କରୋନା ପରେ କିଛି ବିଗାଡି ପାରିବନି Black Fungus, ପ୍ରସିଦ୍ଧ ଡାକ୍ତର ସଞ୍ଜୀବ କୁମାରଙ୍କ ବଡ ବୟାନ

କାରୋନା ପୂର୍ବରୁ ମଧ୍ୟ ଭାରତରେ ବ୍ଲାକ ଫଙ୍ଗସ ହେଉଥିଲା । ତେବେ ବ୍ଲାକ ଫଙ୍ଗସ କେଉଁଠି ହୋଇଥାଏ? ବ୍ଲାକ ଫଙ୍ଗସ ସେହିଠାରେ ହୋଇଥାଏ ଯେଉଁଠାରେ ବ୍ଲାକ ପରିବେଶ ସକ୍ରିୟ ହୋଇଥାଏ । ଏହା ସାଧାରଣତଃ ସେହି ଘର ମାନଙ୍କରେ ଦେଖା ଦେଇଥାଏ ।

ଯେଉଁଠାରେ ଆମେ ଅତ୍ୟଧିକ ଆଧୁନିକ ଆଲୋକ ବ୍ୟବସ୍ଥା ଗ୍ରହଣ କରିଥାଉ, ଅଧିକ ସିତା ତାପମାନ ଜନ୍ତ୍ର ବ୍ୟବହାର କରିଥାଉ ଓ ଯେଉଁ ଘରେ ସୁର୍ଜ୍ଯାଲୋକ ପହଞ୍ଚି ପାରି ନଥାଏ । ତେବେ ଏହା ଏକ ସାଧାରଣ ପ୍ରକ୍ରିୟା ଯାହା ଅନେକ ଘରେ ଦେଖା ଯାଇଥାଏ । ତେବେ ଏହି ବିଷୟରେ ଆସନ୍ତୁ ଅଧିକ ଜାଣିବା । ଯଦି ଆମେ ଏକ ପାଉଁରୁଟିକୁ କିଛି ଦିନ ପାଇଁ ବାହାରେ ରାଖୀ ଦେବା ତେବେ ତାହା ଉପରେ କିଛି ଫିମ୍ପି ବସିଯାଇଥିବାର ନଜର ଆସିଥାଏ ।


ତେବେ ସେହିପରି ଯେତେବେ ଆମ ଫୁସଫୁସ ସହ ଘଟି ଥାଏ ଅତ୍ୟଧିକ ରସାୟନ ଯୁକ୍ତ ଖାଦ୍ଯ କିମ୍ବା ଅନ୍ୟ କିଛି କାରଣରୁ । ଏହି ଫୁସଫୁସ ଜନିତ ରୋଗକୁ ବ୍ଲାକ ଫଙ୍ଗସ କୁହା ଯାଉଛି । ତେବେ ଏହି କାରୋନା ସମୟରେ ଏହି ରୋଗ ପୁଣି ଠାରେ କାହଣିକି ଦେଖା ଯାଉଛି? ଏପରି ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବା । ଏହା ଏପରି ହେଉଛି କାରଣ ବୟସ୍କ ବ୍ୟକ୍ତି, କିମ୍ବା ଅନ୍ୟ ରୋଗୀ ମାନେ ଯେତେବେଳେ କାରୋନା କାରଣରୁ ଅତ୍ୟଧିକ ମାତ୍ରାରେ ଔଷଧ ବ୍ୟବହାର କରୁଛନ୍ତି ସେଥିରେ ଥିବା ଅତ୍ୟଧିକ ମାତ୍ରାର ରସାୟନ କାରଣରୁ ଏହି ରୋଗ ହୋଇଥାଏ ।

