେ ହୋଇଥିଲା ?

ଉତ୍ତର- ୩୦ ଜାନୁଆରୀ, ୧୯୪୮ ମସିହା ।

୪- ନେତାଜୀ ସୁଭାଷ ଚନ୍ଦ ବୋଷ ଙ୍କ ରାଜନୈତିକ ଗୁରୁ କିଏ ଥିଲେ ?

ଉତ୍ତର- ଚିତ୍ତରଞ୍ଜନ ଦାସ ।

୫- କେଉଁ ଗଛ ର ଫଳ ମାଟି ତଳ ଚେର ରେ ମଧ୍ୟ ଫଳି ଥାଏ ?

ଉତ୍ତର- ପଣସ ଗଛ ।

୬- ଏସିଆ ମହାଦେଶରେ ସମୁଦାୟ କେତୋଟି ଗଛ ଅଛି ?

ଉତ୍ତର- ୪୮ ଟି ।

୭- ସବୁଠାରୁ ଅଧିକ ଖାଦ୍ଯ ଖାଉଥିବା ଯିଏ କିଏ ?

ଉତ୍ତର- ବ୍ଲୁ ୱ୍ହେଲ ।

୮- ଜିରୋ ର ଆବିଷ୍କାର କିଏ କରିଥିଲେ ?

ଉତ୍ତର- ଆର୍ଯ୍ୟଭଟ୍ଟ ।

୯- ମନୁଷ୍ୟ ଶରୀର ରେ କେଉଁ ଅଙ୍ଗ ନିଆଁ ରେ ଜଳି ନ ଥାଏ ?

ଉତ୍ତର- ନଖ ।

୧୦- ଚା ପ୍ରଥମେ କେଉଁ ଦେଶରେ ପିଇ ଥିଲେ ?

ଉତ୍ତର- ଚୀନ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *