ଭାରତରୁ ଆସିଲା ଏକା ସହିତ ୩ ଟି ଖୁସି ଖବର, ଭାରତ ଭାଙ୍ଗିଲା ସବୁ ରେକର୍ଡ

ଆଜି ସମସ୍ତଙ୍କ ପାଇଁ ଖୁସିର ଦିନ ଅଟେ । ଆଜି କିଛି ଏମିତି ହୋଇଛି ଯାହା ଦ୍ଵାରା ଆଉ ଅଳ୍ପ କିଛି ଦିନ ମଧ୍ୟରେ ଭାରତରୁ କରୋନା ଦୂର ହୋଇଯିବ ବୋଲି ଆଶା କରାଯାଉଛି । ଆଜି ଆମେ ଆପଣଙ୍କୁ ଏମିତି ବହୁତ କିଛି ଖୁସି ଖବର ବିଷୟରେ କହିବୁ ।

ଯାହା ବର୍ତ୍ତମାନ ସମୟରେ ଆପଣଙ୍କର ମନୋବଳକୁ ବଢାଇବ । ପ୍ରଥମ ଖୁସି ଖବର ହେଉଛି କି ଇନ୍ଦୋରରେ ଏକ ବୟସ୍କ ମହିଳାକୁ ଯାହାକୁ ପ୍ରଥମ ଥର ୨ ଡ଼ିଜି ମେଡ଼ିସିନ ଦିଆଯାଇଥିଲା । ଏହି ମେଡ଼ିସିନକୁ ନେବା ପରେ ସେହି ବୟସ୍କ ମହିଳାଙ୍କ ଅକ୍ସିଜେନ ଲେବୁଲ ୯୯ ପ୍ରତିଶତ ବଢିଗଲା । ଏହି ମହିଳାଙ୍କୁ ଏହି ୨ ଡ଼ିଜି ମେଡିସନ ପ୍ରଥମ ଥର ପାଇଁ ଦିଆଯାଇଛି । ଏମିତିରେ ସମସ୍ତେ ଆଶା କରୁଛୁ କି ଯଦି ଏହି ମେଡିସନ ସଫଳତା ପୂର୍ବକ କାମ କରେ ତେବେ ବହୁତ ଜଲ୍ଦି ଭାରତକୁ କରୋନା ମୁକ୍ତ କରି ହେବ ।

ଦ୍ଵିତୀୟ ଖୁସି ଖବର କଥା ଯଦି କହିବୁ ତେବେ ଭାରତରେ ପୂର୍ବ ଦିନ ୨ ଲକ୍ଷ ୪୦ ହଜାର କରୋନା କେସ ସାମ୍ନାକୁ ଆସିଥିଲା । କିନ୍ତୁ ଗତକାଲି କେବଳ ୨ ଲକ୍ଷ ୨୨ ହଜାର କେସ ଦେଖିବାକୁ ମିଳୁଛି । ଏମିତିରେ କୁହାଯାଇ ପାରେକି ଧୀରେ ଧୀରେ କରୋନା କେସ କମ ହେଉଛି ଓ ଏହା ବହୁତ ବଡ ସଂକେତ ଅଟେ କି ଆମେ କରୋନାକୁ ପରାଜୟ କରୁଛୁ । କହିବାକୁ ଗଲେ ଏହିଭଳି ଖବର ସମସ୍ତଙ୍କ ପାଇଁ ପଜିଟିବ ଖବର ଅଟେ ।

ଆମେ ସେହି ସମସ୍ତ ରୋଗୀମାନଙ୍କୁ କହିଦେଉଛୁ କି ଯେଉଁମାନେ କରୋନାରୁ ସୁସ୍ଥ ହୋଇ ସାରିଛନ୍ତି ସେମାନେ ୧ ଓ ୨ ମାସ ପର୍ଯ୍ୟନ୍ତ ନିଜର ଧ୍ୟାନ ରଖିବା ଦରକାର । ୨ ମାସ ପର୍ଯ୍ୟନ୍ତ ପୂରାପୂରି ଆଇସୋଲେସନ ହୋଇ ରହିବାକୁ ଚେଷ୍ଟା କରନ୍ତୁ ବିଶେଷ କାହା ସହିତ ମିସନ୍ତୁ ନାହିଁ । ଏହି ରୋଗୀଙ୍କୁ କିଛି ଦିନ ପର୍ଯ୍ୟନ୍ତ ଶୁଖିଲା କାସ ରହିପାରେ । କେତେକ ରାଜ୍ୟରେ ଧୀରେ ଧୀରେ କରୋନା କେସ କମ ହେବାରେ ଲାଗିଛି ।

ତୃତୀୟ ଖୁସି ଖବର ହେଉଛି କି ବର୍ତ୍ତମାନ ସମୟରେ ଯେଉଁ କରୋନର ତୃତୀୟ ଲହରୀ ଆସିବା ବିଷୟରେ ଆଶା କରାଯାଉଥିଲା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳି ନାହିଁ କି ଏହା ପିଲାମାନଙ୍କ ପାଇଁ ସବୁଠୁ ଅଧିକ ଘାତକ ହେବ । ଭବିଷ୍ୟତ ବିଷୟରେ ଆମେ କହି ପାରିବୁ ନାହିଁ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ପ୍ରମାଣ ମିଳି ନାହିଁ ।

କିନ୍ତୁ ଏହା ସତ୍ବେ ବି ପିଲାମାନଙ୍କୁ ସୁରକ୍ଷା ଘେର ମଧ୍ୟରେ ରଖନ୍ତୁ । ଅନ୍ୟ ଏକ ବଡ ଖୁସି ଖବର ହେଉଛି କି ଆମେରିକାର ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମେଡ଼ିସିନ କୋଭି ଭାରତରେ ଲଞ୍ଚ କରି ଦିଆ ଯାଇଛି । ଯାହାକି କକଟେଲ ମେଡ଼ିସିନ ରୂପରେ ନାମିତ ଅଟେ ।

Leave a Reply

Your email address will not be published. Required fields are marked *