ତେବେ ଏହି ରୋଗକୁ ଅବହେଳା କଲେ ଏହା ଆମର ଚକ୍ଷୁ ଏବଂ ମସ୍ତିସ୍କ କୁ ମଧ୍ୟ ଆକ୍ରାନ୍ତ କରିପାରେ ଯାହାକି ବହୁତ ଖ୍ଯାତି ପହଞ୍ଚାଇପାରେ ଆମ ଶରୀରକୁ । ତେବେ କିପରି କରିବା ଏହାର ଉପଚାର? ଏହାର ଉପଚାର ଅତି ସହଜ । ଏଥିପାଇଁ ଆପଣଙ୍କୁ ବଜାରରେ ଉପଲବ୍ଧ ହେଉଥିବା ଆଣ୍ଟି ଫଙ୍ଗସ ‘ଆମ୍ଫୋଟେରିଷିଆନ ବି’ ବ୍ୟବହାର କରିବାକୁ ପଡିବ । ତେବେ ବହୁତ ଲୋକଙ୍କ କ୍ଷେତ୍ରରେ ଏହି ବ୍ଲାକ ଫଙ୍ଗସ ଡେରିରେ ନିଜର ପ୍ରତିକ୍ରିୟା ଦେଖାଇଥାଏ । ତେବେ ପ୍ରାରମ୍ଭ ସମୟରେ କିପରି ଚିହ୍ନିବା ବ୍ଲାକ ଫଙ୍ଗସକୁ?

ତେବେ ଯଦି ଆପଣ କାରୋନାରେ ସଂକ୍ରମିତ ହେବା ପରେ ଆପଣଙ୍କ ଚକ୍ଷୁରେ ନାଲି ଦାଗ ଦେଖା ଦେଉଛି, ଆପଣଙ୍କ ଦାନ୍ତ ମାଢି ବିନ୍ଧା ହେଉଛି, ନାକରୁ ପାଣି ବାହାରିବା ସହ ସେଥିରେ ସ୍ୱଳ୍ପ ମାତ୍ରାରେ ରକ୍ତ ଆସୁଛି ବା ଯଦି ଆପଣ ମଧୁମେହ ରୋଗୀ ଅଟନ୍ତି ଏବଂ ଆପଣଙ୍କ ଶରୀରରେ ସୁଗାରର ମାତ୍ରା ୨୦୦ରୁ ଅଧିକ ରହୁଛି ତେବେ ଏହା ବ୍ଲାକ ଫଙ୍ଗସର ସଙ୍କେତ ହୋଇପାରେ । ତେବେ ଏହି କ୍ଷେତ୍ରରେ ଆପଣଙ୍କୁ ଏମଆରଆଇ କରାଇନେବା ଅତ୍ୟନ୍ତ ଆବଶ୍ୟକ ।


ଏହି ବ୍ଲାକ ଫଙ୍ଗସ ଆପଙ୍କ ଶରୀରରେ ଦେଖା ଗଲେ ଆପଣଙ୍କୁ ତୁରନ୍ତ ଏହାର ଉପଚାର କରିବାକୁ ପଡିବ । ଏହାର ଉପଚାର ସର୍ଜରୀ ବା ଆଣ୍ଟି ଫଙ୍ଗସ ଦ୍ଵାରା ନୁହଁ ଆପଣଙ୍କୁ ସିଧା ସଳଖ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିବ । କିନ୍ତୁ ଆମକୁ ଏହି ରୋଗରୁ ବଞ୍ଚିବା ପାଇଁ କିଛି ସାବଧାନତା ଆପଣାଇବାକୁ ପଡିବ । ଯେହେତୁ ଏହା ବନ୍ଦ କୋଠରି କାରଣରୁ ହୋଇଥାଏ ଆମକୁ ବାହାରେ କିଛି ସମୟ ଭ୍ରମଣ କରିବାକୁ ପଡିବ, ଯାହାଦ୍ୱାରା ଖୋଲା ପବନ ଓ ସୂର୍ଯ୍ୟ କିରଣ ଆମ ଶରୀରକୁ ମିଳିବ ଓ ବ୍ଲାକ ଫଙ୍ଗସ ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରୁ ଦୂରତା ବଜାୟ ରଖିବାକୁ ପଡିବ ।

Leave a Reply

Your email address will not be published. Required fields are marked *