ଯେଉଁ ଜେଲରେ ଦିନେ ଭଣ୍ଡ ସାରଥି ବସି ଜପ କରୁଥିଲା, ଏବେ ଗୋପାଳ ସେଇଠି ବସି Naba Dasଙ୍କ କଥା ଭାବୁଛି… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ନବ ଦାସ ଙ୍କ ହ-ତ୍ୟା-କା-ରୀ ଅ-ଭି-ଯୁ-କ୍ତ ଗୋପାଳ ଦାସ କୁ ନେଇ ଆସିଛି ଏକ ବଡ ଖବର । ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ହେଉଛି । ସୂଚନା ଅନୁଯାୟୀ ଯେଉଁ ଜେଲରେ ରହୁଥିଲା ଭ-ଣ୍ଡ ସାରଥି ସେଠାରେ ରହୁଛି ଅ-ଭି-ଯୁ-କ୍ତ ଗୋପାଳ । ଗୋଟିଏ ସେଲରେ ସାରଥି ଓ ଗୋପାଳ ଏକାଠି ଅଛନ୍ତି । ଭ-ଣ୍ଡ ସାରଥି ଯେମିତି ଥିଲା ସେମିତି ରହିଛି ଗୋପାଳ ।

କଟକ ଚୌଦ୍ବାର ଜେ-ଲ ହେଉଛି ଏବେ ଗୋପାଳର ଠିକଣା । ଝାରସୁଗୁଡା ଜେ-ଲରୁ କଟକ ଚୌଦ୍ବାର ଜେଲରୁ ସ୍ଥାନାନ୍ତରିତ କରା ଯାଇଛି ଗୋପାଳ କୁ । ଆଉ ଏବ ଗୋପାଳ ସେହି ସେଲ ଆଉ ସେହି ସ୍ଥାନରେ ରହୁଛି ଯେଉଁଠି ଭ-ଣ୍ଡ ସାରଥି ଅବବା ରହୁଥିଲେ । ସାରଥି ମଧ୍ୟ କଟକ ଚୌଦ୍ବାର ଜେଲରେ ରହୁଥିଲେ ।

ସାରଥି କୁ ସେହି ସେଲ ଟି ଦିଆ ଯାଇଥିଲା ଯେଉଁ ସେଲ ରେ ଏବେ ଗୋପାଳକୁ ଏବେ ରଖା ଯାଇଛି । ଯେଉଁଠି ବସି ଦିନେ ସାରଥି ଧ୍ୟାନ କରୁଥିଲା ସେହି ସେଲରେ ଏବେ ଗୋପାଳ ଦିନ ତମାମ ବସି ହ-ତ୍ୟା-କା-ଣ୍ଡ ବିଷୟରେ ଭାବୁଛି । ସାରଥି ବସିଥିବା ଜାଗାରେ ସୋଇ ରହୁଛି ଗୋପାଳ ।

ଲୋକେ ମଜାରେ କହୁଛନ୍ତି ସାରଥି ବାବା ଙ୍କ ମନ୍ତୁରା କକ୍ଷ ରେ ରହୁଛି ଗୋପାଳ । ତାର କିଛି ବି ଅସୁବିଧା ହେବ ନାହି । ତେବେ ଗୋପାଳ ଓ ସାରଥି ଗୋଟେ ସେଲରେ ରହିଥିବା କଥା ଏବେ ସାଧାରଣ ରେ ଆଲୋଡନ ସୃଷ୍ଟି କରି ଦେଇଛି । କାରଣ ସେ କକ୍ଷ ରେ ରହିଛି ଭ-ଣ୍ଡ ସାରଥି ର ସବୁ ଅନୁଭୂତି । ଗୋପାଳ ଏବେ ସାରଥିର ସବୁ ଅନୁଭୂତି କୁ ସାଥି କରି ସେହି ସେଲରେ ରହିଛି ।

ତେବେ ଗୋପାଳର ନାର୍କୋ ଟେଷ୍ଟ ସାରିଲା ପରେ 164 ରେ ବୟାନ ରେକର୍ଡ କରାଯାଇ କଟକ ଚୌଦ୍ବାର ଜେଲକୁ ଅଣା ଯାଇଥିଲା । ଏଥିପାଇଁ ଅଣା ଯାଇଥିଲା କାରଣ ଗୋପାଳ କ୍ରାଇମ ବ୍ରାଞ୍ଚ ଟିମ ଆଗରେ କହିଥିଲା କି ଝାରସୁଗୁଡା ଜେଲରେ ତାକୁ ମାରି ଦେବେ ବୋଲି ।

ଯାହା ପାଇଁ ଗୋପାଳ ଭୟରେ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇ ଯିବାକୁ କ୍ରାଇମ ବ୍ରାଞ୍ଚ କୁ କହିଥିଲା । ଯାହା ପରେ କ୍ରାଇମବ୍ରାଞ୍ଚ ଝାରସୁଗୁଡା ରୁ କଟକ ଚୌଦ୍ବାର ଜେ-ଲକୁ ନେଇ ଆସିଥିଲେ ଗୋପାଳ କୁ । ଯଦି ଦେଖିବା ଜାନୁଆରୀ 29 ତାରିଖ ରେ ଗୋପାଳ ମନ୍ତ୍ରୀ ନବ ଦାସ ଙ୍କୁ ବିଜେଡ଼ିର ଏକ କାର୍ଯ୍ୟ କ୍ରମରେ ହ-ତ୍ୟା କରିଥିଲା ।

ଯେଉଁଥି ରେ ଗୋପାଳ କୁ ଗି-ର-ଫ କରିଥିଲା ପୋଲିସ । ତେବେ ଗୋପାଳ ଚୌଦ୍ବାର ଜେଲ ରେ କେତେ ଯେ ସୁରକ୍ଷିତ ତାହା ତ ସମୟ କହିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *